ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନାଙ୍କୁ ୧୨୯୫୬ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମୁଦାୟ ୪୮୩୮୫୮ ଭୋଟ୍ ପାଇଥିବାବେଳେ ରବୀନ୍ଦ୍ର କୁମାର ଜେନାଙ୍କୁ ମିଳିଛି ୪୭୦୯୦୨ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ୧୭୯୪୦୩ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ରଣପୁର ବିଧାନସଭା ମଣ୍ଡଳୀର ଶତାଧିକ ନେତା ଓ କର୍ମୀ
- ହାତରୁ ଗଲେ `ଅଧିରାଜ’ କରିବେ କି ଶଙ୍ଖନାଦ ?
- ସୋନପୁରରେ ଗର୍ଜିଲେ ଶାହ; କହିଲେ, ‘ଓଡ଼ିଶାରେ ବିଜେପି ସରକାର ଆସିଲେ ଗରିବି ଦୂର ହେବ’
- ନର୍ଲାରେ ନୂଆ ପୁରୁଣା ଲଢେଇ
- ପାଟକୁରା ଲଢେଇରେ `ବିଜୟ’ ଟୁଇଷ୍ଟ
- ବବିଙ୍କ ବିନା ଯାଜପୁର ଲଢେଇ
- ସୁପ୍ରିମକୋର୍ଟଙ୍କ ନୂତନ ପଦକ୍ଷେପ,ଆରମ୍ଭ ହେଲା ହ୍ବାଟସଆପ୍ ସେବା
- ପଦ୍ମ ଧରିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ
- ଭୋଟ ଦେଲେ ମାଗଣାରେ ପାଇବେ ବିୟର ଓ ଦୋସା
- ତୃତୀୟଥର ପାଇଁ ମହାକାଶକୁ ଯାତ୍ରା କରିବେ ସୁନିତା ୱିଲିୟମ୍ସ