Latest Odisha News

BREAKING NEWS

ସ୍ମୃତି ଓ ରକ୍ତ ରଞ୍ଜିତ ଅଧ୍ୟାୟ: ପାପଡ଼ାହାଣ୍ଡି

ଜାଲିଆନାୱାଲାବାଗ ଗଣହତ୍ୟା ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ସବୁଠାରୁ ରକ୍ତ ରଞ୍ଜିତ ଅଧ୍ୟାୟ । ନିରୀହ ମଣିଷ ମାନଙ୍କ ଉପରକୁ ଗୁଳି ଚଳାଇ, ସେମାନଙ୍କୁ ହତ୍ୟା କରି ବ୍ରିଟିଶ ସରକାର ନିଜ ଶାସନ କାଳର ସବୁଠାରୁ ବଡ଼ ପାପ କରିଥିଲା । ସେହିଦିନରୁ ହିଁ ଭାରତୀୟ ଜାତୀୟତା ସଂଗ୍ରାମ ନୂଆ ମୋଡ଼…

ଅମୃତର ସନ୍ତାନ

ଗୋପୀନାଥ ମହାନ୍ତିଙ୍କ ଜନ୍ମ ଜୟନ୍ତୀ ଅବସରରେ... ଜୀବନର ସୁଆଦ ଅଛି । ମରଣ ନାହିଁ, ଦୁଃଖ ନାହିଁ । କେଡ଼େ ଚମତ୍କାର ଓ ଆବେଗପୂର୍ଣ୍ଣ ଶବ୍ଦରେ ଜୀବନକୁ ଦୁଇ ଧାଡ଼ିରେ ଲେଖି ଦେଇଥିଲେ ଗୋପୀନାଥ ମହାନ୍ତି । ପୁୟୁ, ପୁବୁଲି, ସରବୁ ସାଓଁତାର ଜୀବନକୁ ‘ଅମୃତର ସନ୍ତାନ’ରେ ପାହାଡ଼ର ଧାଡ଼ି ପରେ…

ହାପି ବାର୍ଥ ଡେ’- ଦୂରଦର୍ଶନ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ : ପଲିଟିକସ ଫଲିଟିକସ… ଦୂରଦର୍ଶନର କାହାଣୀ ସତେ ଯେମିତି ପୁରୁଣା କ୍ଲିପ୍ ଲଗା ଆଲ୍‌ବମ୍‌ର କଳାଧଳା ଅଭୁଲା ଜହ୍ନରାତିର ସ୍ମୃତି ପରି । ଦୂରଦର୍ଶନରେ ‘ରାମାୟଣ’ ଧାରାବାହିକ ପ୍ରସାରଣ ସମୟରେ ରାସ୍ତାଘାଟରେ ଯେଉଁ କେତୁଟା ଗାଡ଼ି ମଟର ଚାଲୁଥିଲା,…

ସାମାଜିକ ଗଣମାଧ୍ୟମର ଚାପ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ : ପଲିଟିକସ ଫଲିଟିକସ… ସାମାଜିକ ଗଣମାଧ୍ୟମକୁ ନେଇ ଉକ୍ତିଟିଏ ପ୍ରକାଶିତ ହୋଇଥିଲା, କେଉଁ ଏକ ପତ୍ରିକାରେ । ତାହା ହେଉଛି- ‘ଆପଣ ଥାଆନ୍ତୁ ବା ନ ଥାଆନ୍ତୁ, କଥାବର୍ତ୍ତା କିନ୍ତୁ ଚାଲିଛି । ଆପଣଙ୍କୁ ନେଇ ବି ଚାଲିଛି ।’ କ୍ରମଶଃ ଆମେ…

ବିରଞ୍ଚି ଫସିଲେ, ଅନେକ ଖସିଲେ !

