Latest Odisha News

BREAKING NEWS

କ୍ୟାମେରା ଲେନ୍ସରେ ମହାପ୍ରଭୁଙ୍କ ‘ବାହୁଡ଼ା ଯାତ୍ରା’…

ପୁରୀ: ଭାଇ ଭଉଣୀଙ୍କୁ ନେଇ ରତ୍ନବେଦୀରୁ ଜନ୍ମବେଦୀ ବୁଲିଯାଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଶରଧାବାଲିରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ଆଜି ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରାରେ ବାହୁଡ଼ିଛନ୍ତି ।

ଅଧିକ ପଢନ୍ତୁ: ମାଉସୀ ମା’ ଅଟକାଇଲେ ରଥ; ମହାପ୍ରଭୁ ଖାଇଲେ ପୋଡ଼ପିଠା

ଶ୍ରୀଜୀଉମାନଙ୍କ ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦର୍ପଦଳନ ରଥ ଆଜି ପହଞ୍ଚିଯାଇଛି ଶ୍ରୀମନ୍ଦିର ସମ୍ମୁଖସ୍ଥିତ ସିଂହଦ୍ୱାର ନିକଟରେ ।

ଅଧିକ ପଢନ୍ତୁ: କାହିଁକି ରଥଯାତ୍ରା ଉତ୍ସବ କେବଳ ଏକ ରୀତିନୀତି ବା ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ ନୁହେଁ?

ଆସନ୍ତାକାଲି ଶ୍ରୀଜୀଉମାନଙ୍କର ରଥ ଉପରେ ହେବ ସୁନାବେଶ । ତହିଁ ପରଦିନ ଅଧରପଣା ନୀତି ଅନୁଷ୍ଠିତ ହେବା ପରେ ଅନ୍ତିମ ଦିବସରେ ନୀଳାଦ୍ରି ବିଜେ କରିବା ପରେ ସମାପ୍ତ ହେବ ରଥଯାତ୍ରା ମହୋତ୍ସବ ।

Leave A Reply

Your email address will not be published.