Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ପ୍ରଥମ ଥର ଓଡ଼ିଶା ଜନଜାତି ଶିଳ୍ପୀମାନେ ବିଦେଶ ମାଟିରେ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଓଡ଼ିଶାର ୧୫ ଜଣ ଜନଜାତି ଶିଳ୍ପୀ ଦୁବାଇଠାରେ ଆଦିବାସୀ ଜୀବନୀ ଓ ଚାଲିଚଳଣି ଚିତ୍ର ଅଙ୍କନ କରୁଛନ୍ତି । ପ୍ରଥମ ଥର ପାଇଁ ବିଦେଶ ମାଟିରେ, ହ୍ୟାଟ ପ୍ଲେସ ଦୁବାଇ ଅଲ ରିଗାଠାରେ ୩ ଦିନ ଧରି…

ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ୧୧୬ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗବେଷଣା କେନ୍ଦ୍ରର ପ୍ରେକ୍ଷାଳୟ ‘ଉତ୍କଳ ରଙ୍ଗମଞ୍ଚ’ ରେ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ୧୧୬ତମ ଜୟନ୍ତୀ ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ…

ଓଡ଼ିଶା ଲଲିତ କଳା ଏକାଡ଼େମର ରାଜ୍ୟସ୍ତରୀୟ ମହିଳା ଚିତ୍ର ଶିଳ୍ପୀ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ଲଲିତ କଳା ଏକାଡ଼େମୀ , ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ସ୍ଥାନୀୟ ପାନ୍ଥନିବାସଠାରେ ଆୟୋଜିତ ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର…

ମହାଶିବରାତ୍ରୀ: ଶିବଲିଙ୍ଗରେ ବେଲପତ୍ର ଦେଉଥିଲେ ମାନନ୍ତୁ ଏହି ନିୟମ

ଭୁବନେଶ୍ଵର: ମହାଶିବରାତ୍ରୀ ହିନ୍ଦୁମାନଙ୍କର ପ୍ରମୁଖ ପର୍ବ ଅଟେ । ଏହି ପର୍ବରେ ଭଗବାନ୍ ଶିବଙ୍କୁ ଆରାଧନା କରାଯାଇଥାଏ । ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀରେ ଶିବରାତ୍ରୀର ପାର୍ବଣ ଅବସର ପାଳନ ହୋଇଥାଏ । ପୁରାଣରେ ରହିଛି, ଏହିଦିନ ମଧ୍ୟରାତ୍ରୀରେ ଭଗବାନ୍ ଶିବ ରୁଦ୍ର ରୂପରେ ଅବତରଣ କରିଥିଲେ…

ଆଜି ପବିତ୍ର ଜାଗର: କାହିଁକି ପାଳନ କରାଯାଏ ମହାଶିବରାତ୍ରୀ

ଭୁବନେଶ୍ଵର: ଯେମିତି ବ୍ରତ ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବ୍ରତ, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର, ସେମିତି ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ। ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରୀ । ଭାରତୀୟ ଧାର୍ମିକ ସଂସ୍କୃତିରେ ଏହି ପର୍ବର…

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପରିଦର୍ଶନ ନବୀକରଣ କୃତ ସମ୍ମିଳନୀ କକ୍ଷ …

ମୁଖ୍ୟ ଶାସନ ସଚିବଙ୍କ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପରିଦର୍ଶନ ନବୀକରଣ କୃତ ସମ୍ମିଳନୀ କକ୍ଷ ଉଦଘାଟିତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଦ୍ୱାରା ଲୋକସେବା ଭବନ ସ୍ଥିତ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗରେ ନବୀକରଣ କରାଯାଇଥିବା ସମ୍ମିଳନୀ କକ୍ଷ…

ଓଡ଼ିଶା ଲଳିତ କଳା ଏକାଡେମୀର ମହିଳା ଚିତ୍ରଶିଳ୍ପୀ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ମହିଳା ଚିତ୍ରଶିଳ୍ପୀ ଶିବିର ସ୍ଥାନୀୟ ପାନ୍ଥନିବାସଠାରେ ଉଦ୍‌ଘାଟିତ ହୋଇଯାଇଛି । ଏକାଡେମୀର ସଚିବ ପଞ୍ଚାନନ ସାମଲ…

ମୃତ୍ୟୁ ପରେ କାହିଁକି ପଢାଯାଏ ଗରୁଡ ପୁରାଣ, ଜାଣନ୍ତୁ ଏହାର ମହତ୍ତ୍ଵ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଗରୁଡ ପୁରାଣ ଏକ ଗୁରୁତ୍ୱପୂର୍ଣ୍ଣ ପୁରାଣ | ୪ ବେଦ ପରେ ଏହା ହିନ୍ଦୁ ଧର୍ମର ଅନ୍ୟ ଏକ ପ୍ରମୁଖ ଗ୍ରନ୍ଥ ଅଟେ। ଏଥିରେ ଆଧ୍ୟାତ୍ମିକ, ଧାର୍ମିକ ଏବଂ ଦାର୍ଶନିକ ଜ୍ଞାନ ଚିତ୍ରିତ ହୋଇଛି | ଗରୁଡ ପୁରାଣରେ ଭଗବାନ ବିଷ୍ଣୁ ଏବଂ ତାଙ୍କ ଭକ୍ତ ଗରୁଡଙ୍କ ବାର୍ତ୍ତାଳାପ,…

ଶିବ ନବରାତ୍ରୀ: ଦେଖି ଆଶ୍ଚର୍ଯ୍ୟ ହେବେ ମହାକାଳଙ୍କର ଏହି ଶେଷନାଗ ବେଶ

ଉଜୈନି: ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱର ମନ୍ଦିରରେ ବାବା ମହାକାଳଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ଦିନ ବାବା ମହାକାଳ ବର ହେବେ । ସେଦିନ ତାଙ୍କ ଦେବୀ ପାର୍ବତୀଙ୍କ ସହ ବିବାହ ହେବ । କିନ୍ତୁ ଏହାପୂର୍ବରୁ ମହାକାଳ ମନ୍ଦିରରେ…

କେବେ ପଡୁଛି ହୋଲି, କିପରି କରିବେ ହୋଲିକା ଦହନ

ଭୁବନେଶ୍ଵର: ହିନ୍ଦୁ ଧର୍ମ ଅନୁସାରେ ହୋଲି ପର୍ବର ବିଶେଷ ମହତ୍ତ୍ୱ ରହିଛି । ଏହି ପର୍ବ ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । କିନ୍ତୁ ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ ହୋଇଥାଏ । ଏହାକୁ ଛୋଟ ହୋଲି ମଧ୍ୟ କୁହାଯାଏ । ଏହି ଦିନ, ସୂର୍ଯ୍ୟାସ୍ତ ପରେ ହୋଲିକାଙ୍କୁ…