Latest Odisha News

BREAKING NEWS

‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ର ଲାଭ ନେଉଛି କିଏ ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ହାନୀର କ୍ଷତିପୁରଣ ପାଇଁ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ମାଧ୍ୟମରେ ଚାଷୀମାନଙ୍କୁ ଯେପରି ରଙ୍ଗୀନ୍ ସ୍ୱପ୍ନ ଦେଖାଯାଇଥିଲା ତାହା ବର୍ତ୍ତମାନ କେବଳ ଦିବାସ୍ୱପ୍ନରେ ପରିଣତ…

ଅମୃତ କାଳରେ ଚାଷୀ କେଉଁଠି ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଯଦି ୨୦୨୩ର ବଜେଟ୍ ଆସନ୍ତା ପଚିଶ୍ ବର୍ଷ ମଧ୍ୟରେ ଆସିବାକୁ ଥିବା ଅମୃତ କାଳକୁ ଏକ ରାସ୍ତା, ତେବେ ବୁଝିବାକୁ ହେବ ଯେ, ଏହି ଇପ୍‌ସିତ ଅମୃତ କାଳର ପରିକଳ୍ପନାରେ ଚାଷ ଓ ଚାଷୀ ନାହାନ୍ତି । ଆମ ଦେଶରେ ଥିବା ବିସମତାକୁ ନେଇ ଯେଉଁ…

ସହଜ ନୁହେଁ ଗାନ୍ଧୀଙ୍କୁ ମାରିବା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଗାନ୍ଧୀଙ୍କୁ ଗୁଳିରେ ମାରି ହୁଏନି କି ମୂର୍ତ୍ତି ତିଆରି କରି ନାଥୁରାମକୁ ମହାନ କରି ହୁଏନି । ବର୍ତ୍ତମାନକୁ ହୁଏତ ରଙ୍ଗ ମାଖି ଲୁଚାଇ ଦିଆଯାଇପାରେ, କିନ୍ତୁ ନିଷ୍ଠୁର ଇତିହାସ ସମସ୍ତଙ୍କ ମୂଖା ଖୋଲିଦିଏ । ଇତିହାସ ଗାନ୍ଧୀ ଓ…

ଯୋଡ଼ି ହୋଇ ରହୁ ଭାରତ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଦେଶର ପ୍ରକୃତ ବିକାଶ କେବଳ ଭିତ୍ତିଭୂମିର ଉନ୍ନତି ଓ ଅର୍ଥନୈତିକ ପ୍ରଗତି ଉପରେ ନିର୍ଭର କରେନାହିଁ । ଦେଶର ଲୋକମାନଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବିନା ପ୍ରକୃତ ବିକାଶ ସମ୍ଭବ ନୁହେଁ । ଶାନ୍ତିପୂର୍ଣ୍ଣ ସହାବସ୍ଥାନ…

ବିଷାକ୍ତ ବାୟୁ, ନୀରବ ଘାତକ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଜୀବନକୁ ସହଜ ସୁନ୍ଦର ଓ ବିଳାସମୟ କରିବା ପାଇଁ ମଣିଷ ବିଭିନ୍ନ ପ୍ରକାର କଳକାରଖାନା, ଆମୋଦ ପ୍ରମୋଦର ସାମଗ୍ରୀ, ଅତ୍ୟାଧୁନିକ ଗାଡ଼ି ମଟର, ଚକାଚକ୍ ରାସ୍ତାଘାଟ ଆଦି ତିଆରି କରିବାରେ ଲାଗୁଛି । କିନ୍ତୁ ଅନ୍ୟପକ୍ଷରେ ଏସବୁର ବହୁଳ ଓ…

ଚାଷୀ ଆତ୍ମହତ୍ୟା ଓ ସରକାରଙ୍କ ଅସ୍ୱୀକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ୨୦୧୦ରେ ଅମୀର୍ ଖାନ୍ ଅଭିନୀତ ପିପ୍‌ଲି ଲାଇଭ୍ ନାମକ ଏକ ହିନ୍ଦି ଚଳଚ୍ଚିତ୍ର ଆସିଥିଲା । ଯାହାର କାହାଣୀର ମୂଖ୍ୟ ଭାଗରେ ଥିଲା ଚାଷୀ ଆତ୍ମହତ୍ୟା ଓ ତାହାକୁ ସ୍ୱୀକାର ନକରିବାର ସରକାରଙ୍କ ନିର୍ଲ୍ଲଜ ପ୍ରୟାସ । ସେତେବେଳେ…

ଏତେ ଦେଶଦ୍ରୋହୀ ଆସିଲେ କୁଆଡ଼ୁ !

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ୨୦୧୪ ପରଠାରୁ ଆମ ଦେଶରେ ସବୁଠାରୁ ଦ୍ରୁତ ଗତିରେ ଯାହା ବଢ଼ିଛି, ତାହା ହେଉଛି ତଥାକଥିତ ଦେଶଦ୍ରୋହୀଙ୍କ ସଂଖ୍ୟା । ସର୍ବୋଚ୍ଚ ଧନୀକମାନଙ୍କ ସମ୍ପତ୍ତି , ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ଦରଦାମ୍ ଓ ପେଟ୍ରୋଲ୍‌,ଡ଼ିଜେଲ୍‌ର ମୂଲ୍ୟ ପରି…

ଆନ୍ତର୍ଜାତୀୟ ରିପୋର୍ଟ ଓ ଭାରତ ସରକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ସଦ୍ୟ ପ୍ରକାଶିତ ବିଶ୍ୱ କ୍ଷ଼ୁଧା ସୂଚକାଙ୍କ ଅର୍ଥାତ୍ ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ୧୨୧ଟି ଦେଶ ମଧ୍ୟର଼ୁ ଭାରତ ୧୦୭ତମ ସ୍ଥାନରେ ଅଛି । ଭାରତ ତଳକ଼ୁ ବିଶ୍ୱର ମାତ୍ର ୧୪ଟି ଦେଶ ଅଛନ୍ତି । ବାଂଲାଦେଶ, ନେପାଳ ପରି ଦେଶ ମଧ୍ୟ…

ବିକାଶର ଅସଲ ସ୍ୱରୁପ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ସାରା ଦେଶରେ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ବିକାଶର ଶିଡ଼ିରେ ଆମ ରାଜ୍ୟ ଓଡ଼ିଶା ଆଗକୁ ଆଗକୁ ଯାଉଛି ବୋଲି ବାରମ୍ବାର ଦାବୀ କରାଯାଉଛି ଓ ଭିନ୍ନ ଭିନ୍ନ ରିପୋର୍ଟରେ ମଧ୍ୟ ତାହା ପ୍ରତିଫଳିତ ହେଉଛି ।…

ଚାଷୀ ଆତ୍ମହତ୍ୟାର ମୂଳ କାରଣ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଆମ ଓଡ଼ିଶାରେ ବାତ୍ୟା ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଖୁବ୍ ସାଧାରଣ । ସେହି ବାତ୍ୟାକୁ ନେଇ ଗୋଟିଏ ଘଟଣା । ଥରେ ବାତ୍ୟାରେ ଗୋଟିଏ ଗଛ ଉପୁଡ଼ି ପଡ଼ି ନିକଟରେ ଥିବା ଏକ ଗୁହାଳ ଉପରେ ପଡ଼ିଲା । ଫଳରେ ଗୁହାଳର କାନ୍ଥ ଭାଙ୍ଗିଗଲା ।…