Latest Odisha News

BREAKING NEWS

ସାମାଜିକ ଗଣମାଧ୍ୟମ ଓ କୃତ୍ରିମତା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ଏଇ ଏବେ ଏବେ ଗଲା ଗୁରୁ ଦିବସ । ସେଦିନ ଫେସ୍‌ବୁକ୍‌ରେ ଗୁରୁଙ୍କ ସହିତ ଶିଷ୍ୟମାନଙ୍କର ଭିନ୍ନ ଭିନ୍ନ ପୋଜ୍‌ର ଫଟୋ ସମସ୍ତଙ୍କ ଆଖିରେ ପଡ଼ିଥିବ ନିଶ୍ଚୟ । ଫେସ୍‌ବୁକ୍ ଉଛୁଳୁଥିଲା ଶିଷ୍ୟମାନଙ୍କ ଭକ୍ତିଭରା ଗୁୁରୁବନ୍ଦନାର ଫଟୋରେ ।…

ପୋଥି ବାହାରେ ଜ୍ଞାନ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ଚଳିତ ବର୍ଷ ଆମ୍ବର ପାଳକ ବହୁତ ଭଲ ଥିଲା । ଗଛ ଗୁଡ଼ିକ ଭରି ହୋଇଥିଲା ଆମ୍ବରେ । ଆମେ ପ୍ରଚୁର ଆମ୍ବ ଖାଇଲେ । ଏବେ ଆମେ ସ୍ୱଳ୍ପ ବୃଷ୍ଟିକୁ ଭୋଗୁଛେ । ଚାଷବାସ ପାଇଁ ପାଣି ହେଉନାହିଁ । ଧାନ ରୁଆରୁଇ ବେଳକୁ ଜମିରେ ପାଣି…

ମୁଦ୍ରୀକରଣର ମାଡ଼

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ବୁଢ଼ା ଲୋକ ଜଣକ ଜୀବନ ସାରା କଠିନ ପରିଶ୍ରମ କରି ନିଜ ପରିବାର ପାଇଁ କିଛି ସମ୍ପତ୍ତି ଅର୍ଜ୍ଜନ କରିଥିଲେ । ସେହି ସମ୍ପତ୍ତି ମଧ୍ୟରେ ଜମି, ଗାଡ଼ି, ଘର, ଡଙ୍ଗା, ଟେଲିଫୋନ୍‌, ହୋଟେଲ୍ ବ୍ୟବସାୟ ଓ ଆହୁରି ଅନେକ ଜିନିଷ ଥିଲା । ସେହି…

ଟାର୍ଗେଟ୍ ଯେବେ ଚାଷୀଙ୍କ ମୁଣ୍ଡ ହୁଏ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଇତିହାସ ସାକ୍ଷୀ ଅଛି, ଚାଷୀ ଓ ଆଦିବାସୀମାନେ ହିଁ ସର୍ବାଧିକ ସରକାରୀ ଅବହେଳା ଓ ସରକାରୀ ଦମନଲୀଳାର ଶିକାର ହୋଇ ଆସୁଛନ୍ତି । ଆଜି ସେହିକଥା ପୁଣିଥରେ ପୁନରାବୃତି ହୋଇଛି । କିନ୍ତୁ ଫରକ୍ କେବଳ ଏତିକି ଯେ, ଏଥର ସରକାର କେବଳ ଚାଷୀଙ୍କ…

ନୂଆ ଅଲିମ୍ପିକ୍‌ : ନାମ ପାଇବା ପାଇଁ ପ୍ରତିଯୋଗିତା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଟୋକିଓ ଅଲିମ୍ପିକ୍ ସହିତ ତାଳ ଦେଇ ଆମ ଦେଶରେ ଗଣମାଧ୍ୟମ ଦ୍ୱାରା ଆଉ ଏକ ଅଲିମ୍ପିକ୍‌ ଚାଲୁଥିଲା । ସେହି ଅଲିମ୍ପିକ୍ ହେଉଛି ଖେଳାଳୀଙ୍କ ସଫଳତାକୁ ରାଜନୈତିକ ନେତାମାନେ ନିଜ ନାମରେ କରିବାର ପ୍ରତିଯୋଗିତା । ଯେତେବେଳେ ମୀରାବାଈ ଚାନୁ…

