Latest Odisha News

BREAKING NEWS

ଭୁଶୁଡିଲା ନିର୍ମାଣଧୀନ ପାଚେରି, ଶିଶୁ ସମେତ ୯ ମୃତ

ହାଇଦ୍ରାବାଦ: ପାଚେରି ଭୁଶୁଡି ୯ ଜଣଙ୍କ ମୃତ୍ୟୁ । ତେଲେଙ୍ଗାନା ହାଇଦ୍ରାବାଦ ବାନ୍ଦଲାଗୁଡା ଅଂଚଳରେ ଘଟିଛି ଏଭଳି ଅଘଟଣ । ପ୍ରବଳ ବର୍ଷା ଯୋଗୁଁ ଏକ ନିର୍ମାଣଧୀନ ପାଚେରି ଭୁଶୁଡି ପଡିବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ୯ ମୃତକଙ୍କ ମଧ୍ୟରେ ଜଣେ ଦୁଇ ମାସର ଶିଶୁ ମଧ୍ୟ ରହିଛି । ଏଥିସହ ଏହି…

ବିଧାନସଭାରେ ୟୁପି ତାତି, କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ୟୁପି ହାଥରସ ଘଟଣାକୁ ନେଇ ଆଜି ବିଧାନସଭାରେ ତୁମ୍ବି ତୋଫାନ ହୋଇଛି । ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ହଙ୍ଗାମା କରିଛନ୍ତି । ଯୋଗି-ମୋଦୀ ହାଏ ହାଏ ବୋଲି ନାରାବାଜି ଦେଇଛନ୍ତି । ଯୋଗି ଆଦିତ୍ୟ ନାଥଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ…

ଯେବେ ଗାନ୍ଧିଜୀ ଓ ଚାର୍ଲି ଚାପଲିନ୍‌ଙ୍କ ହୋଇଥିଲା ଭେଟଘାଟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧି । ନିଜ ଅହିଂସା ବଳରେ ଭାରତକୁ ଦେଇଥିଲେ ସ୍ୱାଧୀନତା । ତେବେ ଗାନ୍ଧିଜୀଙ୍କ ଏଭଳି ଅନେକ କିଛି ମୁହୁର୍ତ୍ତ ରହିଛି ଯାହାକୁ ବହୁତ କମ୍ ଲୋକ ଜାଣନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ଗାନ୍ଧିଜୀ ଓ ପ୍ରସିଦ୍ଧ ହଲିଉଡ୍ କମେଡିଆନ୍ ଚାର୍ଲି ଚାପଲିନ୍‌ଙ୍କ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସକୁ ସିବିଆଇ ସମନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରୁ ହଟୁନି ସସ୍‌ପେନ୍ସ । ଦିନ ଯେତେ ଗଡୁଛି ରହସ୍ୟ ସେତେ ବଢ଼ୁଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇ ହାତକୁ ଗଲା ପରେ ପ୍ରତିଦିନ ନୂଆ ନୂଆ ଖିଅ ସାମ୍ନାକୁ ଆସଛି । ଆଜି ଏହି ମାମଲାରେ ମୁମ୍ବାଇ ପୋଲିସ ଯାଞ୍ଚ ଅଧିକାରୀ ଭୂଷଣ…

ଭୁୁବନେଶ୍ୱର ଓ କଟକରେ କାଲି ସକାଳ ଯାଏଁ ଛେଚିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷିବ । ଆଜି ଓ ଆସନ୍ତାକାଲି ଦୁଇ ଦିନ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି । କଟକ ଓ ଭୁବନେଶ୍ୱର ପାଇଁ ୟେଲୋ ୱାର୍ଣ୍ଣିଂ…

ଭୁବନେଶ୍ୱରରେ ଆଉ ୧୪୯ ପଜିଟିଭ ଚିହ୍ନଟ, ୧୪୫ ସୁସ୍ଥ

ଭୁବନେଶ୍ୱର: ବିପଦରେ ଭୁବନେଶ୍ୱର । ଦିନକୁ ଦିନ ଏଠି ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୧୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୧ ଜଣ ଅଛନ୍ତି । ଏହା ସହ ରାଜଧାନୀରେ ୧୪୫…

