Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗୋପୀ ଭାବ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କଠାରେ ଅନୁରାଗ ପ୍ରକାଶ କରିବା ହିଁ ଭକ୍ତି, ଏକଥା କହିବା ମାତ୍ରେ ସମସ୍ତେ କହିବେ। ଏହାତ ସ୍ୱାଭାବିକ କଥା । ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ପାଖରେ କାହାର ଅନୁରାଗ ନାହିଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତିର ନିଦର୍ଶନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କଠାରେ ନିଜର ଅନୁରୂକ୍ତି ବା ଅନୁରାଗ ପ୍ରକାଶ କରିବା ହିଁ ଭକ୍ତିର ନିଦର୍ଶନ ଏହା ଜାଣିବା ପରେ ଏହି ଅନୁରାଗ କିପରି ପ୍ରକାଶ କରିବା ବା ଏହାର ପ୍ରକୃତ ଉପାୟ କଣ ତାହା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅନୁରକ୍ତି ହିଁ ଭକ୍ତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶଙ୍ଖ ନାଭି ମଣ୍ଡଳରେ ଆମେ ଉପସ୍ଥିତ ହେବାପରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଯେଉଁ ଅନୁରାଗ ଜାତ ହୁଏ। ତାହା ହିଁ ଭକ୍ତି ବୋଲି ମହାତ୍ମା ଶାଣ୍ଡିଲ୍ୟ ମତ ପ୍ରକାଶ କରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶଙ୍ଖ ନାଭି ମଣ୍ଡଳ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ କ୍ଷେତ୍ର ମହାତ୍ମ୍ୟ ବର୍ଣ୍ଣନା କରିବା ସମୟରେ, ଇତିହାସର ଜଣେ ଅନନ୍ୟ ଭକ୍ତ ସାରିଆ ଭିକଙ୍କ କାଳଜୟୀ ରଚନା “ଥକା ମନ ଚାଲ ଯିବା, ଚକା ନୟନ ଦେଖିବା “କୁ ଉପସ୍ଥାପିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପୁରୁଷୋତ୍ତମ କ୍ଷେତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଯେପରି ସମସ୍ତ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ (ରାଜା )।ସେହିପରି ପୁରୁଷୋତ୍ତମ କ୍ଷେତ୍ର ମଧ୍ୟ ସର୍ବ କ୍ଷେତ୍ର ମଧ୍ୟରେ ରାଜା। ଏଣୁ କପିଳ ସଂହିତା ରେ କୁହାଗଲା –…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରମ ମୁକ୍ତି କ୍ଷେତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ନାମର ମାହାତ୍ମ୍ୟ ଯେତିକି, ସେତିକି ମହୀୟାନ ଏହି କ୍ଷେତ୍ର। ତେଣୁ ଏ କ୍ଷେତ୍ରର ନାମ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର । କେବଳ ସାଧୁ, ସନ୍ଥ, ଯୋଗୀ, ମୁନି, ବୈରାଗୀ ଅବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ନାମର ସ୍ୱାଦ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମର ସ୍ୱାଦ ଥରେ ଚାଖିଲେ ଦୁନିଆର ସମସ୍ତ ସ୍ୱାଦିଷ୍ଟ ପଦାର୍ଥ ସ୍ୱାଦ ହୀନ ଲାଗେ। ସେଥିପାଇଁ ସାଧକ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି : “ଖଣ୍ଡ ଖଣ୍ଡ ଗୁଡ଼ ଚିନି ଫେଣି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ କରି ବିପଦରୁ ରକ୍ଷା ପାଇଥିବା ପ୍ରାଣୀଙ୍କ ବିଷୟରେ ଚିନ୍ତା କରିବା ମାତ୍ରେ ଦୁଇଟି ଜୀବ ଆମ ମନକୁ ଆସନ୍ତି। ଗଜ ଓ ମୃଗୁଣୀ। ଓଡ଼ିଆ ମାନଙ୍କ କଣ୍ଠରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନାମ ସଙ୍କୀର୍ତ୍ତନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ କୀର୍ତ୍ତନ ଅଥବା ପାର୍ଥନା ଧ୍ୟାନ ଓ ସ୍ତବ ଉଚ୍ଚାରଣ  ଦ୍ୱରା କେବଳ ମନ୍ୟୁଷ ନୁହେଁ, ପଶୁ, ପକ୍ଷୀ, କୀଟ, ପତଙ୍ଗ ଆଦି ପ୍ରାଣୀମାନେ ମଧ୍ୟ ଉଦ୍ଧାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଆତ୍ମା ରୂପୀ ନାରାୟଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଜି ଆତ୍ମା ରୂପୀ ନାରାୟଣ ବୋଲି ବିବେଚନା କରିବା କାରଣ ନାମ ମହାତ୍ମ୍ୟ ବର୍ଣ୍ଣନା ସମୟରେ ମନରେ ବିଭିନ୍ନ ନାମକୁ ନେଇ ଯେଉଁ ଦ୍ଵନ୍ଦ ଉପୁଜିଲା ତାହା…