‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀ ୧୦ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୪.୭୩ କୋଟି ଟଙ୍କାର...

ଭୁବନେଶ୍ୱର : ୨୧୩ଟି ପଚାଂୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୪୪.୭୩ କୋଟି ଟଙ୍କା । ଆଜି ସୁଦ୍ଧା ୧୩୯ଟି ବ୍ଲକର ସମୁଦାୟ ୩୧୯୭ ଗ୍ରାମ ପଚାଂୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ୨୯୮୧୬ ପ୍ରକଳ୍ପ, ୭୨୯.୧୪ କୋଟି ଟଙ୍କା । ଆମ ଗାଁ...

କିସ୍ ରେ ରଗବୀ ବିଶ୍ୱକପ ଟ୍ରଫି

ଭୁବନେଶ୍ୱର : ଶୁକ୍ରବାର ରଗବୀ ବିଶ୍ୱକପ ଟ୍ରଫି- ୱେବ ଏଲିସ କପ ଭୁବନେଶ୍ୱରରେ ପହଞ୍ଚିବା ପରେ କିଟ ଓ କିସ ବୁଲିଥିଲା । ଏହି ଅବସରରେ କିସ ପରିସରରେ ୨୭ହଜାର ଛାତ୍ରଛାତ୍ରୀ ଟ୍ରଫିକୁ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି...

ଓଆରଏଚଡିସି ଦୁର୍ନୀତି ମାମଲା: ଝାରପଡ଼ା ଜେଲ୍ ଗଲେ ଆଇଏସ୍ ବିନୋଦ କୁମାର, ୩ବର୍ଷ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର : ଓଆରଏଚଡିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଥିବା ବରିଷ୍ଠ ଆଇଏସ୍ ଅଫିସର ବିନୋଦ କୁମାରଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୦୦ ମସିହାରେ ଓଆରଏଚଡିସିି ରେ ୫୫ଲକ୍ଷ ଟଙ୍କାର ମହାଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲା ।...

ଆଶାକର୍ମୀଙ୍କ ଆର୍ଥୀକ ଅବ୍ୟାହତି ସହାୟତା ରାଶି ୨୦ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ଆଶାକର୍ମୀଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଆଶାକର୍ମୀଙ୍କ ଆର୍ଥୀକ ସହାୟତା ରାଶି ୨୦...

ଭୁବନେଶ୍ୱର: ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ, ରୋଷଘରର ୨୦ ବଖରା ଭସ୍ମୀଭୁତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିରର ରୋଷଘରେ କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା । ନିଆଁ ଲାଗି ମନ୍ଦିରର ରୋଷଘରର ପାଖାପାଖି ୨୦ଟି ବଖରା ସମ୍ପୂର୍ଣ୍ଣ...

ଜଷ୍ଟିସ କେ.ଏସ. ଜାଭେରୀ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି: ୧୨ ତାରିଖରେ ଶପଥ ଗ୍ରହଣ କରିବେ

କଟକ : ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଓଡିଶା ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଅଗଷ୍ଟ୧୨ ତାରିଖ ରବିବାର ଦିନ ହାଇକୋର୍ଟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଶପଥ ଗ୍ରହଣ ଉତ୍ସବରେ ପାଖାପାଖି...

ପ୍ରସିଦ୍ଧ ଲେଖକ ଗଣେଶ୍ୱର ମିଶ୍ରଙ୍କ ଲେଖା ‘ପୁରୀ ବୋଲି’କୁ ସମୃଦ୍ଧ କରିପାରିଛି

ଭୁବନେଶ୍ୱର : ପ୍ରସିଦ୍ଧ ଓଡ଼ିଆ ଲେଖକ ଗଣେଶ୍ୱର ମିଶ୍ରଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଭୁବନେଶ୍ୱର ମହାବୋଧି ସୋସାଇଟି ପରିସରରେ ଥିବା ବୁଦ୍ଧମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତଃ ଗଣେଶ୍ୱର ମିଶ୍ର ସ୍ମାରକୀ ବକ୍ତୃତା ପ୍ରଦାନ ଅବସରରେ ବିଖ୍ୟାତ ଗବେଷକ ତଥା ଲେଖକ ସିଧେଶ୍ୱର ମହାପାତ୍ର...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ‘ବିଜୁ ଜନତା ଦଳ’ ଏନଡ଼ିଏ ସମର୍ଥୀତ ଜେଡ଼ି (ୟୁ)ପ୍ରାର୍ଥୀଙ୍କୁ ସମର୍ଥନ କରିବ

ଭୁବନେଶ୍ୱର : ଆସନ୍ତା କାଲି ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି । ତେବେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି । ଆଜି ରାତିରେ ମୁମ୍ବାଇରୁ ଫେରି ଭୁବନେଶ୍ୱରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଦଳ...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ନବୀନଙ୍କୁ ମନେଇବାକୁ ବହୁ ବରିଷ୍ଠ ନେତାଙ୍କ ଗହଳି

ଭୁବନେଶ୍ୱର : ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ସଂସଦରେ ଅନାସ୍ଥା ପ୍ରସ୍ତାବରେ ସଂସଦର ଆସ୍ଥା ଭାଜନ ହେଲା ଶାସକ ଏନଡ଼ିଏ । କିନ୍ତୁ କିଛିଦିନ ଧରି ଜାତୀୟ ରାଜନୀତିରେ ହଟଚମଟ ଲାଗି ରହିଥିଲା । ସେହିପରି ୯ ତାରିଖରେ ରାଜ୍ୟସଭାରେ...

ମୁମ୍ବାଇ: ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇଠାରେ ଅନୁଷ୍ଠିତ ହୋଇଥିବା ଏକ ପୁଞ୍ଜି ନିବେଶକ ସମ୍ମିଳନୀରେ କହିଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ପର୍ଯ୍ୟାପ୍ତ ପରିମାଣର ସୁଯୋଗ ରହିଛି ବୋଲି ଏହି ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ...

ସାହିତ୍ୟ