କାର୍ଟୁନ କହୁଛି ରଥଯାତ୍ରା କାହାଣୀ, ଫଟୋ ଭାଇରାଲ

ଭୁବନେଶ୍ୱର: କଥା କହୁଛି ଶ୍ରୀଜିଉଙ୍କ କାର୍ଟୁନ ଫଟୋ । ଫଟୋରେ ରହିଛି ୯ଦିନର ନବଦିନାତ୍ମକ ଯାତ୍ରା କାହାଣୀ । ନଅ ଦିନର ଯାତ୍ରା ରଥଯାତ୍ରା । ପୁଣି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡା । ଏହାରି ଭିତରେ ମା’ଲକ୍ଷ୍ମୀଙ୍କ ଅଭିମାନ ଆଉ ନନ୍ଦିଘୋଷ ରଥ ଭଙ୍ଗା । ବାହୁଡା ବାଟରେ ପୁଣି ଲକ୍ଷ୍ମୀ…

ରଥଯାତ୍ରା ନେଇ ସରକାର ନିଷ୍ପତ୍ତି ନେବେ: ହାଇକୋର୍ଟ

କଟକ: ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ସରକାର । ଆଜି ହାଇକୋର୍ଟରେ ରଥଯାତ୍ରା ପ୍ରସଙ୍ଗ ଉପରେ ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ରାଜ୍ୟ ସରକାରଙ୍କୁ ପରିସ୍ଥିତି କୁ ଦୃଷ୍ଟିରେ ରଖି ଏବଂ କେନ୍ଦ୍ର ସରକାରଙ୍କ କୋଭିଡ ନିୟମ ମାନି ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ…

ଚିରନିଦ୍ରାରେ ମାଆ, ଉଠାଇବାକୁ ଚେଷ୍ଟା କରୁଛି ପୁଅ

ପାଟନା: ରେଳ ଷ୍ଟେସନର ପ୍ଲାଟଫର୍ମରେ ନିଶବ୍ଦ ହୋଇ ପଡିଛି ମାଆ । ଦେଢ ବର୍ଷର ପୁଅର ପାଟି ଖୋଲୁନି, ତଥାପି ମାଆକୁ ଉଠାଇବାକୁ ଚେଷ୍ଟା କରିଚାଲିଛି । ବୋଧହୁଏ ମାଆକୁ ବୁଝାଇବାକୁ ଚେଷ୍ଟା କରୁଛି । ସମୟ ହୋଇଯାଇଛି, ଟ୍ରେନ୍ ଆସିଗଲାଣି ଆମକୁ ଫେରିବାକୁ ହେବ । ମାଆ ଘୋଡାଇଥିବା ଚାଦରକୁ ବାରମ୍ବାର…

ହ୍ରିତିକଙ୍କୁ ମିଳିଲା ଫ୍ୟାନଙ୍କ ନିଆରା ଗିଫ୍ଟ, ସେୟାର କଲେ ଭିଡିଓ

ମୁମ୍ବାଇ: ଲକଡାଉନ୍ ମଧ୍ୟରେ ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନଙ୍କୁ ମିଳିଛି ନିଆରା ଗିଫ୍ଟ । ତାଙ୍କୁ ତାଙ୍କର ଜଣେ ଫ୍ୟାନ୍ସ ଭିଡିଓ ମାଧ୍ୟମରେ ଏକ ଗିଫ୍ଟ ଦେଇଛନ୍ତି, ଯାହାକୁ ଦେଖି ହ୍ରିତିକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ନିଜ ଇଷ୍ଟାଗ୍ରାମ ହ୍ୟାଣ୍ଡଲେ ଏକ ଭିଡିଓ ସେୟାର କରିଛନ୍ତି,…