Latest Odisha News

BREAKING NEWS

ମହାପ୍ରଭୁଙ୍କର ପ୍ରାବୃତ୍ତ ରାସ ଝୁଲଣ ଯାତ୍ରା

ମହାପ୍ରଭୁଙ୍କର ପ୍ରତି ଋତୁରେ,ପ୍ରତି ମାସରେ କିଛି ନା କିଛି ମାନବୀୟ ଲୀଳା, କେତେ ପ୍ରକାରର ରାସ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ଝୁଲଣ ଯାତ୍ରା । ଚିତଉ ଅମାବାସ୍ୟା ପରେ ପରେ ଆରମ୍ଭ ହୁଏ ସପ୍ତାହ ବ୍ୟାପୀ ଝୁଲଣ ଯାତ୍ରା । ଝୁଲଣ ଯାତ୍ରାର ମୁଖ୍ୟ ଆକର୍ଷଣ ଝୁଲଣ…

ନାଗ ପଞ୍ଚମୀ…

ଆଜି ହେଉଛି ନାଗ ପଞ୍ଚମୀ । ଶ୍ରାବଣ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନାଗପଞ୍ଚମୀ ପାଳନ କରାଯାଇଥାଏ । ହିନ୍ଦୁ ମାନ୍ୟତା ଅନୁସାରେ ସାପକୁ ପୌରାଣିକ ଯୁଗରୁ ଦେବତା ରୂପରେ ପୂଜା କରାଯାଇ ଆସୁଛି । ଏଥିଲାଗି ନାଗପଞ୍ଚମୀ ଦିନ ନାଗପୂଜାର ଅଧିକ ମହତ୍ଵ ରହିଥାଏ । ଯେଉଁମାନେ ନାଗ ପଞ୍ଚମୀ…

ବନସ୍ତେ ଡାକିଲା ଗଜ…

ରଜ l ଓଡିଶାର ଗଣପର୍ବ l ରଜର ମଉଜ ବେଶ୍ ନିଆରା l ରଜ ତିନିଦିନରେ ଘରେ ଘରେ ଖାଦ୍ୟପେୟର ଆସର ଜମେ l  ଗଡ଼ିଆ, ପୋଖରୀରୁ ମାଛ ଧରାଯାଏ l ପହିଲି ରଜ, ରଜ ଏବଂ ରଜ ପରଦିନ, ଏ ତିନିଦିନ ପାଇଁ ଘରେ ଘରେ ମଣ୍ଡା, ଆରିସା, ପୋଡ଼ପିଠା, ଇତ୍ୟାଦି ପ୍ରସ୍ତୁତ ହୋଇ ରଖାଯାଏ l ବିବାହିତା ଝିଅ ,ବୋହୁଙ୍କ…

ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରୁ ଅଣସର: ଜାଣନ୍ତୁ, କିପରି ପାଳିତ ହୁଏ ରୀତିନୀତି

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ନିନା ବାରିକଙ୍କ ଭକ୍ତି ଅର୍ଘ୍ୟ ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ହେଉଛି ସ୍ନାନ ଯାତ୍ରା । ଯାହା ଦେବସ୍ନାନ ପୂର୍ଣ୍ଣିମା ନାମରେ ଖ୍ୟାତ ଏବଂ ପରିଚିତ । ଜ୍ୟେଷ୍ଠ ପୂର୍ଣ୍ଣିମା ଭଲି ଏକ ଦୁର୍ଲଭ…

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ; ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ଜାଣନ୍ତୁ…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପଟ୍ଟାନ୍ତର ନାହିଁ । ସାଧାରଣ ମଣିଷଟିଏ ପରି ସେଇ ପରମାତ୍ମା ଜଗତର ନାଥ ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥ ନିଜର ଲୀଳା ବିତାନ କରିଥାଆନ୍ତି । ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ ମହାସମାରୋହରେ ପାଳିତ ହୋଇଥାଏ । ସ୍ନାନଯାତ୍ରାର ଅବ୍ୟବହିତ…

