Latest Odisha News

BREAKING NEWS

Browsing Category

ରହସ୍ୟ

ଭୟାନକ ରେଳଷ୍ଟେସନ୍ : ରାତି ହେଲେ ଶୁଭେ କାନ୍ଦିବା ଓ ଚିତ୍କାର ଶଦ୍ଦ, ଯିବାକୁ ଭୟ କରନ୍ତି ଲୋକ

ନୂଆଦିଲ୍ଲୀ : ଭାରତରେ ହଜାର ହଜାର ରେଳଷ୍ଟେସନ ରହିଛି  । ଯେଉଁଠି ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରନ୍ତି  । କିନ୍ତୁ ଦେଶରେ ଏମିତି କିଛି ରେଳଷ୍ଟେସନ ରହିଛି , ଯେଉଁଠାକୁ ଯିବାକୁ ଲୋକେ ଭୟ କରନ୍ତି  । ଆସନ୍ତୁ ଜାଣିବା ସେମିତି କିଛି ରେଳଷ୍ଟସନ ସମ୍ପର୍କରେ । ପଶ୍ଚିମବଙ୍ଗର ପୁରୁଲିଆ…

ରହସ୍ୟମୟ ଏହି ପୁସ୍ତକ: ଯାହାର ଓଜନ ୮୫ କିଲୋ, ପଢୁ ପଢୁ ଲୋକେ ହୋଇଯାଆନ୍ତି ପାଗଳ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପୁସ୍ତକ ଓ ଗ୍ରନ୍ଥ ରହିଛି । ସେଥିମଧ୍ୟରୁ ଆପଣମାନେ ଅନେକ ପ୍ରକାରର ପୁସ୍ତକ ମଧ୍ୟ ପଢିଥିବେ । କିନ୍ତୁ କେବେ ଆପଣ ଦୁନିଆର ସବୁଠାରୁ ଭୟଙ୍କର ପୁସ୍ତକ ପଢିଛନ୍ତି କି? ଏବେ ମଧ୍ୟ ରହସ୍ୟଘେରରେ ଏହି ୭୦୦ ବର୍ଷ ପୁରୁଣା ପୁସ୍ତକ । କୁହାଯାଏ କି ଏହା ସୈତାନମାନଙ୍କର…

ମଣିଷଠାରୁ ଭିନ୍ନ ରାସାୟନିକ ପ୍ରକ୍ରିୟାରେ ଏଲିୟନ୍ସଙ୍କ ଜନ୍ମ !

ନୂଆଦିଲ୍ଲୀ: ଏଲିୟନ୍ସଙ୍କ ଅସ୍ତିତ୍ୱ ନେଇ ବୈଜ୍ଞାନିକମାନେ ଗବେଷଣା ଜାରୀ ରଖିଛନ୍ତି । ଏବେ ଗବେଷକମାନେ ଏକ ମହତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଯେଉଁ ରାସାୟନିକ ପ୍ରକ୍ରିୟା ଏବଂ ପରିବେଶରେ ମନୁଷ୍ୟର ସୃଷ୍ଟି ତା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏଲିୟନ୍ସ ଉତ୍ପତି…

ରହସ୍ୟମୟ ମନ୍ଦିର: ନୀଳ ପଡିଯାଏ କ୍ଷୀରର ରଙ୍ଗ, ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରେ ଏହାର ରହସ୍ୟ

କେରଳ: ଆମ ଦେଶ ଭାରତରେ ମନ୍ଦିରର ଅଭାବ ନାହିଁ । ଏଠାରେ ଏପରି ଅନେକ ମନ୍ଦିର ଅଛି, ଯାହାର ରହସ୍ୟ ସାଧାରଣ ଲୋକଙ୍କୁ ତ ଛାଡ ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରେ । ତେବେ କେରଳରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ କ୍ଷୀର ଢାଳିବା ପରେ ଏହାର ରଙ୍ଗ ନୀଳ ହୋଇଯାଏ । କେରଳର…

୭୦୦ଫୁଟ ଗଭୀର ଗୁମ୍ଫାରୁ ମିଳିଲା ରହସ୍ୟମୟ ପୋଖରୀ, ଲୋକେ ଦେଖି ହୋଇଗଲେ ତାଜୁବ

ନୂଆଦିଲ୍ଲୀ: ଆମେରିକାର ନିଉ ମେକ୍ସିକୋରେ ଆବିଷ୍କୃତ ହୋଇଛି 'କ୍ଷୀରରେ ପରିପୂର୍ଣ୍ଣ' ଏକ ରହସ୍ୟମୟ ପୋଖରୀ | ଲେଚୁଗୁଇଲା ଗୁମ୍ଫାରେ କାର୍ଲସବେଡ କେଭର୍ସର ୭୦୦ ଫୁଟ ତଳୁ ଏହାର ଆବିଷ୍କାର ହୋଇଛି । ଏହା ଦୁନିଆର ସବୁଠୁ ବଡ ଏବଂ ଗଭୀର ଗୁମ୍ଫା ମଧ୍ୟରୁ ଅନ୍ୟତମ । ଆଜି ଯାଏଁ ଏହି ରହସ୍ୟମୟୀ ପୋଖରୀ…