ଟୀକାକରଣ ପ୍ରମାଣପତ୍ରରେ ଫଟୋ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନାର ଦ୍ୱିତୀୟ ତରଙ୍ଗ ଆମ ଦେଶକୁ ଦୋହଲେଇ ଦେଇଥିବା ବେଳେ ତୃତୀୟ ତରଙ୍ଗର ବିପଦ ଏବେ ମୁଣ୍ଡ ଉପରେ । କରୋନାର ହାହାକାରରୁ ରକ୍ଷା ପାଇବା ପାଇଁ ଜନସଂଖ୍ୟାର ସଂପୂର୍ଣ୍ଣ ଟୀକାକରଣ ହିଁ ଏକମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ ମତ…

ଅନ୍ନଦାତାଙ୍କ ଆନ୍ଦୋଳନ, ଆମେ ଓ ସରକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଖରା, ବର୍ଷା, ଶୀତକୁ ଖାତିର୍ ନକରି ହାଡ଼ଭଙ୍ଗା ପରିଶ୍ରମ କରି ସାରା ଦେଶକୁ ଖାଦ୍ୟ ଯୋଗାଉଥିବା ଅନ୍ନଦାତା ତଥା ଚାଷୀ ମାନେ ଆଜି ଡିସେମ୍ବରର ଥୁରୁଥୁରୁ ଥଣ୍ଡାରେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ବିଶେଷ କରି ପଞ୍ଜାବ, ହରିୟାଣା,…

ମୋବାଇଲ୍‌ର ଦାସ ନହେଉ ମଣିଷ

ଜୀବନରେ ଆମେ କେହି କେବେ ବି ହାରିବାକୁ ଚାହୁଁନା । ଯେ କୌଣସି ବି ପ୍ରତିଯୋଗିତା ହେଉ ଆମେ ମନ ପ୍ରାଣ ଲଗେଇ ଜିତିବାକୁ ହିଁ ଚାହିଁ ଥାଉ । କିନ୍ତୁ ସଂପ୍ରତି ଆଧୁନିକ ଜୀବନଶୈଳୀକୁ ଲକ୍ଷ କଲେ ଦେଖିବା ଯେ, ଆମେ ସମସ୍ତେ ଗୋଟିଏ ଜିନିଷ ପାଖରୁ ଗୁରୁତର ଭାବେ ହାରିବାକୁ ଲାଗୁଛେ । ସେ ଜିନିଷଟି…

ଅନ୍ନଦାତାଙ୍କ ପ୍ରତି ଅନ୍ୟାୟ ଆଉ କେତେ ଦିନ??

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ସମଗ୍ର ଜନସଂଖ୍ୟାର ଏକ ବୃହତମ ଭାଗ ବା ୭୦ ପ୍ରତିଶତ ଜନତା କୃଷି କ୍ଷେତ୍ରରେ ନିୟୋଜିତ ଅର୍ଥାତ୍ କୃଷକ କିମ୍ବା କୃଷି ଶ୍ରମିକ । ବଡ଼ ଅଫିିସର, ନେତା, ମନ୍ତ୍ରୀଙ୍କ ଠୁ ଆରମ୍ଭ କରି ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବଂଚିରହିବା…

ନିଜ ଭିତରକୁ ଆଖି ଖୋଲୁ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଗୋଟେ ଡଙ୍ଗାର ଚାରିପଟେ ଥିବା ପାଣି ପାଇଁ ଡଙ୍ଗାଟି ବୁଡ଼ିଯାଏ ନାହିଁ, ଡଙ୍ଗା ଭିତରେ ଥିବା ପାଣି ପାଇଁ ହିଁ ଡଙ୍ଗାଟି ବୁଡ଼ିଯାଏ । ସେହିପରି ଆମ ଚାରିପଟେ ହେଉଥିବା ଘଟଣା ସବୁ ପାଇଁ ଆମେ ଯେତିକି ଅସୁବିଧାରେ ପଡ଼ୁନାହିଁ, ଆମ ଭିତରେ…