ତାଳଚେରରେ କାର୍ଯ୍ୟକ୍ଷମ ହେଲା ସୋଆର ୧୫୬ ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ ୧୯ ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି । କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ...

କୋଭିଡ-୧୯; ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି କରି ବନ୍ଧା ହେଲେ ଓକିଲ !

ଅନୁଗୋଳ: ପେଶାରେ ଓକିଲ, ହେଲେ କାରନାମା ଅପରାଧୀଙ୍କଠାରୁ ହୀନ । କରୋନାଭାଇରସ୍ ମହାମାରୀ ଭଳି ସମ୍ବେଦନଶୀଳ ସ୍ଥିତିରେ ଧାର୍ମିକ କ୍ଷେତ୍ରକୁ ନେଇ ଗୁଜବ ସୃଷ୍ଟି କରି ତାଳଚେରର ଜଣେ ଓକିଲ ପୋଲିସ ହାତରେ ଗିରଫ ହୋଇଛି । ଲକ୍‌-ଡାଉନ୍ ପାଇଁ ଘରଠୁ ମନ୍ଦିର ସବୁ...

ମହଙ୍ଗା ପଡିଲା କରୋନାକୁ ନେଇ ମିଥ୍ୟା ଗୁଜବ !

ଅନୁଗୋଳ: କରୋନାଭାଇରସ୍‌କୁ ନେଇ ପୁଣି ସୋସିଆଲ୍ ମିଡିଆରେ ଗୁଜବ । ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଅନୁଗୋଳରୁ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ସ୍ୱାସ୍ଥ୍ୟକର୍ମୀ ଲାଗିପଡିଛନ୍ତି କରୋନାକୁ ମୂଳପୋଛ କରିବା ପାଇଁ । ପୋଲିସ ପ୍ରଶାସନ ଲାଗିପଡିଛି ସାମାଜିକ ଦୂରତ୍ୱକୁ...

ତାଳଚେର; ରୋଗୀର ମୃତ୍ୟୁ ପରେ ସରକାରୀ ଡାକ୍ତରଙ୍କୁ ନିସ୍ତୁକ ମାଡ !

ଅନୁଗୋଳ: ରୋଗୀର ମୃତ୍ୟୁ ପରେ ଉତକ୍ଷୀପ୍ତ ହୋଇ ବରିଷ୍ଠ ଡାକ୍ତରଙ୍କୁ ହସ୍ପିଟାଲ ପରିସରରେ ନିସ୍ତୁକ ମାଡ ମାରିଲେ ସଂପର୍କୀୟ । ତାଳଚେର ମଣ୍ଡାପାଳ ସରକାରୀ ହସ୍ପିଟାଲରେ ଡାକ୍ତର ଏଲ.ଏନ୍ ପ୍ରସାଦଙ୍କୁୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତର ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ ଆଜି...

ସାରା ରାଜ୍ୟରେ ବଢିଲା ତାପମାତ୍ରା; ୪୧.୧ ଡିଗ୍ରୀ ଛୁଇଁଲା ତାଳଚେର

ଭୁବନେଶ୍ୱର: ସମଗ୍ର ଓଡ଼ିଶାର ତାପମାତ୍ରା ଶୁକ୍ରବାର ଦିନ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି । ଆଜି ରାଜ୍ୟର ୫ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନାନୁଯାୟୀ, ଗତ...

ମହଙ୍ଗା ପଡ଼ିଲା ଢାଳ ଚିକିତ୍ସା; ପେଟରେ ନିଆଁ ଲାଗିଯିବାରୁ ଗୁରୁତର ହେଲେ ମହିଳା

ଅନୁଗୁଳ: ଗାଁ ବଇଦଙ୍କ ଗରମ ତେଲ ଢାଳ ଚିକିତ୍ସା ମହଙ୍ଗା ପଡ଼ିଲା । ବଇଦ ଜଣକ ଜଣେ ମହିଳା ରୋଗୀଙ୍କୁ ଏହି ଢାଳ ଚିକିତ୍ସାରେ ଚିକିତ୍ସିିତ କରୁଥିବା ବେଳେ ରୋଗୀଙ୍କ ପେଟରେ ନିଆଁ ଲାଗି ଯାଇଥିଲା । ସୌଭାଗ୍ୟବଶତଃ ଡାକ୍ତରଖାନାରେ ତୁରନ୍ତ ତାଙ୍କର...

କରୋନା କଟକଣା ଉଲଂଘନ ଅଭିଯୋଗରେ ୩ ଗିରଫ

ଅନୁଗୁଳ: କରୋନାଭାଇରସକୁ ନେଇ ଜାରି ହୋଇଥିବା କଟକଣାକୁ ଉଲଂଘନ କରିଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣ ଯଥାକ୍ରମେ ଏକ ମଲ୍ ଏବଂ ଏକ ଅଳଙ୍କାର ଦୋକାନ ଖୋଲିଥିବାବେଳେ ଅନ୍ୟ ଜଣେ ସହରର ଅଖଣ୍ଡାଳମଣି ମନ୍ଦିରରେ...

ଓଡିଶାରେ ଲକ୍‌ଡାଉନ ବେଳେ କଣ ସବୁ ଉପରେ ରହିବ କଟକଣା ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦକୁୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସକାଳ ୭ଟା ଠାରୁ ଆସନ୍ତା ୨୯ ତାରିଖ ରାତି ୯ ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ସମ୍ପୂର୍ଣ୍ଣ ବନ୍ଦ...

ମହାପ୍ରୟାଣ ଗାଡ଼ିରେ ପରିବା ପରିବହନ: ସୋସିଆଲ ମିଡିଆରେ ଫଟୋ ଭାଇରଲ

ଅନୁଗୁଳ: ମହାପ୍ରୟାଣ ଗାଡ଼ିରେ ପରିବା ପରିବହନ । କଥାଟି କାନକୁ ଅଜବ ଶୁଭୁଥିଲେ ବି ସତ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (ଡିଏଚଏଚ) ମୃତଦେହ ଜମା କରିବା ପରେ ପନିପରିବା ପରିବହନ କରୁଥିବା ଏକ ମହାପ୍ରୟାଣ ଗାଡିକୁ ନେଇ ଏଠାରେ ଅସନ୍ତୋଷ...

ସାହିତ୍ୟ