ଦେଶବ୍ୟାପୀ ଧର୍ମଘଟ: ୨୮ ତାରିଖରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ

ଭୁବନେଶ୍ୱର : ରାଜ୍ୟରେ ସମସ୍ତ ଔଷଧ ଦୋକାନ ଗୁଡିକ ଆସନ୍ତା ୨୮ ତାରିଖରେ ବନ୍ଦ ରହିବ । ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଗଠନ ‘ଅଲ ଇଣ୍ଡିଆ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଏହି ଡାକରା ଦିଆଯାଇଛି । ଅନ୍ୟପକ୍ଷରେ ଏହି...

ପୁରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୨ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

ପୁରୀ : ମଙ୍ଗଳବାର ସକାଳେ ପୁରୀ ଅଭିମୁଖେ ଯାଉଥିବା ଏକ ବୋଲେରୋ ନାଳରେ ଖସିପଡିଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିôବା ସହ ୨ଜଣ ଗୁରୁତର ଆହତ ହୋଇଥିଲେ । ଜଗନ୍ନାଥ ସଡକରେ ଘଟିଥିବା ଏହି ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ...

ଅଗ୍ନିକାଣ୍ଡରେ ଜଳିଗଲା ୫ଟି ଘର, ନିଆଁ ଲିଭାଇବାକୁ ଆସିଲାନି ଦମକଳ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୫ ବଖରା ଘର ଜଳି ଧ୍ୱଂସ ହୋଇଯାଇଛି । ସୋମବା ରାତିରେ ଏହି ଅଗ୍ନିକାଣ୍ଡ ଘଟି ୫ଟି ଘର ନିଆଁରେ ସମ୍ପୂର୍ଣ୍ଣ ପୋଡ଼ିଯାଇଛି । ମିଳିଥିବା...

ରେଳ ଡ଼ବାରେ ମହିଳାଙ୍କ ଶିଶୁକନ୍ୟା ପ୍ରସବ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଷ୍ଟେସନରେ ଜଣେ ମହିଳା ଯାତ୍ରୀ ରେଳ ଡ଼ବା ମଧ୍ୟରେ ଏକ ଶିଶୁକନ୍ୟା ପ୍ରସବ କରିଛନ୍ତି । ସୋମବାର ସନ୍ଧ୍ୟାବେଳେ ସିକନ୍ଦରାବାଦ-ଗୌହାଟୀ ଏକ୍ସପ୍ରେସରେ ଏହି ମହିଳା ଯାତ୍ରୀ ଜଣକ ଯାଉଥିଲେ । ବିହାରର ୩୭ ବର୍ଷୀୟା ଅର୍ଶୁଦ୍ଦା ଓଘା ନାମ୍ନୀ...

ତୈଳ ଦର ଲିଟର ପିଛା ୧୨୦ ଟଙ୍କାରେ ପହଞ୍ଚାଇ ବିଜେପି ‘ମିଶନ ୧୨୦’ ସଫଳ କରିବ: ବିଜେଡ଼ି

ଭୁବନେଶ୍ୱର: ସୋମବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁରୀ ସମାବେଶରେ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କୁ ଶାସନରେ ରହିବାର ଅଧିକାର ନାହିଁ କହି ସମାଲୋଚନା କରିଛନ୍ତି । ତେବେ ଏହାର ଉତ୍ତରରେ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀରେ ତେଲଦର ୧୨୦...

ନବୀନ ପଟ୍ଟନାୟକ ଶାସନ କରିବାର ଅଧିକାର ହରାଇଛନ୍ତି: ଅମିତ ଶାହା

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ବିଷୋଦଗାର କରିବା ଯେଉଁଠି ଛାଡ଼ି ଯାଇଥିଲେ, ଆଜି ପୁରୀରେ ଅନୁଷ୍ଠିତ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ସେଉଠୁ ପୁଣି ବିଷ ଓଗାଳିବା...

ଆଜି ଓଡିଶାରେ ବାତିଲ ହୋଇଥିବା ଟ୍ରେନର ତାଲିକା

ଭୁବନେଶ୍ୱର : ଝାଡଖଣ୍ଡ ଓ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଶାନ୍ତାଳି ଭାଷା ତଥା ବିଭିନ୍ନ ସମସ୍ୟାକୁ ନେଇ ହୋଇଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବା ସହିତ ରେଳ ରୋକ କରିଛନ୍ତି । ତେଣୁ ଏହାଯୋଗୁଁ ଆଜି ରାଜ୍ୟରେ ଏକାଧିକ ଟ୍ରେନ...

ଓଆରଏଚଡିସି ଦୁର୍ନୀତି ପ୍ରସଙ୍ଗ: ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର : ଓଆରଏଚଡିସି ଦୁର୍ନୀତି ମାମଲାର ଅଭିଯୁକ୍ତ ଆଇଏଏସ ବିନୋଦ କୁମାରଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ଏହି ମାମଲାର ବିଚାର କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିନୋଦ କୁମାରଙ୍କ ସମେତ ୬ ଅଭିଯୁକ୍ତଙ୍କୁ...

ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ମହିଳା ସମାବେଶ ଆରମ୍ଭ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୋମବାର ଠାରୁ ମହିଳା ସମାବେଶ ଆରମ୍ଭ ହୋଇଛି । ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସମାବେଶ ସେପ୍ଟେମ୍ବର ୩୦ ତାରିଖରେ ସମାପ୍ତ ହେବ । ଏହି ସମାବେଶ ରାଜ୍ୟର...

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୫୫ଲକ୍ଷ ମେଟ୍ରିକ ଟନ ଖରିଫ ଧାନ କ୍ରୟ ପ୍ରସ୍ତାବକୁ ମିଳିଲା ମଞ୍ଜୁରି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’କୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଏଥିସହିତ ଏହି କାର୍ଯ୍ୟକ୍ରମ ପାଇଁ ଚଳିତ ବଜେଟରେ...

ସାହିତ୍ୟ