Latest Odisha News

BREAKING NEWS

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଆଜି ତିନି ସହଯୋଗୀଙ୍କ ହେଲା ଲାଇ ଡେଟେକସନ ଟେଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ତାଙ୍କ ତିନି ସହଯୋଗୀ ପପୁ, ବିକାଶ ଓ ଦୀପକଙ୍କର ଲାଇ ଡିଟେକସନ ଟେଷ୍ଟ ହୋଇଛି । ସେମାନଙ୍କୁ ୪୦ ରୁ ଗୁଡାଇ ତୁଡାଇରୁ ୪୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା ଜଣାପଡିଛି । ଭୁବନେଶ୍ୱର ଫୋରେନ୍ସିକ ଲ୍ୟାବୋରୋଟୋରୀରେ କରାଯାଇଥିବା ଏହି…

କେବଳ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ନୁହେଁ ମହେଶ ଭଟ୍ଟ ସବୁବେଳେ ଥାନ୍ତି ଚର୍ଚ୍ଚାରେ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବେ ସବୁ ଦିନ ଖବରରେ । କିନ୍ତୁ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ବହୁ ବାର ମହେଶ ଏପରି ଖବରରେ ରହି ଆସିଛନ୍ତି । ପରବିନ ବାବିଙ୍କ ସହ ସମ୍ପର୍କକୁ ନେଇ ହେଉ ଅବା କଙ୍ଗନାଙ୍କ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ…

ପୁନର୍ଜୀବନ ପାଇଲା ସମ୍ବଲପୁରର ରାଣୀ ବଖରୀ, ହେଲେ ରାସ୍ତା ନିର୍ମାଣରେ ଅଟକିଛି କଣ୍ଟା

ସମ୍ବଲପୁର: ସମ୍ବଲପୁର ରାଜଶାସନ ମୂକ ସାକ୍ଷୀ ରାଣୀ ବଖରୀ ବା ରାଣୀ ମହଲ । ୧୬୬୦ ମସିହାରେ ରାଜା ବଳିଆରସିଂହ ନିଜ ରାଣୀଙ୍କ ପାଇଁ ତିଆରି କରିଥିଲେ ଏହି ମହଲ । ତିନି ମହଲା ବିଶିଷ୍ଟ ଏହି ମହଲରେ ରହିଛି ୧୬ଟି ବଖରା । ଦିନେ ରାଣୀ ଓ ତାଙ୍କ ସହଯୋଗୀମାନଙ୍କ କୋଳାହଳରେ ପୁରି ଉଠୁଥିବା ଏହି ମହଲ…

ହଠାତ୍ ମାଡିଆସିଲା ବିପଦ ..

ମଧ୍ୟପ୍ରଦେଶ: ସୋମବାର ଦେହିରିଆ କେନାଲରେ ଏକ ଅଘଟଣ ଘଟିଯାଇଛିି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାଟି ଥିଲା କିଛି ଏପରି । ରେଖା ବାଇ ନାମକ ଜଣେ ମହିଳାଙ୍କର ଦେହ ଅସୁସ୍ଥ ଥିବାରୁ ସେ ଏକ ମାରୁତି ଭ୍ୟାନ ଭଡା କରି ସହରକୁ ଡାକ୍ତର ଦେଖାଇବାକୁ ଯାଇଥିଲେ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୫-୮-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୫ ରିଖ ବୁଧବାର କର୍କଟ ୨୧ଦିନ ଭାଦ୍ରବ ମାସ କୃଷ୍ଣ ଦ୍ବିତୀୟା ତିଥି ଧନିଷ୍ଠା ଭୁକ୍ତ ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର:- ମିଥୁନ ରାଶି ପୁରୁଷ ଓ ମୀନ…

ପରିବାରର ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ସଙ୍ଗରୋଧରେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ସଙ୍ଗରୋଧରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ । ପରିବାରର ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ସେ ସଙ୍ଗରୋଧରେ ରହିଛନ୍ତି । ଏ ନେଇ ସେ ଏକ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । Two of my family members found COVID19 POSITIVE.Other family members found…

ରାକ୍ଷୀ ପୂର୍ଣ୍ଣିମାରେ ଗୁଲସାନଙ୍କ ପାଇଁ ଦୁଃଖ ଭରା ଚିଠି ଲେଖିଲେ ତାଙ୍କ ରାନୀ ଦି

ଭୁବନେଶ୍ୱର : ‘୩୫ ବର୍ଷରେ ପ୍ରଥମ ଥର ବନ୍ଦାଣ ଥାଳି ସଜ ହୋଇଛି । ଦୀପ ଲାଗିଛି, ସିନ୍ଦୂର, ମିଠା, ରାକ୍ଷୀ ସବୁ ଅଛି । କିନ୍ତୁ ତୋର ସେ ହସ ହସ ମୁହଁଟି ନାହିଁ । ଟିକା ଲଗାଇବା ପାଇଁ ସେ ମଥା ନାହିଁ, ରାକ୍ଷୀ ବାନ୍ଧିବା ପାଇଁ ସେ ହାତ ନାହିଁ କି ମିଠା ଖୁଆଇବା ପାଇଁ ସେ ପାଟି ନାହିଁ । ମୋ…

ଦେଶରେ ମୋବାଇଲ ସେବାକୁ ୨୫ ବର୍ଷ ପୂରିଲା ଆସନ୍ତୁ ନଜର ପକାଇବା ଓଡିଶାରେ କଣ ରହିଥିଲା ପ୍ରମୁଖ ୫ ମାଇଲଖୁଣ୍ଟ

ଭୁବନେଶ୍ୱର: ୧୯୯୫ ମସିହା ଆଜିର ଦିନ ଅର୍ଥାତ୍ ଜୁଲାଇ ୩୧ ତାରିଖ । କୋଲକାତା ସହରରୁ ମୋବାଇଲରେ ଏକ କଲ ଯାଇଥିଲା ଦିଲ୍ଲୀକୁ । କଲ୍ କରିଥିଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଏବଂ ଆରପଟେ ଥିଲେ ତତକାଳୀନ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ସୁଖରାମ । ଆଉ ତାହା ଥିଲା ଦେଶର ପ୍ରଥମ…

କରୋନା କ୍ରିଏଟିଭିଟି : ଶାଳିନୀ କରଙ୍କ ଗଳ୍ପକଥନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କରୋନା କ୍ରିଏଟିଭିଟି : ଭୁବନେଶ୍ୱରରୁ ଦିବ୍ୟାଂଶ ପଣ୍ଡାଙ୍କ ଡ୍ରାମା

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…