Home ଆଲେଖ ପଲିଟିକସ ଫଲିଟିକସ

ପଲିଟିକସ ଫଲିଟିକସ

ରୂପ, ଭେକ ସବୁ ବଦଳିବ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ପରବର୍ତ୍ତୀ ଜୀବନ କେମିତି ହେବ, ତାକୁ ନେଇ ଏବେ ଚାଲିଛି ଅନେକ ଆଲୋଚନା । ବହୁ ଲୋକ, ବହୁ ଗବେଷକ ଅନେକ ମତ ଦେଉଛନ୍ତି । ଜୀବନ ଏମିତି ହେବ, ଜୀବନ ସେମିତି...

ସାମ୍ବାଦିକ କି ଅଲୋଡ଼ା ?

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ଲଢେଇ ସମୟରେ ଗୋଟିଏ କଥା ବାରବାର ସାମାଜିକ ଗଣମାଧ୍ୟମରେ ଆସୁଛି । ସରକାର ସଭିଙ୍କ ପାଇଁ ପ୍ୟାକେଜ୍‍ ଘୋଷଣା କରୁଛନ୍ତି । ଆର୍ଥିକ ପ୍ୟାକେଜ୍‍ ବ୍ୟତୀତ ଅନ୍ୟାନ୍ୟ ସୁବିଧା ବି ରହିଛି ।...

କାହାଣୀର ନାଁ ଭୋକର ଭୂଗୋଳ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ... ଦୁଇ ଦିନ ତଳର ଘଟଣା । ଅପ୍ରେଲ ୧୩ ତାରିଖର । ସାଇକେଲରେ କ୍ଷୀର ନେଇ ଯାଉଥିବା ମଣିଷଟିର ସାଇକେଲ କୌଣସି କାରଣରୁ ଓଲଟି ପଡ଼ିଲା । ତାହା ଆଗ୍ରା ସହରର ରାମବାଗ ଚୌରାହର...

ଗୋଳନ୍ଥରା ହତ୍ୟାକାଣ୍ଡ !

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ ଘଟଣା ସମସ୍ତେ ଜାଣିଛନ୍ତି । ପ୍ରସଙ୍ଗଟି ଆମ ସାମ୍ନାରେ ଘଟିଛି ଓ ବେଶ ତାଜା ଅଛି । ଗଂଜାମ ଜିଲ୍ଲାର ଗୋଳନ୍ଥରାରେ ବିଜୁଳି ତାର ଚଳନ୍ତା ବସରେ ଲାଗିଗଲା । କନିଆ ଘରକୁ ଯାଉଥିବା...

ବନ୍ଦ ‘ବନ୍ଦ’ ହେଉ…

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ‘ପଲିଟିକସ ଫଲିଟିକସ’... କୌଣସି ଅର୍ଥନୈତିକ ପରିସଂଖ୍ୟାନ କି ପୂର୍ବ ମାମଲାର ରେକର୍ଡ଼ ନେଇ ଏ ଲେଖା ମୁଁ ଲେଖୁନି । ସଂପୂର୍ଣ୍ଣ ଭାବେ ମାନବିକ ଆବେଗ ଅନୁସାରେ ଏହାକୁ ଲେଖୁଛି । ଯେଉଁ ଭାବରେ ଗୋଟିଏ ବନ୍ଦ’...

ପିଆଜ ବୋମା…

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ ରାଜ୍ୟରେ ପିଆଜ ଦର ୧୫୦ ଛୁଇଁଲାଣି କେବେଠାରୁ । ରାଜ୍ୟର କେଉଁ ଇଲାକାରେ କେତେ ଦାମରେ ପିଆଜ ବିକ୍ରି ହେଉଛି, କେହି ତାର ହିସାବ ରଖୁ ନାହାନ୍ତି । କୋଉ ଦିନ ୧୨୦ ଟଙ୍କାରେ...

ଶୀଘ୍ର ପଦକ୍ଷେପ ନିଅ

ପ୍ରତି ବୁଧବାର ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକିସ ଚଳିତ ବିଧାନସଭାରେ ଏକ ଭୟାନକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲାର ପରିସଂଖ୍ୟାନ ରାଜ୍ୟରେ ମହିଳାଙ୍କ ପ୍ରତି ସମ୍ମାନ ବିଶେଷ କରି କୁନି କୁନି ଝିଅ...

ଠିକା ଚାକିରି

ଠିକା ଚାକିରି ଜ୍ୟୋତି ପ୍ରକାଶ ମହାପାତ୍ର ‘ତୃପ୍ତି’ ବୋଲି ପ୍ରକଳ୍ପଟେ ୮-୧୦ ବର୍ଷ ତଳେ ରାଜ୍ୟ ସରକାର ଆରମ୍ଭ କରିଥିଲେ । ପଂଚାୟତିରାଜ ବିଭାଗ ଅଧୀନରେ । କାମ ଥିଲା- ମହିଳା ସଶକ୍ତିକରଣ ସାଙ୍ଗକୁ ମା’ମାନଙ୍କୁ ସ୍ୱାବଲମ୍ବୀ କରିବା । ପ୍ରକଳ୍ପ ଆରମ୍ଭ ସମୟରେ ମୁଁ...

ସ୍ୱାମୀ ସରପଞ୍ଚ

ସ୍ୱାମୀ ସରପଞ୍ଚ ଜ୍ୟୋତି ପ୍ରକାଶ ମହାପାତ୍ର ଯାଜପୁର ଜିଲ୍ଲାର ହରିଦାସପୁର ଏକଦମ ବକୁଟେ ଜାଗାଟେ । ପାହାଡ଼ ପାଖକୁ । ଖଣି ଖାଦାନ ଅଛି । ଛୋଟିଆ ଷ୍ଟେସନଟେ ଅଛି । ସେଇ ଜାଗାଟି ଏବେ ସାରାରାଜ୍ୟରେ ବେଶ ହଇଚଇ ସୃଷ୍ଟି କରିଛି । ମହିଳା...

ସାମ୍ବାଦିକ ଗାନ୍ଧୀ

ସାମ୍ବାଦିକ ଗାନ୍ଧୀ ଜ୍ୟୋତିପ୍ରକାଶ ମହାପାତ୍ର   ଗାନ୍ଧୀଙ୍କ ତିରୋଧାନର କିଛି ଦିନ ପରେ ଏ କଥା “ଦି ଇଣ୍ଡିଆନ୍ ଲିସନର୍’ ନାମକ ପତ୍ରିକା ଲେଖିଥିଲା । ୧୯୪୮ ମସିହା ଫେବୃଆରୀ ୨୨ ତାରିଖର ସଂସ୍କରଣରେ । ୧୯୪୭ ମସିହା ଶେଷ ଆଡ଼କୁ ସମସ୍ତେ ଅନୁରୋଧ କଲେ ଗାନ୍ଧୀଙ୍କୁ ରେଡ଼ିଓରେ...

ସାହିତ୍ୟ