ଲଗାତର ୧୧ଦିନ ଧରି ପେଟ୍ରୋଲ ଓ ଡ଼ିଜେଲ ଦର ହ୍ରାସ: ପେଟ୍ରୋଲ ୪୦ ପଇସା ଓ ଡ଼ିଜେଲ ୩୦...

ନୂଆଦିଲ୍ଲୀ : ଲଗାତର ୧୧ ଦିନ ପାଇଁ ସମଗ୍ର ଭାରତରେ ତୈଳଦର ହ୍ରାସ ପାଇଛି । ଭାରତର ବଡ଼ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ (ଆଇଓସିଏଲ) ପକ୍ଷରୁ ପେଟ୍ରୋଲ ୪୦ ପଇସା ଓ ଡ଼ିଜେଲ ୩୦ ପଇସା ହ୍ରାସ ଘଟିଛି । ଗତ...

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ଗଜପତିଙ୍କ ପାଖରେ ରହେନି: ଗଜପତି ମହାରାଜା ଦିବ୍ୟସିଂହ ଦେବ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ତଥା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏବେ ବିଦେଶ ଗସ୍ତରେ ରହିଥିବା ଗଜପତି ମହାରାଜା ଏକ ପ୍ରେସ...

ଓଡ଼ିଶା ଆସିବେ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ : ରାଜ୍ୟରେ ଥିବା କଂଗ୍ରେସ କର୍ମୀ ତଥା ନେତାମାନଙ୍କର ମନୋବଳ ବୃଦ୍ଧି କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓଡ଼ିଶାକୁ ଆସିବେ । ଆଜି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆଦିଲ୍ଲୀସ୍ଥ ରାହୁଳଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିବା ପରେ ରାହୁଳଙ୍କ...

ଓଡ଼ିଶାରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ ଲାଗି ଆନୁମାନିକ ୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶାରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ(ସିଜିଡ଼ି) ଲାଗି ଆନୁମାନିକ ୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଭୁବନେଶ୍ୱରରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ ନିଲାମ ପ୍ରକ୍ରିୟାର ୯ମ...

ବିଜେଡ଼ିର ପ୍ରେସମିଟ: ବିଜେପିର ରିପୋର୍ଟ କାର୍ଡ଼ ନେଇ ବିଜେଡ଼ିର ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ

ଭୁବନେଶ୍ୱର : ଶାସକ ବିଜୁ ଜନତା ଦଳ ବିଜେପିର ୪ ବର୍ଷ ଶାସନର ରିପୋର୍ଟ କାର୍ଡ଼କୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି । ଶୁକ୍ରବାର ଦିନ ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସବର୍ମା ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ଏକ ପ୍ରେସମିଟରେ...

ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ମୌସୁମୀ ବର୍ଷା

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଓଡ଼ିଶାର ୯ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହୋଇଛି । ରାଜ୍ୟର ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡ଼ା, ପୁରୀ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ଗଜପତି ଓ ମାଲକାନଗିରି ଜିଲ୍ଲାମାନଙ୍କରେ ପ୍ରବଳ ବୃଷ୍ଟିପାତ ହୋଇଥିବାର ସୂଚନା ମିଳିଛି । ଭାରତୀୟ...

ମାଓବାଦୀଙ୍କୁ ମିଳିତ କମ୍ବିଂ ଦ୍ୱାରା ମୁକାବିଲା କରାଯିବ : କେ ବିଜୟ କୁମାର

ଭୁବନେଶ୍ୱର ଏବେ ଯେକୌଣସି ରାଜ୍ୟରେ ମାଓବାଦୀଙ୍କୁ କୌଣସି ରାଜ୍ୟ ଏକୁଟିଆ ନୁହେଁ ବରଂ ମିଳିତ ଭାବେ ମୁକାବିଲା କରିବେ ବିଭିନ୍ନ ରାଜ୍ୟ ବୋଲି କହିଛନ୍ତି କେନ୍ଦ୍ର ଗୃହ ବିଭାଗର ସୁରକ୍ଷା ପରାମର୍ଶଦାତା କେ ବିଜୟ କୁମାର । ପଡ଼ୋସୀ ରାଜ୍ୟର ପୋଲିସ ବାହିନୀ ମଧ୍ୟ...

ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଫାଉଣ୍ଡେସନ ଓ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ଲାଗି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଆନ୍ତର୍ଜାତୀକ ଏସୀୟ ଆଥଲେଟିକ ମିଟ ସଫଳତାର ସହିତ ଆୟୋଜନ କରିବା ସହିତ ଆଗକୁ କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପ ହକି ଆୟୋଜନର ଗୁରୁ ଦାୟିତ୍ୱ ରାଜ୍ୟ...

ପାର୍ସଲ ବୋମା ବିସ୍ଫୋରଣ ମାମଲା: ଜାମିନ ଲାଗି ଅଭିଯୁକ୍ତ ପୁଞ୍ଜିଲାଲଙ୍କ ହାଇକୋର୍ଟରେ ଆବେଦନ

କଟକ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ କରିଛନ୍ତି । ଗତ ଜୁନ ୧ ତାରିଖରେ ପୁଞ୍ଜିଲାଲଙ୍କ ଓକିଲ ଶ୍ରୀମନ୍ତ କୁମାର ପାଣିଗ୍ରାହୀ ବଲାଙ୍ଗୀର କୋର୍ଟରେ ଜାମିନ ଆବେଦନ...

ଛାତ୍ରୀ ରହିଲେ ସବୁଠି ଆଗରେ: +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଫଳାଫଳ ଘୋଷିତ

ଭୁବନେଶ୍ୱର: ଘୋଷିତ ହେଲା ବହୁ ପ୍ରତିକ୍ଷୀତ +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳାଫଳ । ତେବେ ପୁଅ ମାନଙ୍କୁ ପଛରେ ପକାଇ ଝିଅମାନେ ଏହି ପରୀକ୍ଷାରେ ବେଶ୍ କୃତିତ୍ୱ ଅର୍ଜନ କରିଥିବା ଜଣାପଡ଼ିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା...

ସାହିତ୍ୟ