Latest Odisha News

BREAKING NEWS

ଗୋଇନ୍ଦା ବିଭାଗ ରିପୋର୍ଟ : ନେପାଳ ସୀମା ଦେଇ ବିହାରରେ ପ୍ରବେଶ ଲକ୍ଷ୍ୟରେ ଆତଙ୍କବାଦୀ

ପାଟନା: ନେପାଳ ସହ ସୀମା ବିବାଦର ଫାଇଦା ଉଠାଇବା ଲକ୍ଷ୍ୟରେ ପାକିସ୍ତାନ ଆତଙ୍କବାଦୀ ରହିଛନ୍ତି । ଗୋଇନ୍ଦା ବିଭାଗ ରିପୋର୍ଟ ଅନୁସାରେ ତାଲିବାନ ଓ ଜୈଶ ଏ ମହମ୍ମଦର ଆତଙ୍କବାଦୀ ନେପାଳ ରାସ୍ତା ଦେଇ ବିହାରରେ ପ୍ରବେଶ କରିବା ଲକ୍ଷ୍ୟରେ ରହିଛନ୍ତି । ଏଥିପାଇଁ ବିହାରକୁ ହାଇ ଆଲର୍ଟରେ ରହିବା ପାଇଁ କୁହାଯାଇଛି ।

ଆଇଏସଆଇ ୫/୬ ଆତଙ୍କବାଦୀ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛି । ଏମାନେ ସମସ୍ତେ ପାକିସ୍ତାନ ସେନା ପକ୍ଷରୁ ପ୍ରଶିକ୍ଷଣ ନେଇଛନ୍ତି । ବର୍ତମାନ ଇସଲାମିକ ଆତଙ୍କବାଦୀ ସଂଗଠନ, ଲେଫ୍ଟ ୱିଙ୍ଗ ଉଗ୍ରବାଦୀ, ପୂର୍ବାଂଚଳ ବିଦ୍ରୋହୀ ସଂଗଠନ ମଧ୍ୟ ଭାରତରେ ଅଶାନ୍ତି ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି ।

Leave A Reply

Your email address will not be published.