‘ମଇ ଦିବସ’ର ମହନୀୟତା…

୧୮୮୧ ମସିହାରେ ଆମେରିକା ଶ୍ରମିକମାନଙ୍କର ଫେଡରେସନ ଗଠିତ ହୋଇଥିଲା । ତାର ମାତ୍ର ୨ ବର୍ଷ ପୂର୍ବରୁ ଏଡିସନ ବିଜୁଳି ଉଦ୍ଭାବନ କରିଥିଲେ । ଠିକ ତାର ୫ ବର୍ଷ ପୂର୍ବରୁ ଟେଲିଫୋନ ଉଦ୍ଭାବନ ହୋଇଥିଲା । ସେତେବେଳେ ଅଟୋ, aeroplane, ରେଡ଼ିଓ,ଟେଲିଭିଜନ, aircondition, computer, calculater…

ପବିତ୍ର ଦୋଳ ପୂର୍ଣ୍ଣିମା: ପ୍ରକାଶିତ ହୁଏ ନୂଆ ଓଡ଼ିଆ ପାଞ୍ଜି…

ଫାଲଗୁନ ମାସ ଶୁକ୍ଳ ଦଶମିରୁ ଓଡିଶା ରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ । ଏହା ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳର ଏକ ମୁଖ୍ୟ ପର୍ବ । ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦୋଳଗୋବିନ୍ଦ ନାମ ରେ ପୂଜା କରାଯାଇଥାଏ । ପ୍ରକାଶିତ ନଵପାଞ୍ଜିକା ପାଠ ସହ ବିଭିନ୍ନ ସଂକୀର୍ତନ ମଣ୍ଡଳୀ ମାବେ ଦୋଳଗୋବିନ୍ଦଙ୍କୁ…

ପବିତ୍ର ଶଙ୍ଖ: ବାସ୍ତୁ, ଆଧ୍ୟାତ୍ମିକତା ଦୃଷ୍ଟିରୁ କେତେ ଉପକାରୀ, ଜାଣନ୍ତୁ…

ମହାନ ହିନ୍ଦୁ ସଂସ୍କୃତିରେ ଶଙ୍ଖକୁ ଘରେ ହେଉ କିମ୍ବା ଦେବାଳୟରେ ବାସ୍ତୁ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ଦିଆଯାଇଥାଏ । ଶଙ୍ଖକୁ ଘରେ ରଖି ପୂଜା କରିବା କିମ୍ବା ସକାଳ ସଞ୍ଜରେ ଠାକୁରଘରେ ଉପାସନା କରିବା ସମୟରେ ବଜାଇବା ଲାଗି ଭିନ୍ନ ଭିନ୍ନ ଶଙ୍ଖ ରହିଛି । ଶଙ୍ଖ:…

ଭାରତୀୟ ପରମ୍ପରାରେ ଚରଣ ସ୍ପର୍ଶ; ଜାଣନ୍ତୁ, କ’ଣ ରହିଛି ମହତ୍ୱ !

ମହାନ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆଜି ମଧ୍ୟ କୋଟି କୋଟି ଭାରତୀୟ ସମ୍ମାନ ସହକାରେ ପାଳନ କରିଚାଲିଛନ୍ତି । ଭାରତୀୟ ସଂସ୍କୃତି ଆଜି ସମଗ୍ର ବିଶ୍ୱରେ ଆଦୃତି ଲାଭ କରିବା ସହିତ ବିଭିନ୍ନ ଦେଶରେ ଭାରତୀୟ ଯୋଗ ଓ ଆଧ୍ୟାତ୍ମିକତାକୁ ଗ୍ରହଣ କରିଛନ୍ତି । ଭାରତୀୟ ସଂସ୍କୃତିରେ ଗୁରୁଜନମାନଙ୍କ୍‌ୁ…

ବଦଳି ଯାଇପାରେ ଆପଣଙ୍କ ଭାଗ୍ୟ; ଜାଣନ୍ତୁ, ପେଚା ଦର୍ଶନ କେତେ ଶୁଭ !

ଧନଦାତ୍ରୀ ବିଷ୍ଣୁପତ୍ନୀ ମାତା ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା ଏକଥା ସମସ୍ତେ ଜାଣିଥିବେ । ତଥାପି ପେଚାକୁ ଶୁଭ ବା ଅଶୁଭ ରୂପେ ବିଶ୍ୱାସ କରାଯାଏ । ପେଚାକୁ ନେଇ ଆମ ସମାଜରେ ବିଭିନ୍ନ ପ୍ରକାରର ମାନ୍ୟତା ପ୍ରଚଳିତ ହୁଏ । ତାହେଲେ ଆସନ୍ତୁ ଜାଣିବା ଏହି ମାନ୍ୟତା ବିଷୟରେ ଯାହାକୁ ଲୋକେ…