Latest Odisha News

BREAKING NEWS

ଚିକିତ୍ସା ପରେ ସୁସ୍ଥ ହେଲେ ଚାରି କରୋନା ପଜିଟିଭ୍‌

ଭୁବନେଶ୍ୱର : ରାଜ୍ୟରେ ସୁସ୍ଥ ହେଲେ ଚାରି କରୋନା ପଜିଟିଭ ରୋଗୀ । ଏମାନଙ୍କ ମଧ୍ୟରୁ ତିନି ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ବାଲେଶ୍ୱର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚାରି ଜଣଙ୍କର ନମୁନା ନେଗେଟିଭ୍ ବାହାରିଥିବା ଟ୍ୱିଟରରେ ସୂଚନା ଦିଆଯାଇଛି ।


ଚିକିତ୍ସା ପରେ ରାଜ୍ୟରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି ।

ରାଜ୍ୟରେ ଏବେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି ।

Leave A Reply

Your email address will not be published.