ପୂର୍ବତଟ ରେଳପଥର ମେମୁ ଟ୍ରେନ ସେବା: କଟକକୁ ଯୋଗାଯୋଗ କରିବ ପୁରୀ, ଭଦ୍ରକ ଓ ପାରାଦ୍ୱୀପ ଷ୍ଟେସନ

ଭୁବନେଶ୍ୱର: ମେମୁ ଟ୍ରେନ ସେବା ଆରମ୍ଭ କରିବାକୁ ପୂର୍ବତଟ ରେଲୱେ କଟକ ସହିତ ପୁରୀ, ଭଦ୍ରକ ଓ ପାରାଦ୍ୱୀପ ଷ୍ଟେସନକୁ ଯୋଗାଯୋଗ କରିବାର ନିଷ୍ପତ୍ତି ଗ୍ରହଣ କରିଛି । କଟକ ଓ ପୁରୀ ମଧ୍ୟରେ ମେମୁ ଟ୍ରେନ ଚଳାଚଳ କରିବା ସହିତ ଏହା କଟକ-ପାରାଦ୍ୱୀପ...

ବୌଦ୍ଧ ଡ଼ାକ୍ତରଖାନାରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ ମୃତ୍ୟୁ

ବୌଦ୍ଧ: ସୋନପୁର ଜିଲ୍ଲା ଅନ୍ତର୍ଗତ ଗୋଧନେଶ୍ୱର ଗ୍ରାମର କାମପାଳ ଖମାରୀ ନାମକ ଜଣେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା କଏଦୀଙ୍କର ଗୁରୁବାର ଦିନ ବୌଦ୍ଧ ଜିଲ୍ଲା ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି । ସେ ବୌଦ୍ଧ ଡ଼ାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ । ଏହି କଏଦୀ ଜଣକ ଏକ...

ଚିନ୍ତା ବଢ଼ାଇଲେଣି ସୁରତ ଫେରନ୍ତା, ଗଂଜାମରେ ପୁଣି ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗଞ୍ଜାମରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଜଣେ ୨୬ ବର୍ଷୀୟ ସୁରଟ ଫେରନ୍ତା ଯୁବକଙ୍କ ଦେହନ୍ତରେ ଭୂତାଣୁ ଥିବା ଜଣାପଡିଛି । ସେ କ୍ୱାରେଂଟିନ୍ ସେଂଟରରେ ଥିଲେ । 4th Health Update, 9th May One positive in...

ଘଡଘଡି ସହ ବର୍ଷା ଆଶଙ୍କା: ୧୦ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର,...

କରୋନା ଆକ୍ରାନ୍ତଙ୍କ ପାଇଁ ବୋମା ମାଡ଼; ଜଣେ ଆହତ

ବ୍ରହ୍ମଗିରି: କରୋନା ସଂକ୍ରମିତ ଗୁଜବକୁ ନେଇ ନିଶିଭଅଁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ଏହି ଗାଁରେ ଜଣେ କରୋନା ପଜିଟିଭ ଚିହ୍ନଟ ପରେ...

ଓଡ଼ିଶା ଉପକୂଳରୁ ୧୧୦୦ କିମି. ଦୂରରେ ରହିଛି ସାମୁଦ୍ରିକ ଝଡ: ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏକ ଅବପାତରେ ପରିଣତ ହୋଇଛି ଏବଂ ଶନିବାର ଅପରାହ୍ନ ୫ଟା ୩୦ମି. ସୁଦ୍ଧା ଏକ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଛି। ଏପରିକି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ନେବ ବୋଲି...

ଝାରସୁଗୁଡ଼ା: ସଡକ ଦୁର୍ଘଟଣାରେ ୨ ଓଏସଏପି ଯବାନ ମୃତ, ୨୯ରୁ ଅଧିକ ଆହତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ସ୍ଥିତ ୪୯ ନଂ ଜାତୀୟ ରାଜପଥ ନିକଟସ୍ଥ ଲଖନପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୁକ୍ରବାର ଦିନ ୨ ଜଣ ଓଏସଏପି ଯବାନଙ୍କ ମୃତ୍ୟୁ ଘଟିବା ସହ ପ୍ରାୟ ୨୯ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ...

ଡକାୟତି ଉଦ୍ୟମ ପଣ୍ଡ: ମାରଣାସ୍ତ୍ର ସହ ୬ ଡକାୟତ ଗିରଫ 

ଅନୁଗୁଳ: ପଣ୍ଡ ହେଲା ଡକାୟତି ଯୋଜନା । ଗିରଫ ହେଲେ ୬ ଡକାୟତ । ମିଳିଥିବା ସୂଚନା ଅନୁସାରେ, ଅନୁଗୁଳ ସହର ଉପଖଣ୍ଡ ହାଟଛକ ପେଟ୍ରୋଲ ପମ୍ପ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଅନୁଗୁଳ ପୋଲିସ ଧରା ପଡିଛନ୍ତି ୬ ଡକାୟତ...

ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଚିଠି

ଭୁବନେଶ୍ୱର: ରଥଯାତ୍ରା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । କରୋନା ଲାଗି ଆସନ୍ତା ଜୁନ୍ ୨୩ ତାରିଖରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରଭାବିତ ହୋଇପାରେ । ଏନେ ବିଭିନ୍ନ ମହଲରେ ଆଶଙ୍କା...

କୋରାପୁଟ: ଶୋଇଥିବାବେଳେ ଘର ଉପରେ ମାଡିଗଲା ଟ୍ରକ୍, ୩ ମୃତ

ଜୟପୁର : କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ ଭେଜାପୁଟ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘର ଉପରକୁ ବାଲି ବୋଝେଇ ଟ୍ରକ୍ ମାଡିଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ଦୁର୍ଘଟଣା...

ସାହିତ୍ୟ