Latest Odisha News

BREAKING NEWS

କବିତା : ପୁଣି ଥରେ ଶୀଲୁ

ଶୈଳବାଳା ମହାପାତ୍ର ଏବେ ବୁହାଟେ କାନ୍ଦିବାକୁ ହେବ ଶୀଲୁକୁ ଲୁହମାନେ ଅନେକ ବେଳୁ ଅପେକ୍ଷା କଲେଣି ଆଖି କୋଣରେ ଠସ୍ ଠସ୍ ଖସି ପଡ଼ିବ ବରକୋଳିଆ ଟୋପା ପତା ଟିକେ ହଲ୍ ଚଲ୍ ହେଇଗଲେ l ଶୀଲୁ ମୁହଁ ଢାଙ୍କି ଦେଲା ପାପୁଲିରେ ପରାଜିତ ପୃଥ୍ବୀ ଟିକକୁ ଆଣ୍ଠୁ ଉପରେ ଆଶ୍ଵାସିଲା…

ସେଦିନୁ ବସିଛି ସମୁଦ୍ରକୁ ମୁହଁ କରି

ସେଦିନୁ ବସିଛି ସମୁଦ୍ରକୁ ମୁହଁ କରି ଶୈଳବାଳା ମହାପାତ୍ର ସେଦିନୁ ବସିଛି ସମୁଦ୍ରକୁ ମୁହଁକରି ଦେଖିବି ବୋଲି ତମ ଉଆସ ଡୁବିବା ଦୃଶ୍ୟ ! ଆଉ କେତେ ବାଟ ଥିଲା କି ଏମିତି? ତମେ ତରତର ରେ ପକେଇଲ ପାହୁଣ୍ଡ କହିଲ: ଆସୁଥା' ପଛରେ ମୁଁ ଯାଉଛି ଆଗ ନାଆ କାଳେ ଛାଡ଼ି ଦେବ କୂଳ ! ଯା'…