Latest Odisha News

BREAKING NEWS

କାଳ ହେଉଛି ଘରବାହୁଡ଼ା: ସଡ଼କ ଦୁର୍ଘଟଣାରେ ୧୪ ଶ୍ରମିକ ମୃତ, ୫୦ ରୁ ଅଧିକ ଆହତ

ମୁମ୍ବାଇ: କାଳ ହେଲା ଘର ବାହୁଡା । ଶ୍ରମିକଙ୍କୁ ନେଇ ନିଜ ରାଜ୍ୟକୁ ଫେରୁଥୁବା ଆଉ ଏକ ବସ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ୮ ଜଣ ଆହତ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ଲକଡାଉନ ଯୋଗୁଁ ମଧ୍ୟପ୍ରଦେଶରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଏକ ବସ ଯୋଗେ ଉତ୍ତରପ୍ରଦେଶ ଫେରୁଥିଲେ।

ଶ୍ରନିକଙ୍କୁ ନେଇ ଯାଉଥିବା ଏହି ବସଟି ଏକ ଟ୍ରକକୁ ଧକ୍କା ଦେବା ଫଳରେ ଏଥିରେ ଥିବା ୮ ଜଣ ଶ୍ରମକ ପ୍ରାଣ ହରାଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି ।

ଅନ୍ୟପଟେ ଉତ୍ତର ପ୍ରଦେଶର ମୁଜାଫର ନଗରରୁ ଚାଲି ଚାଲି ବିହାର ଯାଉଥିବା କେତେକ ପ୍ରବାସୀ ଶ୍ରମିକଙ୍କ ଉପରେ ବୁଧବାର ବିଳମ୍ବିତ ରାତ୍ରୀରେ ଗୋଟାଏ ବସ୍ ଚଢ଼ିଯିବାରୁ ୬ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

 

Leave A Reply

Your email address will not be published.