Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମ ଆରାଧ୍ୟ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା କହିବା ସହ ମୋର ପୂଜ୍ୟ ଦୀକ୍ଷା ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲିନ ହେବାପରର କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲି । ଏତେ ଦିନ ଧରି ମୋର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : କୋଟି ବ୍ରହ୍ମାଣ୍ଡର ପ୍ରଭୁ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ଜଗତ ଠାକୁର ଶ୍ରୀ ଜଗନ୍ନାଥ କୋଟି ବ୍ରହ୍ମାଣ୍ଡର କର୍ତ୍ତା । ତାଙ୍କ ପ୍ରତ୍ୟେକଟି ଲୋମ କୂପରେ ଅନେକ ବ୍ରହ୍ମାଣ୍ଡ ମାଲମାଳ ହୋଇ ବିରାଜମାନ କରୁଛି । ଏହିସତ୍ୟ ଦ୍ୱାପର ଯୁଗରେ ବିଶ୍ଵରୂପ ଦର୍ଶନ ସମୟରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମୁକ୍ତିର ପଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମୁକ୍ତି ଦାତା ଶ୍ରୀ ଜଗନ୍ନାଥଙ୍କୁ ଅନ୍ତରଙ୍ଗ ଭକ୍ତଟିଏ ମୁକ୍ତି ଛଡା ଅନ୍ୟକିଛି ମାଗିପାରେନି । ମୁକ୍ତି ମାର୍ଗର ତିନୋଟି ପଥ ହେଲା ଜ୍ଞାନ, କର୍ମ ଓ ଭକ୍ତି, ଜ୍ଞାନ ଓ କର୍ମ ନିଷ୍ଠାପର ତଥା କଠୋର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରଂବ୍ରହ୍ମଙ୍କ ଉପଲବ୍ଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁରୂପ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଉପାସନା ବିନା ଶାସ୍ତ୍ର ନିର୍ଦ୍ଦେଶିତ ପରଂବ୍ରହ୍ମଙ୍କୁ ସର୍ବୋତ୍ତ ଭାବେ ଜାଣିବା କଷ୍ଟକର । ଆପଣ ଯେତେ ପାପ ବା ପୁଣ୍ୟ କରନ୍ତୁ ଶ୍ରୀଜଗନ୍ନାଥଙ୍କ ଶରଣ ବିନା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତିମାନ କିଏ ?

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । କରୁଣାମୟ ଶ୍ରୀ ଜଗନ୍ନାଥ, ନିଜ ମୁଖରେ ସ୍ୱୀକାର କରିଛନ୍ତି ଯେ “ଭକ୍ତିମାନ ଯ ସ ମେ ପ୍ରିୟ । ” ତେବେ ଏ ଜଗତରେ ଭକ୍ତିମାନ କିଏ ? ଆମେ ଜାଣିଛେ ସାଧାରଣରେ ଯିଏ ଭକ୍ତ ସେହିଁ ଭକ୍ତିମାନ,ସିଏ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଆତ୍ମା ସ୍ଵରୂପ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଆତ୍ମା ସ୍ୱରୂପ ଶ୍ରୀ ଜଗନ୍ନାଥ । ଆଜି ପର୍ଯ୍ୟନ୍ତ ଆମେ ଆଲୋଚନା କଲେ ମୁଖ୍ୟତଃ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଜଗନ୍ନାଥଙ୍କ ବିଷୟରେ । ଏଠି ଗୋଟିଏ ଭାଗବତ ଉକ୍ତି ମନେପଡୁଛି : “ସକଳ ପ୍ରାଣୀ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀଜଗନ୍ନାଥଙ୍କ ଉପାସନା ଧାରା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରେମଭକ୍ତିର ଠାକୁର ଶ୍ରୀଜଗନ୍ନାଥଙ୍କୁ ନିଜର ଇଷ୍ଟ ବୋଲି ସ୍ୱୀକାର କରିଥିବା ମହାତ୍ମା ଓ ଆଚାର୍ଯ୍ୟମାନେ ପ୍ରଥମେ କିନ୍ତୁ ଅନ୍ୟ ଉପାସନା ଧାରାରେ ନିଜ ନିଜକୁ ପ୍ରତିଷ୍ଠିତ କରାଇଥିଲେ ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପ୍ରାଣ ହିଁ ଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣ ହିଁ ଜଗନ୍ନାଥ। ବିଭିନ୍ନ ପ୍ରକାର ଶରୀର (ଦେହ )ମାନଙ୍କ ମଧ୍ୟରେ ଆତ୍ମା ନିତ୍ୟ ବସ୍ତୁ ହିସାବରେ ବିରାଜମାନ କରିଥାଏ । ଏହି ପ୍ରାଣ (ଆତ୍ମା), ଆମର ଜଡ଼ ଦେହକୁ ଜୀବନ ପ୍ରଦାନ କରି ଚଳଚଞ୍ଚଳ କରେ…

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ରୋହିଣୀ କୁଣ୍ଡ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକଟ ପୂର୍ବରୁ, କାରଣ ବାରି ପୂର୍ଣ୍ଣ ମୁକ୍ତିପ୍ରଦ ରୋହିଣୀକୁଣ୍ଡ ଓ ଅକ୍ଷୟବଟ (ବର୍ତ୍ତମlନ କଳ୍ପବଟ )ମଧ୍ୟ ସ୍ଥଳରେ ସ୍ଵର୍ଣ ପଦ୍ମ ଆସନରେ ନୀଳକାନ୍ତମଣି ଶରୀର ଧାରଣ…

ଆଲୋକର ପର୍ବ ଦୀପାବଳି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଭାରତୀୟମାନଙ୍କର ଦୀପାବଳି ଏକ ଆଲୋକର ପର୍ବ । ଏହି ପର୍ବ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ହୋଇ ଥିବାରୁ ଘରକୁ ରଙ୍ଗିନ୍ ସାଜସଜ୍ଜା ସହ ମାଟି ନିର୍ମିତ ଦୀପ ଜାଳି କରି ଏହି ପର୍ବକୁ ପାଳନ…