ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ପୂର୍ବରୁ ପୁରୀ ବେଳାଭୁମିରେ ବାଲୁକା ପ୍ରତିରୂପ ପ୍ରସ୍ତୁତ କଲେ ସୁଦର୍ଶନ

ପୁରୀ: ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହେବ । ତେବେ ପୁରୀ ବେଳା ଭୂମିରେ ଦେଖିବାକୁ ମିଳିଛି ରାମ ମନ୍ଦିର ଡିଜାଇନ୍‌ର ଅବିକଳ ପ୍ରତିରୂପ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହିପରି...

ରାଉରକେଲାରେ କୋଭିଡ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହ୍ଵାଟ୍ସଆପ ନମ୍ବର ଜାରି

ରାଉରକେଲା: କୋଭିଡ ନିୟମ ଖିଲାପ କରୁଥିଲେ ସାବଧାନ । ଘରୁ ବାହାରିଲେ ଯଦି ମାସ୍କ ପିନ୍ଧ ନାହାନ୍ତି, ସାମାଜିକ ଦ୍‌ୂରତ୍ୱ ମାନୁନାହାନ୍ତି କି ଆବଶ୍ୟକ ସ୍ଥଳେ ହାତ ସାନିଟାଇଜ କରୁନାହାନ୍ତି ତେବେ ଅସୁବିଧାରେ ପଡିପାରନ୍ତି । କାରଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ...

ଝୁଲଣ ମହୋତ୍ସବ ଉଦଯାପିତ: ମାତାମଠ ଆଶ୍ରମରେ ଭକ୍ତିମୟ ପରିବେଶ, ମଳୟଙ୍କ ସଙ୍ଗୀତ ମନ ମୋହିଲା

ପୁରୀ: ପୁରୀ ଶ୍ୟାମକୁଞ୍ଜ ଗଳିରେ ଥିବା ଗୌରବିହାର (ମାତା ମଠ) ଆଶ୍ରମରେ ଝୁଲଣ ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମଠର ଭକ୍ତିମୟ ପରିବେଶ ଏବଂ ପଣ୍ଡିତ ମଳୟ ମିଶ୍ରଙ୍କ ସଙ୍ଗୀତ (ପାରମ୍ପାରିକ) ମନ ମୋହିଥିଲା । ସେ ଓଡିଶୀ, ଛାନ୍ଦ,...

ଆଜିଠୁ ପୁଣି ଚାଲିଲା ‘ମୋ ବସ୍‌’

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ଓ କଟକରେ ମୋ ବସ୍ ସେବା ଆରମ୍ଭ ହୋଇଛି । ସକାଳ ୭ଟାରୁ ମୋ ବସ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ମୋଟ ୮ଟି ରୁଟରେ ନନ୍ ଏସି ବସ୍ ଚାଲୁଛି । ଏହି ରୁଟ୍‌ଗୁଡିକ ୧୧, ୧୬,...

ଭୁବନେଶ୍ୱର କୋର୍ଟର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟର ସବ ଇନସ୍ପେକ୍ଟର(ସିଏସ୍‌ଆଇ) କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଗତକାଲି ରାତିରୁ ଆରମ୍ଭ ହୋଇଥିବା ବିଶୋଧନ କାମ ନ ସରିବା ଯାଏଁ କୋର୍ଟ କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ ମାମଲାର ଶୁଣାଣି...

ଆସନ୍ତାକାଲିଠୁ ପୁଣି ଚାଲିବ ମୋ ବସ୍

ଭୁବନେଶ୍ୱର : ରାଜଧାନୀରେ ଆସନ୍ତାକାଲିଠୁ ପୁଣି ଗଡିବ ମୋ ବସ୍ । ଆଠଟି ରୁଟ୍‌ରେ ବସ ଚଳାଚଳ କରିବ ବୋଲି କ୍ରୁଟ୍ ବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏହି ରୁଟ୍‌ଗୁଡିକ ହେଉଛି ୧୧,...

ଭୁବନେଶ୍ୱର ରେଳ ଷ୍ଟେସନରୁ ୪୧୦ କିଲୋ ଗଞ୍ଜେଇ ଜବତ

ଭୁବନେଶ୍ୱର: ଚୋରା ଚାଲାଣ ବେଳେ ଭୁବନେଶ୍ୱରରୁ ଜବତ ହୋଇଚି ୪୧୦ କିଲୋଗ୍ରାମ ଗଞ୍ଜାଇ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଜିଆରପି । ସେମାନେ ହେଲେ ସାଗର ପ୍ରଧାନ ଓ ସନ୍ତୋଷ ବାବୁ । ଦୁହିଁଙ୍କର ଘର ଗଞ୍ଜାମ ଜିଲ୍ଲା...

ବ୍ରହ୍ମପୁରରେ ବେଆଇନ ଗୁଟଖା କାରଖାନା ଉପରେ ଚଢଉ, ଦେଢ କୋଟିରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ

ବ୍ରହ୍ମପୁର : ଲକ୍ ଡାଉନ ସମୟରେ ବୃଦ୍ଧି ପାଇଛି ବେଆଇନ କାରବାର । ଶନିବାର ବ୍ରହ୍ମପୁର ଉପଜିଲ୍ଲାପାଳ କୁକୁଡାଖଣ୍ଡି ବ୍ଲକର ଦୁଇଟି ବେଆଇନ ଗୁଟଖା କାରଖାନା ଉପରେ ଚଢଉ କରି ପ୍ରାୟ ଦେଢ କୋଟି ଟଙ୍କାର କଞ୍ଚାମାଲ ସହ ଗୁଟଖା ପ୍ରସ୍ତୁତକାରୀ ସାମଗ୍ରୀ...

ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ତୃତୀୟ ଦିନରେ ପଚରାଉଚୁରା ଜାରି ରଖିଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଗତ ତିନି ଦିନ ହେଲା ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆଜି ଟିମ୍ ଆଦିତ୍ୟ କରିଥିବା ଆଶ୍ରମରେ ପହଞ୍ଚି ଅନ୍ତେବାସୀମାନଙ୍କୁ ସାଢେ ତିନି ଘଣ୍ଟା ପଚରାଉଚୁରା କରିଛି । ଏହା ପରେ ଟିମ୍ ଆଦିତ୍ୟଙ୍କ...

ଶ୍ରୀକ୍ଷେତ୍ରର ମାତା ମଠରେ ପାରମ୍ପରିକ ଝୁଲଣ ଯାତ୍ରା ମହୋତ୍ସବ ପାଳିତ

ପୁରୀ: ପ୍ରତିବର୍ଷ ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଗହ୍ମା ପୂର୍ଣ୍ଣିମା ପର‌୍ୟ୍ୟନ୍ତ ଦେଶରେ ସର୍ବତ୍ର ପାରମ୍ପରିକ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ତଥା ବିଭିନ୍ନ ମଠ ବାଡି ମାନଙ୍କରେ ଏହି ଝୁଲଣଯାତ୍ରା ମହୋତ୍ସବ ପାଳିତ ହୋଇଥାଏ ।...

ସାହିତ୍ୟ