Latest Odisha News

BREAKING NEWS

ଓଡିଶାର ପ୍ରମୋଦଙ୍କ ସମେତ ୧୧ ଆଥଲେଟ ପାଇବେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର

ଭୁବନେଶ୍ୱର: ଓଡିଶାର ଷ୍ଟାର ପାରା ଅଲିମ୍ପିଆନ ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ସମେତ ୧୧ ଜଣ ଆଥଲେଟଙ୍କୁ ଏଥର କେନ୍ଦ୍ର ସରକାର ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରିବେ । ଜାତୀୟ କ୍ରୀଡା ପୁରସ୍କାର କମିଟି ବୁଧବାର ଏ ନେଇ ବିଧିବଦ୍ଧ ଭାବେ ସୁପାରିଶ କରିଛି ।…

ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍ଏଚବି…

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଲିଙ୍କ୍ ହଫମେନ୍ ବୁଶ (ଏଲଏଚବି) କୋଚରେ ପରିଣତ କରାଯାଉଛି । ଏହି ଦାବିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାତ୍ରୀଙ୍କ ସୁବିଧାକୁ…

ଆଗାମୀ ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବେ ଯୋଗୀ ଆଦିତ୍ୟନାଥ !

ଅଯୋଧ୍ୟା: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଗାମୀ ୨୦୨୨ ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବେ ବୋଲି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଅଯୋଧ୍ୟା ବିଧାୟକ ବେଦ ପ୍ରକାଶ ଗୁପ୍ତା ମଧ୍ୟ ଖୁସିରେ ଏହି ସିଟ ଯୋଗୀଙ୍କ ପାଇଁ ଛାଡିଦେବେ ବୋଲି କହିଛନ୍ତି । ତେବେ ପ୍ରକୃତ ଘଟଣାଟି ହେଲା ମୁଖ୍ୟମନ୍ତ୍ରୀ…

ଏଫ୍ ଏମ୍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ୪ ବର୍ଷ ପାଇଁ ସେ କୁଳପତି ଭାବେ କାମ କରିବେ । ପ୍ରଫେସର ତ୍ରିପାଠୀ ଉତ୍କଳ…

ମଣିପୁରରେ ରାଜନୈତିକ ସଙ୍କଟ, କଂଗ୍ରେସର ୮ ବିଧାୟକ ବିଜେପିରେ ମିଶିବେ !

ଇମ୍ଫାଲ: ମଣିପୁରରେ ରାଜନୈତିକ ସଙ୍କଟ ବୃଦ୍ଧି ପାଇଛି । କଂଗ୍ରେସର କମିଟି ସଭାପତି ଗୋବିନ୍ଦଦାସ କୋନ୍ଥୁଜାମଙ୍କ ଇସ୍ତଫା ପରେ ଆଜି ୮ଜଣ ବିଧାୟକ ବିଜେପିରେୀ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି । ୨୦୧୭ରେ ମଣିପୁରରେ ପ୍ରଥମ ଥର ପାଇଁ ବିଜେପି ନିର୍ବାଚନ ଜିତିଥିଲା । ଏଥର ୬୦ ସିଟ ହାସଲ…

କବିତା : କଲମ

ସୌମ୍ୟରଞ୍ଜନ ଖଟୁଆ  ଅସି ନ ହୋଇ ବି ମୁନ ଯେ ତୀକ୍ଷ୍ମ ଅତି ପ୍ରଖର ଲେଖିଯାଏ କେତେ କାବ୍ୟ କବିତା ଗଦ୍ୟର ଅଳଙ୍କାର । ସୁସଜ୍ଜିତ ରୂପସୀ ସେ କାହା କଳ୍ପନା ବିଭାଗର ଲେଖିଦେଇ ପାରେ ଯନ୍ତ୍ରଣା କେତେ କୋହର  । କେତେ ଉପନ୍ୟାସ, ଗଳ୍ପ, ଏକାଙ୍କିକା ଓ କବିତା ହୋଇ ଶୋଷିତ ଦଳିତ…

ଗଳ୍ପ : ମୋ ନାନୀ ସୁପର ଓମ୍ୟାନ

ପ୍ରତିମା ଦାସ   ମୁଁ ଆଜି ଖୁସି, ଅତ୍ୟଧିକ ଖୁସି । ମୋ ନାନୀ ନୀତା ତା' ଝିଅ କଣ୍ଢେଇ ସହ ଆସିବ। ନାନୀ ସହିତ କଣ୍ଢେଇ, କଣ୍ଢେଇ ସହ କଣ୍ଢେଇର ଖାଇବା , ଅମୁଲ ଡବା ଆସିବ। ତିନିହେଁ ମୋ ପ୍ରିୟ। ଏପରି କୋମଳମତି ବୟସ କଣ ଆଉ ପାଇବାକୁ ଚାହେଁ ଯେ?  କିଛି ଖେଳକୁଦ, ଛୋଟ ଛୋଟ ଖୁସି ଛଡା? ମନ…

ଗଳ୍ପ : ୨୦୫୦ ଏକ ପ୍ରେମ କାହାଣୀ

ସୁପ୍ରିୟା ପ୍ରଶାନ୍ତ “ପ୍ରେମ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଉଦ୍ଭାବନ।” ରାଧିକା ପୁରୁଣା ଆଲବମଟିଏ ଓଲଟଉ ଓଲଟଉ କହିଲେ,“ସମାଜ ବ୍ୟବସ୍ଥାର ସ୍ଥାୟୀତ୍ୱ ପାଇଁ ଏ ଯୁଗାନ୍ତକାରୀ ଉଦ୍ଭାବନର ଆବଶ୍ୟକତା ଥିଲା। ଏ ସଂସାରରେ ସ୍ତ୍ରୀ ମଣିଷ ଆଉ ପୁରୁଷ ମଣିଷ ଭଲା କାହିଁକି ପରସ୍ପର ପାଇଁ ତିଆରି ହେବେ?…

କବିତା : କରୋନା ସମୟ ରଜ

ସସ୍ମିତା ମହାନ୍ତି  ଵରଷକେ ଥରେ ରଜ ଧରଣୀ ପୂଜାର ପର୍ବ ନାହିଁ ସଜବାଜ ମଉଜ ବନସ୍ତରେ ନାହିଁ ଗଜ।। କରୋନାର କାଳରୂପ ଘାରିଛି ସାରା ରାଇଜ ଭୟଭୀତ ସବୁଲୋକ ପଡିଛି ତାଟି କବାଟ।। ସଟଡାଉନର ବନ୍ଦ ନାହିଁ ବୁଲାବୁଲି ନାହିଁ ରଜଦୋଳି ରଜ ହରାଇଛି ଛନ୍ଦ।। ହେଉନି ବାଗୁଡି ଖେଳ…

ଏକାମ୍ର ପରମ୍ପରା : ଶୀତଳ ଷଷ୍ଠୀ

ସୁକାନ୍ତ ପଣ୍ଡା ମହାପ୍ରଭୁ ଲିଙ୍ଗରାଜଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଶୀତଳ ଷଷ୍ଠୀ ଅନ୍ୟତମ ପ୍ରଧାନ ଯାତ୍ରା। ଜଗନ୍ନାଥ ମହାପ୍ରଭୁଙ୍କର ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ,ଲିଙ୍ଗରାଜ ମହାପ୍ରଭୁଙ୍କର ଚଉଦ ଯାତ୍ରା । ଶିବବିବାହ ପରଦିନ ଦେବଦମ୍ପତିଙ୍କ ମନ୍ଦିରକୁ ବାଣ…