Latest Odisha News

BREAKING NEWS

ସେମାନେ ଥିଲେ ସ୍ୱାଧୀନତା ସଂଗ୍ରାମୀ

ମୌସୁମୀ ଦାସଙ୍କ ସ୍ମୃତିଲିପି ସନ ଉଣେଇଶ ଶହ ସତଚାଳିଶ, ଅଗଷ୍ଟ ଚଉଦ ତାରିଖର ଶେଷ ମୁହୂର୍ତ୍ତ ସରିଲା ଠିକ୍ ରାତି ଏଗାରଟା ଅଣଷଠି ମିନିଟରେ। ଏବଂ, ବହୁ ଆକାଂକ୍ଷିତ ପନ୍ଦର ତାରିଖର ଶୁଭ କ୍ଷଣ ଆରମ୍ଭ ହେଲା ଠିକ୍ ମଧ୍ୟରାତ୍ରୀ ବେଳେ, ଯେତେବେଳେ ଗୀର୍ଜା ଘଣ୍ଟାରେ ବାଜିଲା ଢଂ ଢଂ ହେଇ ବାର।…

ଅନୁଭୂତିରେ ଶ୍ରୀଜଗନ୍ନାଥ : ମୌସୁମୀ ଦାସ୍

ଅନନ୍ୟ ଅନୁଭୂତିରେ ଆହେ ଶ୍ରୀଜଗନ୍ନାଥ ଜଗନ୍ନାଥ!! ତାଙ୍କୁ କିଏ କେତେ ଭାବରେ ଡାକେ । କିଏ କେତେ ପ୍ରକାରେ ସମ୍ବୋଧନ କରେ । ‘ପ୍ରଭୁ ଜଗନ୍ନାଥ’... ମୋର କିନ୍ତୁ ଏଇ ନାମରେ ସମସ୍ତ ଆସ୍ଥା, ସମସ୍ତ ବିଶ୍ୱାସ । ସେଇ ବିଶ୍ୱାସର ଡୋରିରେ ମନ ବଳାଏ, କେବେ ସତରେ ମହାପ୍ରଭୁଙ୍କୁ ଏଇ ଚର୍ମନୟନରେ…

ସ୍ମୃତିରେ ରଜପର୍ବ : ମୌସୁମୀ ଦାସ

ମୌସୁମୀ ଦାସ " ରଜ ଆସିଛିରେ, ରଜ ଆସିଛି, ମନ ମଉଜେ ଆମ ଦୋଳି ଝୁଲୁଛି" "ବରଷକେ ଥରେ ଆସିଛି ରଜ ଲୋ ବେଗେ ହୁଅ ସଜବାଜ" ରଜ ଆସିବ ଆସିବ ହେଉଥିବ, ପନ୍ଦର ଦିନ ପୂର୍ବରୁ ରେଡ଼ିଓର ଶିଶୁସଂସାର କାର୍ଯ୍ୟକ୍ରମରୁ ଏଇ ଗୀତଟି ଶିଖା ହେଇଯିବ ଆଉ ପ୍ରତିଦିନ ଅଭ୍ୟାସ କରା ହେଉଥିବ, ଦ୍ବିପହରେ ।…

ଜନ୍ମଦିନ

ଜନ୍ମଦିନ ମୌସୁମୀ ଦାସ କ୍ରମଶଃ ସରିସରି ଯାଉଥିବା ଜୀବନ, ସେର ମାଣ ହିସାବର କୋହ, ଲୁହ, ଉପେକ୍ଷା ହାରଜିତର ଚଟା ଖେଳ ଦୁଃସମୟର କୁହୁଡ଼ି ଅସହାୟ ଅବସୋସ । ପୁଣି ସରିଗଲା ଆଉ ଏକ ବର୍ଷ ତିନିଶହ ପଞ୍ଚଷଠି ଦିନ ତିନିଶହ ପଞ୍ଚଷଠି ରାତି ଝରିଗଲା ଆୟୁଷର ଝରାବାଲି ମୁଠାବନ୍ଦ…