Home ଓଡିଶା

ଓଡିଶା

କୋଭିଡ଼-19 ଯୋଦ୍ଧାଙ୍କୁ ଧନ୍ୟବାଦ ଜ୍ଞାପନ ପାଇଁ ଦେଶ ସହ ସାମିଲ ହେଲା ଭାରତୀୟ ତଟରକ୍ଷୀ ବାହିନୀ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ କୋଭିଡ଼-19 ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଥିବା କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି । ଦେଶରେ କରୋନା ମହାମାରୀ ସଂପ୍ରସାରଣକୁ ରୋକିବା ନିମନ୍ତେ ଏହି ଯୋଦ୍ଧାମାନେ ସକାରାତ୍ମକ ଭାବେ ସାମିଲ ହୋଇଛନ୍ତି । ସେମାନେ...

ଓଡ଼ିଶାର ଏହିସବୁ ଜିଲ୍ଲା ଅରେଞ୍ଜ ଓ ରେଡ୍ ଜୋନରେ ସାମିଲ

ଭୁବନେଶ୍ୱର/ନୂଆଦିଲ୍ଲୀ: ନିକଟ ଅତୀତରେ ରେଡ୍ ଜୋନ ଭାବେ ପରିଚିତ ଥିବା ଖୋର୍ଦ୍ଧା ଜିଲ୍ଲା ଏବେ ଅରେଞ୍ଜ ଜୋନରେ ସାମିଲ ହୋଇଛି। ବଢୁଥିବା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି କରୋନା ପ୍ରଭାବିତ ଜିଲ୍ଲାଗୁଡିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ବର୍ଗୀକରଣ କରାଯାଇଛି। ଏହି ବର୍ଗୀକରଣ ଅନୁଯାୟୀ ଭଦ୍ରକ୍...

ଲକ୍ ଡାଉନ ଡାଏରୀ: ପୁଅ ସହ ଖେଳକୁଦ ସାଙ୍ଗକୁ ପତ୍ନୀଙ୍କୁ ଘରକାମରେ ସାହାଯ୍ୟ କରୁଛନ୍ତି ଅଭିନେତା ଲିକୁନ୍ ଚୌଧୁରୀ

ଓଡିଆ ଧାରାବାହିକ ଜଗତରେ ସେ ଜଣେ ନାଁ କରା କଳାକାର । ସବୁବେଳେ ସେ ସୁଟିଂରେ ବ୍ୟସ୍ତ । କେତେବେଳେ ସେ ସିନ୍ଦୁରବିନ୍ଦୁ ସିରିଏଲ ହେଉ କି ତାରାତାରିଣୀ କିମ୍ବା ଆଉ କିଛି ମେଗା ଧାରାବାହିକ । ଓଡିଆ ଦର୍ଶକଙ୍କ ବେଶ୍ ଭଲପାଇବା ମିଳିଛି...

ରେଲୱେ ଷ୍ଟେସନରେ ଛେପ ପକାଇଲେ ଭରିବେ ମୋଟା ଅଙ୍କର ଫାଇନ୍

ଭୁବନେଶ୍ୱର: ପୂର୍ବତଟ ରେଳବାଇ ସ୍ୱଚ୍ଛତାକୁ ନେଇ କଠୋର ପଦକ୍ଷେପ ନେଇଛି । ରେଲୱେ ଷ୍ଟେସନ ଓ ତା’ ଆଖପାଖ ଅଂଚଳରେ ଅଳିଆ କରିବା ଓ ଛେପ ପକାଇବା ଉପରେ ୧୦୦ଟଙ୍କାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ନୂଆ ଜରିମାନା ବ୍ୟବସ୍ଥା ଲାଗୁ କରିଛି । ଏହି...

ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଅଭିଯୋଗରେ ଭୁବନେଶ୍ୱରର ଦୁଇ ଛାତ୍ର ଗିରଫ

ଭୁବନେଶ୍ୱର: ରାଜ୍ୟ ବାହାରୁ ଅବୈଧ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଆଣିବା ଅଭିଯୋଗରେ ଭୁବନେଶ୍ୱରର ଦୁଇ ଜଣ ଛାତ୍ର ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଛାତ୍ର ହେଉଛନ୍ତି ଝାରଖଣ୍ଡ ନିବାସୀ ସାନୁ ପୋଦ୍ଦାର(୨୧) ଓ ଭୁବନେଶ୍ୱରର ସୁରେଶ ପାଣିଗ୍ରାହୀ (୨୪) ।...

କଟକ ଏସସିବି ମେଡିକାଲରେ ଭାଇରାଲ ହେଲା ଟିକଟକ ଭିଡିଓ

କଟକ: ପୁଣି ଭାଇରାଲ ହେଲା ନର୍ସଙ୍କ ଟିକଟକ ଭିଡିଓ । ମାଲକାନାଗିରି ପରେ ଶୋସିଆଲ ମିଡିଆରେ ଭାଇରାଲ ହୋଇଛି କଟକ ବଡ ମେଡିକାଲ ନର୍ସଙ୍କ ଟିକଟକ ଭିଡିଓ । ଭିଡିଓରେ କଟକ ଏସସିବି ମେଡିକାଲ ଅର୍ଥୋପେଡିକ ବିଭାଗର ୩ଜଣ ମହିଳାଙ୍କୁ ନାଚ ଗୀତ...

ବିରୋଧି ଦଳ ନେତାଙ୍କୁ ନେଇ ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁୁବନେଶ୍ୱର: ଓଡିଶା ବିଧାନସଭାର ଆଜି ଥିଲା ପ୍ରଥମ ଅଧିବେଶନ । ପ୍ରଥମ ଅଧିବେଶନ ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଛି ହଟ୍ଟଗୋଳ । ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ନେଇ କଂଗ୍ରେସ ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ । ଗହକାର୍ଯ୍ୟରେ ବାଧା...

ମିସେସ୍ କୁଇନ୍ ଟାଇଟଲ ହାତେଇଲେ ଓଡିଆ ବୋହୁ

ଭୁବନେଶ୍ୱର: ଦିଲ୍ଲୀରେ ଓଡିଆ ବୋହୁଙ୍କ ସଫଳତା । ଦିଲ୍ଲୀର ଗୁରୁଗ୍ରାମ ଠାରେ ଆୟୋଜିତ ମିସ୍ ଇଣ୍ଡିଆ ହୋମ ମେକର (ଏମ.ଆଇ.ଏଚ.ଏମ) ପ୍ରତିଯୋଗିତାରେ ମିସେସ୍ କୁଇନ ୟୁନିର୍ଭସର ଟାଇଟେଲ ଜିତିଛନ୍ତି ଭୁବନେଶ୍ୱରର ପ୍ରତିମା ପଣ୍ଡା । ଭାରତର ବିଭିନ୍ନ ରାଜ୍ୟର ୪୬ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ...

ବେଆଇନ ଖଣି ଖନନ ମାମଲା, ୬ମାଲିକଙ୍କ ସମ୍ପତି ଜବତ ପାଇଁ ୱାରେଣ୍ଟ ଜାରି

କେନ୍ଦୁଝର: ପରିବେଶ ଆଇନ ଉଲଘଂନ ଓ ବେଆଇନ ଖଣି ଖନନ ମାମଲାରେ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ । ଛଅ ଖଣି ମାଲିକଙ୍କ ସ୍ତାବର ଆସ୍ତାବର ସମ୍ପତି ଜବତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି...

ଢେଙ୍କାନାଳରେ ଉଦ୍ଧାର ହେଲେ ଛୁଆ ସହ ମାଆ ହାତୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ତାଳବେରଣା ଗାଁରେ ଶନିବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ମହାବୀର ରୋଡ ବନଖଣ୍ଡସ୍ଥ ତାଳବେରଣା ଗାଁର ଏକ ପାଇଖାନା ଟାଙ୍କିରୁ ଏକ ମାଆ ଓ ଛୁଆ ହାତୀକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା...

ସାହିତ୍ୟ