Latest Odisha News

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ, କଶ୍ମୀରୀ ପଣ୍ଡିତଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର: ଜମ୍ମୁ ଓ କଶ୍ମୀରରେ ରକ୍ତର ହୋଲି ଖେଳିଛନ୍ତି ଆତଙ୍କବାଦୀ । ଦିନ ଦ୍ୱିପହରେ ତହସିଲ ଅଫିସରେ ପଶି ଘଟାଇଲେ ଖୁଲମ୍‌ଖୁଲା ହତ୍ୟାକାଣ୍ଡ । ଏହି ଘଟଣା ସମଗ୍ର ଦେଶରେ ଚାଂଚଲ୍ୟ ଖେଳାଇଥିଲାବେଳେ ଜଣେ ସରକାରୀ କର୍ମଚାରୀ ନିହତ ହୋଇଥିବା ସୂଚନା ରହିଛି । ଆଜି ବୁଦଗାମ ଜିଲ୍ଲାରେ ରାହୁଲ…

ହାଇକୋର୍ଟରୁ ଅଭିନେତାଙ୍କୁ ସମନ ଜାରି, ଧନୁଷଙ୍କ ଅସଲ ପିତାମାତା କିଏ ?

ଭୁବନେଶ୍ୱର: ନୂଆ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଉଥ୍ ସୁପରଷ୍ଟାର୍ ଧନୁଷ । ତାଙ୍କୁ ନିଜ ପୁଅ ବୋଲି ଦାବି କରିଛନ୍ତି ଅଜଣା ଦମ୍ପତ୍ତି । କିଛି ଏପରି ଦାବି କରି ସେହି ଦମ୍ପତ୍ତି ମାଡ୍ରାସ୍ ହାଇକୋର୍ଟର ଦ୍ୱାରସ୍ତ ହେବା ପରେ ଏବେ ମାନ୍ୟବର ହାଇକୋର୍ଟ ଧନୁଷଙ୍କୁ ସମନ୍ ଜାରି କରିଛନ୍ତି ।…

ବାହାଘର ମଜା ଫିକା କରିଦେଲା ଡକାୟତି

ସୋନପୁର: ଘରୁ ବାହାରିଥିଲେ ବାହାଘର ଭୋଜି ଖାଇ । ବିବାହରେ ବି ପହଂଚିଥିଲେ, ଭୋଜି ବି ଖାଇଥିଲେ । ହେଲେ ପେଟରେ ପଡିଥିବା ଭୋଜି ଭାତକୁ ହଜମ କରିବାକୁ ଦେଲାନି ଏକାକି ଡକାୟତ । ଶୁଣି ଅଡୁଆ ଲାଗୁଥିଲେ ବି ବିବାହ ସମାରୋହରେ ସାମିଲ ହୋଇ ଜଣେ ବ୍ୟକ୍ତି ଡକାୟତିର ଶିକାର ହେବା ଘଟଣା ସୁବର୍ଣ୍ଣପୁରରେ…

ଭାଇରାଲ୍ ପୋଷ୍ଟମୋର୍ଟମ୍: ଋଷ ସ୍ନାଇପର୍‌ଙ୍କୁ ଠାବ କରୁଛି ଖାର୍କିଭ ପାନ୍ଥର୍‌, କେତେ ସତ ?

ଭୁବନେଶ୍ୱର: ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ପ୍ରତିଦିନ ପ୍ରତିକ୍ଷଣରେ କିଛିନାକିଛି ଖବର ସାମ୍ନାକୁ ଆସୁଛି । ଏଥିମଧ୍ୟରୁ କିଛି ସତ ସାବ୍ୟସ୍ତ ହେଉଥିଲାବେଳେ ଆଉ କିଛି ଗୁଜବ ଭାବେ ସାମ୍ନାକୁ ଆସିଥାଏ । ଏହି ଧାରାରେ ଜଣେ ସୈନ୍ୟ ସହ ଏକ ବିଲେଇର ଫଟୋ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।…

[ଦେଖନ୍ତୁ ଭିଡିଓ] ଦୁଇ ବର୍ଷର ଛୁଆ ନିକଟରେ “ପୁଷ୍ପା” କ୍ରେଜ୍‌

ଭୁବନେଶ୍ୱର: କେବଳ ଭାରତ ନୁହେଁ ବିଦେଶରେ ଦେଖିବାକୁ ମିଳିଛି ଫିଲ୍ମ ପୁଷ୍ପାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ କ୍ରେଜ୍ । ଖାସ କରି ଶ୍ରୀଭଲ୍ଲି ଗୀତରେ ମତୁଆଲା ଅଗଣିତ ଫିଲ୍ମ ପ୍ରେମୀ । ଅନେକ ଲୋକ ଇନଷ୍ଟାଗ୍ରାମ୍‌, ୟୁଟ୍ୟୁବ୍ ସର୍ଟସ୍ ଓ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଗୀତରେ…

[ଭିଡିଓ] କେବେ ଖାଇଛନ୍ତି କୋଇଲାରେ ପ୍ରସ୍ତୁତ ବ୍ଲାକ୍ ଇଡ୍‌ଲି ?

ଭୁବନେଶ୍ୱର: ଦୁନିଆ ଆଗେଇଛି । ଲୋକଙ୍କ ଚାହିଦା ଓ ପସନ୍ଦରେ ମଧ୍ୟ ଘୋର ପରିବର୍ତ୍ତନ ଦେଖାଦେଇଛି । ଏହାରି ଭିତରେ ଲୋକଙ୍କ ସ୍ୱାଦ ମଧ୍ୟ ଯଥେଷ୍ଟ ବଦଳିଛି । ଭଳିକିଭଳି ତଥା ନୂଆ ସ୍ୱାଦ ଉଦ୍ଭାବନ କରିବାକୁ ଯାଇ ଅନେକ ଲୋକ ଉଟପଟାଙ୍ଗ ଆଇଟମ୍ ପ୍ରସ୍ତୁତ କରିଥାନ୍ତି । ପୂର୍ବରୁ ଫାଣ୍ଟା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ରହସ୍ୟ ଘେରରେ ଆଫଗାନିସ୍ତାନ କ୍ରିକେଟ ଦଳର ପ୍ରାୟୋଜକ

ଭୁବନେଶ୍ୱର: ଚଳିତବର୍ଷ ଟି୨୦ କ୍ରିକେଟ୍ ବିଶ୍ୱକପରେ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି ଆଫଗାନିସ୍ତାନ ଦଳ । ଦେଶ ଉପରେ ତାଲିବାନର କବ୍‌ଜା ପରେ ବି ଦୃଢ ମନୋବଳ ନେଇ ପଡିଆକୁ ଓହ୍ଲାଉଛନ୍ତି ଏହି ନିର୍ଭୀକ ଦଳ । ହେଲେ ଏହି ଦଳକୁ ନେଇ ଏକ ବିରାଟକାୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଖାସ କରି ଦଳର…

ମାଆକୁ ମହଙ୍ଗା ପଡିଲା ପୁଅ ପ୍ରତି ଅନାବିଳ ପ୍ରେମ, ଅବହେଳାରେ ଚାଲିଗଲା ନୀରିହ ଜୀବନ

ଉମରକୋଟ: ସାମାନ୍ୟ ପେନ୍‌ସନ ଟଙ୍କା ପାଇଁ ବଳିପଡିଲେ ବିଧବା ବୃଦ୍ଧା । ବଡ ପୁଅର ମୃତ୍ୟୁ ପରେ ବୋହୁର ନିର୍ଯାତନା ଓ ଅବହେଳାରେ ପ୍ରାଣ ହରାଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର କୁସୁମ ନାୟକ । ଉମରକୋଟ ଶିବାଜୀ ନଗରରେ ଉଦ୍ଧାର ହୋଇଛି କୁସୁମ ନାୟକ ନାମକ ଜଣେ ବିଧବା ବୃଦ୍ଧାଙ୍କ ଗଳିତ…

କାଳ ସାଜିଲା ଗଣେଶ ମୂର୍ତ୍ତି ବିସର୍ଜନ, ଗୋଧସ ଜଳପ୍ରପାତରେ ବୁଡି ୩ ମୃତ

ନୂଆପଡା: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ । ନୂଆପଡା ଜିଲ୍ଲାଠୁ ୨୫ କି.ମି ଦୂରରେ ଥିବା ଗୋଧସ ଜଳପ୍ରପାତରେ ବୁଡି ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଳୁ ସେମାନଙ୍କ ମୃତଦେହ ଠାବ ହୋଇଥିବା ସୂଚନା ରହିଛି । ଗତକାଲି ଅପରାହ୍ନରେ ଧରମବନ୍ଧା ଥାନା ଅନ୍ତର୍ଗତ ଗୋଧସ…