Latest Odisha News

BREAKING NEWS

ବିଶ୍ୱ ଶୁଣିଲା ଓଡ଼ିଶା ମାଣ୍ଡିଆର ସଫଳ କାହାଣୀ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଯେଉଁ ଫସଲ ଦିନେ ଗରିବଙ୍କ ଖାଦ୍ୟ ବୋଲି ଲୋକଙ୍କ ଠାରୁ ଅନାଦର ପାଉଥିଲା , ଆଜି ଆପଣ ନିଜେ ଦେଖୁଥିବେ ମାଣ୍ଡିଆ ପାଇଁ କିପରି ଆଦର ବଢ଼ିଛି । ଏକଥା କେବଳ ମୁଁ କହୁନି ବରଂ ସାରା ଓଡ଼ିଶା ରେ ଏବେ ମାଣ୍ଡିଆର ବାସ ଭରିଉଠିଛି ।…

ପୁଷ୍ଟିକର ଭବିଷ୍ୟତ ଗଠନରେ ମାଣ୍ଡିଆ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଆଉ କିଛି ଦିନ ପରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଭାବରେ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ଏପରିକି ସାରା ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡିଶା ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବରେ ପାଳନ…

ଜଳବାୟୁ ପରିବର୍ତ୍ତନ, ଦରଦାମ ବୃଦ୍ଧି ଓ କୃଷି

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଦିନ ଥିଲା ପ୍ରକୃତିର ସରସ ସୁନ୍ଦର ନିନାଦିତ ସ୍ୱର ମଣିଷର ହୃଦୟକ୍ରନ୍ଦରରେ ବଜାଉଥିଲା ନିର୍ମଳତାର ବୀଣାତନ୍ତ୍ର । ଆମ ପରିବେଶ , ଆମ ଜୀବନ ଥିଲା ସମସ୍ତଙ୍କର ଧ୍ୟେୟ ବାକ୍ୟ । ପରନ୍ତୁ ଏକବିଂଶ ଶତାବ୍ଦୀର ଶିଳ୍ପ ଭିତ୍ତିକ…

କୃଷି, କୃଷକ ଓ କୌଶଳ ଉଦ୍ୟୋଗର ରୂପରେଖ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଉଦ୍ୟୋଗ , ଉଦ୍ୟୋଗୀ ଆଉ ଉଦ୍ୟୋଗୀକରଣ – ଏ ତିନୋଟି ଶବ୍ଦ ଏବେ ବେଶ ଚର୍ଚ୍ଚାରେ ଅଛି । କାରଣ ଏଇ ତିନୋଟି ଶବ୍ଦ ଶୁଣିବାକୁ ସହଜ ଲାଗୁଥାଇପାରେ କିନ୍ତୁ ଏହା ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇବା ସହ ନୂଆ କିଛି କରିବାର ଅଦମ୍ୟ…

ପିଲା ବିଦ୍ୟାଳୟରୁ ଚାଷର କଥା ଶିଖୁ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଶିକ୍ଷା - ଆମ ଜୀବନ ସୁଧାରିବାରେ ମଙ୍ଗ ଧରେ, ମାର୍ଗଦର୍ଶକ ସାଜେ । ଆମେ ଛୋଟରୁ ବଡ଼ ହେବା ଭିତରେ ଅନେକ ଶିକ୍ଷା ଗ୍ରହଣ କରୁ । ପ୍ରଥମରୁ ପରିବାରରୁ ଶିକ୍ଷା ପାଇବା ପରେ ବିଦ୍ୟାଳୟ , ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟରେ…

ଓଡ଼ିଶାରେ ଜୈବିକ ହାଟର ଆବଶ୍ୟକତା ?

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  କୃଷି ଓ କୃଷକ ଆମ ଦେଶର ମେରୁଦଣ୍ଡ- ଏ ବାକ୍ୟଟି ସବୁବବେଳେ ସବୁସମୟରେ ସମସ୍ତଙ୍କ ଦ୍ୱାରା ବିଭିନ୍ନ ସଭା ସମିତିରେ ବ୍ୟବହାର କରାଯାଏ ସତ କିନ୍ତୁ ଏ ଉକ୍ତିର ଯଥାର୍ଥତା ବର୍ତ୍ତମାନ ସମୟରେ ଉପଲବ୍ଧି କରିବାର ଆବଶ୍ୟକତା ରହିଛି ।…

ମାଟି, କୃଷି ଓ ଚାଷୀ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ସାମ୍ପ୍ରତିକ ସମୟର ବାସ୍ତବ ଚିତ୍ରକୁ ଯଦି ଲକ୍ଷ୍ୟ କରାଯାଏ ଚାଷୀର ମନ କଥା ବୁଝିବାକୁ ଆଜି ଯାଏଁ ବି କେହି ସମର୍ଥ ନୁହନ୍ତି । ଏକ ନିରୀହ ଚାହାଁଣୀରେ ରେ ସେ ଅସୁମାରୀ ଲୋକଙ୍କ ମନରେ ଫୁଟାଇ ପାରେ ଅଫୁରନ୍ତ ହସ । ସେଇଥି ପାଇଁ…

ଶୁଷ୍କ ମାଟିର ସୁନା : ମାଣ୍ଡିଆ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଆମ ରାଜ୍ୟ ଓଡ଼ିଶାର ମାଟି ଚାଷୀର ମାଟି । କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ତିନି ତିନି ଥର କୃଷି କର୍ମଣ ପୁରସ୍କାରରେ ପୁରସ୍କୃତ । ଆମ ସଭ୍ୟତା ଓ ସଂସ୍କୃତି କୃଷି ଉପରେ ଆଧାରିତ । ଭାରତୀୟ ସଭ୍ୟତାର ଏନ୍ତୁଡ଼ିଶାଳ କୃଷି । କୃଷି…

ପ୍ରାକୃତିକ ଚାଷ : ସାମ୍ପ୍ରତିକ ସମୟର ଆହ୍ୱାନ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଚାଷୀ ଓ ଚାଷର ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି । ଭାରତୀୟ ସଭ୍ୟତାର କେନ୍ଦ୍ରବିନ୍ଦୁ ଚାଷ । ଚାଷ – ଏକ ବ୍ୟବସାୟ ନୁହେଁ ବରଂ ଏକ ସ୍ୱର୍ଗୀୟ ଅନୁଭବ । ପାରମ୍ପରିକ କୃଷିକୁ ଛାଡ଼ି ଏବର ସମାଜରେ ଆଧୁନିକତାର ସ୍ପର୍ଶ ଗାଁ…