Home ଓଡିଶା ସୁନ୍ଦରଗଡ଼

ସୁନ୍ଦରଗଡ଼

Sundargarh

୨୦୧୪ ବଣାଇ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ,ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲ ଶୁଣାଣି କଲେ ପୋକ୍ସୋ କୋର୍ଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ନାବାଳିକ ଗଣ ଦୁଷ୍କର୍ମ ମାମଲା । ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ପୋକ୍ସୋ କୋର୍ଟ ।୨୦୧୪ ରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ନାବାଳିକା ବଳାତ୍କାର କରିଥିବା ଅଭିଯୋଗରେ ପୋକ୍ସ କୋର୍ଟ ଦୁଇ ଜଣ ଅଭିଯୁକ୍ତଙ୍କୁ...

ଏଲପିଜି ସିଲିଣ୍ଡର ଭର୍ତ୍ତି ଟ୍ରକରେ ଲାଗିଲା ନିଆଁ

ସୁନ୍ଦରଗଡ଼ ଏଲପିଜି ସିଲିଣ୍ଡର ଭର୍ତି ଟ୍ରକରେ ଲାଗିଲା ନିଆଁ । ସୂଚନା ଅନୁସାରେ ଟ୍ରକଟି ସମ୍ବଲପୁର-ରାଉରକେଲା ଏକ୍ସପ୍ରେସ ୱେରେ ଝାରସଗୁଡାରୁ ରାଉରକେଲା ଯାଉଥିଲା ବେଳେ ଏପରି ଅଘଟଣ ଘଟିଛି । ଗାଡି ଚାଳକ ରସରାଜପୁର ନିକଟରେ ଗାଡିର ଇଞ୍ଜିନରେ ଧୂଆଁ ବାହାରୁଥିବା ଦେଖିଥିଲେ। ପରେ...
Cattle Laden Truck Overturned In Jaleswar, 15 Cows Killed

ଓଲଟିଲା ବସ୍: ୨ ମୃତ, ୬ ଆହତ

ସୁନ୍ଦରଗଡ଼: ଓଲଟିଲା ବସ୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୬ ଜଣ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମାବାହାଲ ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ୬ ଆହତଙ୍କୁ...

ଟ୍ରକ୍ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ ପାଳନ

ସୁନ୍ଦରଗଡ଼: ବିଭିନ୍ନ ଦାବିରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ପାଳନ ଆରମ୍ଭ ହୋଇଛି । ଫଳରେ ବନ୍ଦ ରହିଛି ଦୋକାନ ବଜାର ।...

ସୁନ୍ଦରଗଡ଼ବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ରାଉରକେଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସୁନ୍ଦରଗଡ ଜିଲ୍ଲାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଆଇଜିଏଚ୍‌ ସୁପର...

ଲୁଗା ଦୋକାନିଙ୍କ ଘରେ କଳାକନା ବୁଲାଇଲେ ଚୋର

ରାଜଗାଙ୍ଗପୁର : ରାଜଗାଙ୍ଗପୁର ବଡ ଧରଣର ଡକାୟତି। ଲୁଗା ଦୋକାନିଙ୍କ ଘରେ କଳାକନା ବୁଲାଇଲେ ଚୋର। ଦୋକାନିଙ୍କ ଘରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଡକାୟତ । ଆଜି ଭୋର୍ ପ୍ରାୟ ୩ ଟା ପାଖିପାଖି ହେବ ଲୁଟ୍...

ମା’ ମୁହଁରେ ହସ ଭରିଛି ‘ମାତୃଜ୍ୟୋତି’: ଗର୍ଭାବସ୍ଥାରେ ଜଟିଳତା ଚିହ୍ନଟ କରି ମା’ ଓ ଶିଶୁଙ୍କ ଜୀବନ ରକ୍ଷାରେ...

ସୁନ୍ଦରଗଡ଼ : ଗର୍ଭାବସ୍ଥାରେ ଜଟିଳତାର ଚିହ୍ନଟ କରି ମା’ ଓ ଶିଶୁଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେଉଛି  ‘ମାତୃଜ୍ୟୋତି’ । ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଗର୍ଭାବସ୍ଥାରେ ‘ହାଇରିସ୍କ’ ଘଟଣାର ମୁକାବିଲାରେ ବଡ଼ ଭୂମିକା ନେଇପାରିଛି । ଏହି ଯୋଜନା ଅଧୀନରେ...

ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ମା’ ଓ ପୁଅ

ରାଜଗାଙ୍ଗପୁର: ଦୟନୀୟ ଅବସ୍ଥାରେ ଉଦ୍ଧାର ହେଲା ମା ଓ ପୁଅ । ରାଜଗାଙ୍ଗପୁର ପୌରପାଳିକା ୧୨ ନମ୍ବର ୱାର୍ଡରେ ସିନେମା ପଡ଼ାଠାରେ ଏପରି ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ୧୫ ଦିନ ମୁର୍ମୁଷ ଅବସ୍ଥାରେ ଘରେ ପଡ଼ିବା ପରେ ୬୦ ବର୍ଷୀୟ ବୃଦ୍ଧା...

ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣର ଏକ ନମୁନା କିଞ୍ଜିର୍ମା ହାଇସ୍କୁଲ

ସୁନ୍ଦରଗଡ଼: ନୂଆ ରୂପ ପାଉଛି ହାଇସ୍କୁଲ । ରୂପାନ୍ତରଣ କାର୍ଯ୍ୟକ୍ରମରେ ହାଇସ୍କୁଲର ନବକଳେବର ହେଉଛି । ଚକାଚକ କ୍ଲାସରୁମ୍ । ସ୍କୁଲ ପରିସର ସରସ ସୁନ୍ଦର । ଛାତ୍ରଛାତ୍ରୀଙ୍କ ଭିତରେ ପଢ଼ିବାକୁ ପୂର୍ବ ଅପେକ୍ଷା ଅଧିକ ଆଗ୍ରହ ସୃଷ୍ଟି ହେଉଛି । ସୁନ୍ଦରଗଡ଼...

ମା’ଙ୍କୁ ସହାୟ ହେଉଛି ‘ମାତୃଜ୍ୟୋତି’

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା’ଙ୍କୁ ସହାୟ ହେଉଛି ‘ମାତୃଜ୍ୟୋତି’। କମୁଛି ପ୍ରସବ ଜନିତ ମାତୃ ମୃତ୍ୟୁ ସଂଖ୍ୟା । ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ କରିବା କ୍ଷେତ୍ରରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ବିଶେଷ ଭୂମିକା ନେବାକୁ ଯାଉଛି । ୨୦୨୦ ନଭେମ୍ବର...

ସାହିତ୍ୟ