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ : ପଲିଟିକସ ଫଲିଟିକସ… ରାଜ୍ୟ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନର କିରାଣୀ ବିରଞ୍ଚି ବାବୁଙ୍କୁ ଭିଜିଲାନ୍ସ ବିଭାଗ ଧରିବା ପରେ ରାଜ୍ୟ ଉଠିଲା, ପଡ଼ିଲା । ବିରଞ୍ଚିଙ୍କ ଘରୁ ପୁଣି ପ୍ରାର୍ଥୀମାନଙ୍କ ଆଡ଼ମିଟ୍‍ କାର୍ଡ଼ ମିଳିବା ଏହି ଘଟଣାକୁ ଆଉରି ଭୟଙ୍କର…

ଅଗଷ୍ଟ ୪- ଓଡ଼ିଆ ସାମ୍ବାଦିକତା ଦିବସ ଉପଲକ୍ଷେ ଓଡ଼ିଆ ଗଣମାଧ୍ୟମ : ଯାତ୍ରାର କିଛି ରାସ୍ତା

ଆଜିର ଦିନରେ ଓଡ଼ିଆ ଖବରକାଗଜ ସଂସାର ତା’ର ୧୫୬ ବର୍ଷ ପୂର୍ତ୍ତି ପାଳନ କରୁଛି । କୌଣସି ଭାଷା ସାମ୍ବାଦିକତା ଇତିହାସରେ ୧୫୫ ବର୍ଷର ଯାତ୍ରା କିଛି କମ୍ ଗୌରବର କଥା ନୁହେଁ । ଉଠାଣି, ଚଢାଣି, ବିପଦ, କୋଟିଏ ସମସ୍ୟା ଭିତର ଦେଇ ଓଡ଼ିଆ ସାମ୍ବାଦିକତା ଏଇ ରାସ୍ତା ପାର୍ କରି ଆସିଛି । ଅଗଷ୍ଟ ୪,…

ମାଷ୍ଟର କ୍ୟାଣ୍ଟିନ୍‍ ଘୋଡ଼ା

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଗୋଟିଏ ଜାତିର, ଗୋଟିଏ ସଂସ୍କୃତିର, ଗୋଟିଏ ସହରର କିଛି ନା କିଛି ପରିଚୟ ଥାଏ । ତାହା ଛୋଟିଆ ଚିତ୍ରଟେ କି ପଥର ଖଣ୍ଡେ ହେଉ ପଛେ । ସେମିତି ଭୁବନେଶ୍ୱରକୁ ଯେଉଁମାନେ ଆସନ୍ତି, ମାଷ୍ଟର କ୍ୟାଣ୍ଟିନ୍‍ ଘୋଡ଼ା ତାଙ୍କ ଆଖି…

ପୁନଶ୍ଚ ରସଗୋଲା

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଓଡ଼ିଆ ତ ପଶୁ । ପଶୁର ଦୁଃଖ କଣ? - ହା’ ଅନ୍ନ, କାହ୍ନୁଚରଣ -ଯେତେବେଳେ ଦୁର୍ଭିକ୍ଷ ପଡ଼ିଛି, ଏ ଜାତି ଭୋକ ଉପାସରେ ଖାଇବା ପାଇଁ ମଶାଣିରୁ ଶବର ମାଉଁସ ଖାଇଛି, ଜମିଦାର ପୁଅର ବାନ୍ତିରୁ ଭାତ ଖୁଣ୍ଟି ଖାଇଛି-…

ନକଲି ଔଷଧର ଅସଲି ଚେର

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଆଗରୁ ସବୁ ନକଲି ହୋଇ ସାରିଥିଲା । ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା । ଯାହା ଆମେ ନିତିଦିନିଆ ଜୀବନରେ ଦେଖୁ, ବ୍ୟବହାର କରୁ । ସେସବୁର ନକଲି ସାମଗ୍ରୀ ପ୍ରସ୍ତୁତ ହୋଇ ବର୍ଷ ବର୍ଷ ଧରି ବିକ୍ରି ହୋଇ ଆସୁଛି । ଗରିବ,…

ଦତ୍ତାତ୍ରେୟ, ସାମ୍ବାଦିକ ଓ ପୁଲିସର ଆକ୍ରମଣ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ସକାଳୁ ସକାଳୁ ଆଜି ଏକ ଅଭାବନୀୟ ଓ ଛାତିକୁ ବାଧିଲା ପରି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଥମେ ଆସିଲା । ପରେ ତାହା ମୁଖ୍ୟସ୍ରୋତ ଗଣମାଧ୍ୟମରେ ବି ଆସିଗଲା । ପୁରୀରେ ରାଜ୍ୟର ଏକ ପ୍ରମୁଖ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା…