ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା, ପଥରେ ରଥରେ ମହାପ୍ରଭୁଙ୍କ ଲୀଳାଖେଳା…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରା ବିଶ୍ୱବ୍ୟାପି ବ୍ୟାପ୍ତ, ଏହି ସମୟରେ ଭାବର ଠାକୁର ଭକ୍ତମାନଙ୍କ ମନକଥା ବୁଝିବା ସହ କିଛିଦିନ ପାଇଁ ନିଜର କର୍ମସ୍ଥଳୀରୁ ବିରତି ନେଇ ଚାଲିଆସନ୍ତି ଭକ୍ତଙ୍କ ଗହଣରେ ବଡଦାଣ୍ଡକୁ ଘୋଷ ଯାତ୍ରାରେ । ଲୀଳାମୟ ମହାପ୍ରଭୁ ପଥରେ...

ରଥ ଉପରେ ଶ୍ରୀସୁଦର୍ଶନଙ୍କୁ ଆଉଜି ଶୋଇଲେ ସେବାୟତ, ଫଟୋ ହେଲା ଭାଇରାଲ୍

ପୁରୀ: ଏବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀରେ ଚାଲିଥିବା ବେଳେ ରଥ ଉପରେ ଜଣେ ବରିଷ୍ଠ ସେବାୟତ ଶ୍ରୀସୁଦର୍ଶନଙ୍କ ଉପରେ ଆଉଜି ଶୋଇଥିବାର ଫଟୋ ଭାଇରାଲ୍ ହୋଇ ଆଲୋଡ଼ନ ସୃଷ୍ଟି କରିଛି । ମିଳିଥିବା ସୂଚନାନୁଯାୟୀ, ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ଉପରେ ବରିଷ୍ଠ ଦଇତାପତି...

ବାହୁଡାଯାତ୍ରା ଲାଗି ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବାହୁଡା ଯାତ୍ରା ଆଗାମୀ ୧୨ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି । ମାଉସୀମା ଘରକୁ ବୁଲି ଯାଇଥିବା ଚତୁର୍ଦ୍ଧା ମୂରତି ଏବେ ଫେରିବେ ବଡ ଦେଉଳକୁ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ...

ଆଜି ଦକ୍ଷିଣମୋଡ ହେବ ତିନି ରଥ

ପୁରୀ : ହେରାପଞ୍ଚମୀର ସମାପ୍ତି ପରେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହେଉଛି । ଏହି ଅବସରରେ ମଙ୍ଗଳବାର ଦିନ ତିନି ରଥକୁ ଦକ୍ଷିଣମୋଡ କରାଯିବ । ପ୍ରଚଳିତ ପ୍ରଥାନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥ ସର୍ବପ୍ରଥମେ ଟଣା ହୋଇଥାଏ, ତାପରେ ବଳଭଦ୍ରଙ୍କ...

ଆଜି ହେରାପଞ୍ଚମୀ: ଲକ୍ଷ୍ମୀ ସାଆନ୍ତାଣୀଙ୍କ ବିଛେଦ ବେଦନା ଓ ମାନ ଅଭିମାନର ଦିନ

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ଆଜି ଠାକୁରମାନଙ୍କ ରଥ ନେବ ଦକ୍ଷିଣମୋଡ଼ । ଶ୍ରୀମନ୍ଦିରରେ ନାହାଁନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥ ତାଙ୍କୁ କିଛି ନ’କହି ଭାଇ-ଭଉଣୀଙ୍କ ସହିତ ଚାଲିଯାଇଛନ୍ତି ବୁଲିବାକୁ ରଥରେ । ମାଆ ଲକ୍ଷ୍ମୀ ସାଆନ୍ତାନଣୀ ମାନ-ଅଭିମାନରେ ବସି...

ଆଜି ଶ୍ରୀଜିଉଙ୍କ ‘ବନକଲାଗି’ ନୀତି, ବନ୍ଦ ରହିବ ଦର୍ଶନ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନି ଠାକୁର ଭକ୍ତମାନଙ୍କୁ ଦର୍ଶନ ଦେଉଥିବାବେଳେ ଶନିବାର ଦିନ ସେମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ମିଳିଥିବା ସୂଚନାନୁଯାୟୀ ଆଜି ମଧ୍ୟାହ୍ନ ଧୂପ ଓ ଭୋଗ ମଣ୍ଡପ ନୀତି ପରେ ଭଗବାନଙ୍କ ବନକଲାଗି ନୀତି ହେବ ।...

ବାରିପଦାରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ରଥଟଣା

ବାରିପଦା : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଗୋଟିଏ ଦିନପରେ ଆଜି ବାରିପଦାରେ ଅନୁଷ୍ଠିତ ହେଉଛି ରଥଯାତ୍ରା । ଏଥିପାଇଁ ବାରିପଦା ସହର ଚଳଚଞ୍ଚଳ ହୋଇଉଠିଛି । ମିଳିଥିବା ସୂଚନାନୁଯାୟୀ ଗୁରୁବାର ସକାଳୁ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରିତିନିତୀ ଅନୁଯାୟୀ ପୁଜାର୍ଚ୍ଚନା...

ଆଜି ଅପରାହ୍ନରେ ଆଡପ ମଣ୍ଡପ ବିଜେ କରିବେ ତିନି ଠାକୁର

ପୁରୀ : ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଭାଇ ଓ ଭଉଣୀଙ୍କ ସହ ରଥାରୂଢ କାଳିଆ ଠାକୁର ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ଅପରାହ୍ନରେ ଶ୍ରୀଜିଉମାବେ ଆଡପ ମଣ୍ଡପକୁ ବିଜେ କରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠାକୁରଙ୍କ ପହଣ୍ଡି ନେଇ...

ମୁମ୍ବାଇରେ ‘ଜୟ ଜଗନ୍ନାଥ’ ଧ୍ୱନୀ ସହ ଗଡ଼ିଲା ରଥ…

ମୁମ୍ବାଇ: ମୁମ୍ବାଇରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରୁ ଶ୍ରୀଜିଉଙ୍କ ରଥ ବାହାରି ସେକ୍ଟର ୧୨ସ୍ଥିତ ଶିବ ମନ୍ଦିର ନିକଟ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ହୋଇଥିଲା । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ...

ପୁରୁଣା ଭୁବନେଶ୍ୱରର ୩ଟି ସ୍ଥାନରେ ରଥଯାତ୍ରା

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ୩ଟି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜମେଶ୍ୱର ପାଟଣାର ଶ୍ରୀଜଗନ୍ନାଥ କମିଟି ପକ୍ଷରୁ ଛୋଟ ପିଲାଙ୍କ ରଥ ଯାତ୍ରାର ରଥ ଯାତ୍ରାରେ କୁନିକୁନି ପିଲାମାନେ ନାରାୟଣୀ ମନ୍ଦିରରୁ ଶ୍ରୀଜିଉଙ୍କୁ ପହଣ୍ଡି ଓ ରଥରେ ପୂଜା ପରେ ରଥଟଣା...

ସାହିତ୍ୟ