ଭୁବନେଶ୍ୱର: ଭୁବନେଶ୍ୱରରେ ରାସ୍ତା ନିର୍ମାଣ ବଳ ପୂର୍ବକ ଉଚ୍ଛେଦକୁ ବିରୋଧ । ଏହାକୁ ନେଇ ସାଲିଆ ସାହି ବସ୍ତି ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ପୋଲିସ ଓ ବସ୍ତି ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାସ୍ତା ନିର୍ମାଣକୁ ନେଇ ଶହ ଶହ ବସ୍ତି ବାସିନ୍ଦା ଏକାଠି ହୋଇ ପ୍ରବଳ ବିରୋଧ କରିବା ସହ ରାସ୍ତାରେ ଶୋଇ ରହି ସ୍କ୍ୱାର୍ଡ ଓ ପୋଲିସ ଗାଡିକୁ ମଧ୍ୟ ଅଟକାଇଥିବା ଜଣାପଡିଛି । ସିଆର୍ପି ଛକରୁ ଇନ୍ଫୋସିସ୍ ଭାୟା ସାଲିଆସାହି ଦେଇ ୨ଶହ ଫୁଟ୍ ରାସ୍ତା ନିର୍ମାଣ ପାଇଁ ସରକାର ଯୋଜନା କରିଛନ୍ତି । ତେବେ ଏହାକୁ ସାଲିଆ ସାହିରେ ରହୁଥିବା ବସ୍ତି ବାସିନ୍ଦା ବିରୋଧ କରିଛନ୍ତି । ସେମାନଙ୍କୁ ସ୍ଥାୟୀ ଜମି ପଟ୍ଟା ଦିଆଯାଉ ବୋଲି ଦାବି କରିଛନ୍ତି ।
BREAKING NEWS
- ଭୁବନେଶ୍ୱର କୋର୍ଟରେ ନକଲି ଜାମିନ ବଣ୍ଡ୍ ଦାଖଲ ଅଭିଯୋଗରେ ୩ ଗିରଫ
- ସୋନପୁର ରାଲିରୁ ବିଜେଡି ବିରୋଧରେ ଅମିତ ଶାହଙ୍କ ଏପରି ଆକ୍ରମଣାତ୍ମକ ଆଭିମୁଖ୍ୟ, ଆଗକୁ କେତେ?
- ବିଜେଡିର ମିଶ୍ରଣ ପର୍ବ: ଦଳରେ ଯୋଗଦେଲେ କଂଗ୍ରେସର ବହୁ ନେତା ଓ କର୍ମୀ
- ଆଇପିଏଲରେ ଆଉ ଏକ କୀର୍ତିମାନ କଲେ କୋହଲି
- ‘ଆପଣମାନଙ୍କ ଏତେ ସଂଖ୍ୟାରେ ଉପସ୍ଥିତି ଓ ଉତ୍ସାହ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି’
- ଭାରତରେ ହେବାକୁ ଯାଉଛି ଦୁନିଆର ସବୁଠାରୁ ବ୍ୟୟବହୂଳ ନିର୍ବାଚନ
- ସାଧାରଣ ନିର୍ବାଚନ ୨୦୨୪: ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେପି ଓ କଂଗ୍ରେସର ଶକ୍ତି ପ୍ରଦର୍ଶନ
- ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ତତ୍ପରତା ଦେଖାଇଛି ଏମସ ଭୁବନେଶ୍ୱର, କାର୍ଯ୍ୟ କରୁଛି ସ୍ୱତନ୍ତ୍ର ୟୁନିଟ୍
- ଟି୨୦ ବିଶ୍ୱକପ: ପ୍ରାୟତଃ ଚୂଡାନ୍ତ ହୋଇସାରିଛି ଭାରତୀୟ ଦଳ
- ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ରଣପୁର ବିଧାନସଭା ମଣ୍ଡଳୀର ଶତାଧିକ ନେତା ଓ କର୍ମୀ