Latest Odisha News

BREAKING NEWS

ଘୋଷଯାତ୍ରା ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଲା ମନ୍ଦିର ପ୍ରଶାସନ

ପୁରୀ : କରୋନା କଟକଣା ଲାଗୁ ହୋଇଥିବା ବେଳେ ଆଗକୁ ହେବାକୁ ଥିବା ରଥଯାତ୍ରା ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ଓ ଜିଲ୍ଲାପାଳ ବଲୱନ୍ତ ସିଂ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଛନ୍ତି । ପ୍ରାୟ ଅଧଘଣ୍ଟା ରୁଦ୍ଧ…

ଲକ୍‌ଡାଉନ ଡାଏରୀ: ପିଲାଙ୍କ ବହି ଉପରେ କାମ କରିବାକୁ ସୁଜିତ ମହାପାତ୍ର ଓ ତାଙ୍କ ସ୍ୱେଚ୍ଛାସେବୀଙ୍କୁ ସମୟ ମିଳିଛି

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଭୟରେ ସାରା ଦେଶରେ ଘୋଷଣା ହୋଇଥିବା ଲକ୍‌ଡାଉନ । ତେବେ ସବୁବେଳେ ବ୍ୟସ୍ତ ରହୁଥିବା ବକୁଳ ଫାଉଣ୍ଡେସନର ମୁଖ୍ୟ ସୁଜିତ ମହାପାତ୍ରଙ୍କୁ ଏହା ବହୁକଥା ଚିନ୍ତା କରିବାକୁ ସୁଯୋଗ ଦେଇଛି । ଏ ନେଇ ସୁଜିତ କହିଛନ୍ତି, ‘କୋଭିଡ ୧୯ ଆମକୁ ସତର୍କ କରିଦେଇଛି ।…

କୋଭିଡ୧୯ ପ୍ରସ୍ତୁତି ନୀରିକ୍ଷଣ ପାଇଁ ତିନି ଜିଲ୍ଲା ଗସ୍ତରେ ୫ଟି ସଚିବ

କୋରାପୁଟ: ଦିନିକିଆ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଗସ୍ତରେ ୫ଟି ସଚିବ ଭି. କେ. ପାଣ୍ଡିଆନ । ଆଜି ପ୍ରଥମେ ଜୟପୁରରେ ପହଞ୍ଚି ନୂଆ କରି ପ୍ରସ୍ତୁତ ହୋଇଥିବା କୋଭିଡ ହସ୍ପିଟାଲର ସ୍ଥିତି ପରଖିଥିଲେ । ଏହାପରେ ମାଲକାନଗିରି ଓ ନବରଙ୍ଗପୁରଠାରେ କୋଭିଡ୧୯ ହସ୍ପିଟାଲ ବୁଲି ଦେଖିବେ ।…

ଜଣେ କରୋନା ରୋଗୀର ଚିକିତ୍ସା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ, ଜାଣନ୍ତୁ …

ନୂଆଦିଲ୍ଲୀ : ଦେଶରେ ପ୍ରାୟ ୮୦ ପ୍ରତିଶତ କରୋନା ପଜିଟିଭ ରୋଗୀ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କେତେକ ଘରୋଇ ହସ୍ପିଟାଲରେ ମଧ୍ୟ ଚିକିତ୍ସା ବ୍ୟବସ୍ଥା ରହିଛି । ଯଦି କେହି ରୋଗୀ ନିଜେ ଏହି ଖର୍ଚ୍ଚ ତୁଲାଇ ପାରିବେ ତେବେ ସେ ସେଠାରେ ଚିକିତ୍ସିତ…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ହଜାର ଅତିକ୍ରମ କଲା, ମୃତ୍ୟୁ ସଂଖ୍ୟା ୬୮୧ରେ ଛୁଇଁଲା

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୧ ହଜାର ୩୯୩ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୬ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ,  ଦେଶରେ ମୋଟ ମୃତ୍ୟୁ ସଂଖ୍ୟା…

୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ ଡାଉନ ଅବଧି ଶେଷ ହେବା ପୂର୍ବରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଦେଶରେ ଦ୍ୱିତୀୟ…

ରାଜଧାନୀରୁ ହଟିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର : ରାଜଧାନୀର ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରରୁ କଣ୍ଟେନମେଣ୍ଟ ହଟାଯାଇଛି । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀ ସୁସ୍ଥ ହେବା ପରେ ଏହି ସବୁ ଅଂଚଳରୁ କଣ୍ଟେନମେଣ୍ଟକୁ ହଟାଯାଇଛି । ମାତ୍ର ଆଗାମୀ ସାତ ଦିନ ଯାଏଁ ଏହି ସବୁ ଅଂଚଳ ଉପରେ ନଜର ରହିବ ବୋଲି…

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପିତାଙ୍କ ବିୟୋଗ

ମୁମ୍ବାଇ: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବାପା ବସନ୍ତକୁମାର ଚକ୍ରବର୍ତ୍ତୀଙ୍କ ପରଲୋକ ହୋଇଛି । ମୁମ୍ବାଇରେ ୯୫ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ମିଥୁନ ଚକ୍ରବର୍ତ୍ତୀ ବେଙ୍ଗାଳୁରୁରେ ଏକ ଫିଲ୍ମର ସୁଟିଂ ପାଇ ଯାଇଥିବା ବେଳେ ଲକ୍ ଡାଉନ ଯୋଗୁଁ ସେଠାରେ ଫଶି…

୧୦୪କୁ ଫେକ୍ କଲ ଘଟଣାରେ ୩୮ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର : ୧୦୪କୁ ଫେକ୍ କଲ ପାଇଁ ଭୁବନେଶ୍ୱରର ସହିଦ ନଗର ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ମୋଟ ୩୮ ଜଣଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି । କେବଳ ଗୋଟିଏ ନମ୍ବରରୁ ସର୍ବାଧିକ ୨୭୯ ଥର କଲ ଆସିଥିବା ଜଣାପଡିଛି । ରାଜ୍ୟରେ କରୋନା ସଂକ୍ରମଣ ମୁକାବିଲା ନେଇ ସରକାରଙ୍କ…

ଭଦ୍ରକର ତିନି ନୂଆ କରୋନା ପଜିଟିଭ ରୋଗୀଙ୍କ ରହିଛି ପଶ୍ଚିମବଙ୍ଗ ଲିଙ୍କ୍‌

ଭୁବନେଶ୍ୱର: ଭଦ୍ରକରୁ ଚିହ୍ନଟ ହୋଇଛନ୍ତି ତିନି ନୂଆ କରୋନା ପଜିଟିଭ ରୋଗୀଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ଙ୍କ ସାଙ୍ଗରେ ଏହି ତିନି ଜଣ ଗୋଟିଏ ଗାଡିରେ…