Latest Odisha News

BREAKING NEWS

ଆମେରିକାର ଚିନ୍ତାଜନକ ରିପୋର୍ଟ: ୫୦ ବର୍ଷରେ ଭାରତର ୫ କୋଟି ମହିଳା ନିଖୋଜ

ନୂଆଦିଲ୍ଲୀ:ଆମରିକାର ୟୁଏନଏଫପିଏର ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟ ମୁତାବକ ୫୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ୧୪.୨୬ କୋଟି ମହିଳା ନିଖୋଜ ଅଛନ୍ତି । ଭାରତରେ ୫ କୋଟି ମହିଳାଙ୍କ ପତା ମିଳୁ ନାହିଁ । ୧୯୭୦ ମଧ୍ୟରେ ଏହା ୬.୧୦ କୋଟି ଥିବା ବେଳେ ଏହା ଏବେ ୧୫ କୋଟି ପାଖାପାଖିରେ ପହଂଚିଛି ।

ପ୍ରତି ବର୍ଷ ଭାରତରେ ୫ଲକ୍ଷ ମହିଳା ନିଖୋଜ ରହୁଛନ୍ତି । ପୁତ୍ର ସନ୍ତାନକୁ ଗୁରୁତ୍ୱ ଦେବା ଏହାର ଏକ ମୂଖ୍ୟ କାରଣ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରଯାଇଛି । ଭାରତ ଏବଂ ଭିଏତନାମ ଲିଙ୍ଗଗତ ପ୍ରଭେଦକୁ ଦୂର କରିବା ପାଇଁ ଉଦ୍ୟମକୁ ଏହି ଅବସରରେ ପ୍ରଶଂସା କରାଯାଇଛି । ଚୀନରେ ୭.୫୦ କୋଟି ମହିଳା ନିଖୋଜ ଅଛନ୍ତି ।

Leave A Reply

Your email address will not be published.