ଏପରି ରାସ୍ତା ଯାହାକୁ ତିଆରି କରାଯାଇଛି ମଣିଷ ହାଡରେ, ଏଥିପାଇଁ ଦିଆଯାଇଛି ୧୦ ଲକ୍ଷଙ୍କ ବଳି

ନୂଆଦିଲ୍ଲୀ: ଆପଣମାନେ ଜାଣିଥିବେ ଯେ ଦୁନିଆର ଅନେକ ରାସ୍ତା ଅନେକ ଜିନିଷ ପାଇଁ ବେଶ ଜଣାଶୁଣା । କେତେକ ଲମ୍ବା ରାସ୍ତା, କେତେକ କ୍ଷୁଦ୍ରତମ କିମ୍ବା କେତେକ ବିଶ୍ୱର ସବୁଠାରୁ ପ୍ରଶସ୍ତ ଭାବରେ ବେଶ ଲୋକପ୍ରିୟ । କିନ୍ତୁ, ଆପଣ କେବେ ମଣିଷର ହାଡରେ ନିର୍ମିତ ରାସ୍ତା ବିଷୟରେ ଶୁଣିଛନ୍ତି କି?…

ସୃଷ୍ଟି ସର୍ଜନାକାରୀ ବିଶ୍ଵକର୍ମା, ଜାଣନ୍ତୁ ଦାରୁଦିଅଁଙ୍କୁ ଗଢିବାର ରହସ୍ୟ

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ତଥା ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ । ପୁରାଣ କାଳରେ ଦେବତାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ମହଲ ନିର୍ମାଣ କରୁଥିଲେ ବିଶ୍ୱକର୍ମା । ତେଣୁ ବିଶ୍ୱକର୍ମାଙ୍କୁ ଶିଳ୍ପୀ ମାନଙ୍କର ଦେବତା ବୋଲି…

ଅଜବ ଗଜବ: ଗଛରେ ଫଳନ୍ତି ଉଲଗ୍ନ ମହିଳା, ଆପଣ ବି ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆପଣ ମାନେ ଗଛରେ  ବିଭିନ୍ନ ପ୍ରକାର ଫଳ ଫୁଲ ହୋଇଥିବା ଦେଖିଥିବେ । କିନ୍ତୁ କ’ଣ କେବେ ଆପଣ ଗଛରେ ଜଣେ ଉଲଗ୍ନ ମହିଳାଙ୍କୁ ଫଳିଥିବାର ଦେଖିଛନ୍ତି କି ? ଏବେ ଆପଣ ଭାବୁଥିବେ ଏଟଟା କିପରି ସମ୍ଭବ । ଗଛରେ ପୁଣି ଉଲଗ୍ନ ମହିଳା ! କଥାଟା ଆପଣଙ୍କୁ ଯେତେ ଆଶ୍ଚର୍ଯ୍ୟ ଲାଗୁଛି ସେତେ…

ରହସ୍ୟମୟ ଦୁର୍ଗ: ଏଠାକୁ ଯିବା ତ ସହଜ କିନ୍ତୁ ଫେରିବା କଷ୍ଟ

ମୁମ୍ବାଇ: ଭାରତରେ ଏପରି ଅନେକ ଦୁର୍ଗ ଅଛି ଯାହା ରହସ୍ୟରେ ଘେରି ହୋଇ ରହିଛି । ଯାହା ଦେଖିବାକୁ ତ ବହୁତ ସୁନ୍ଦର ଲାଗିଥାଏ ମାତ୍ର ସେଠାକୁ ଗଲେ ଲୋକ ମୃତ୍ୟୁ ମୁଖରେ ପଟିଥାନ୍ତି । ତେବେ ଆମ ଦେଶରେ ଏପରି ଏକ ଦୁର୍ଗ ଅଛି ଯେଉଁଠିକି କେହିବି ତ ସହଜରେ ଯାଇପାରିବ ମାତ୍ର ସେଠାରୁ ଫେରିବା ଏତେ ସହଜ…

ରହସ୍ୟମୟ ଗାଁ, ଏହି ଗାଁକୁ ଯିଏ ଯାଇଛି ସେ ଆଉ ଫେରିନାହିଁ

ନୂଆଦିଲ୍ଲୀ: ଦୁନିଆରେ ଏମିତି କିଛି ସ୍ଥାନ ରହିଛି ଯାହା ପଛରେ ଲୁଚି ରହିଥାଏ ଅନେକ ଗୁଡିଏ ରହସ୍ୟ । ଯାହାକୁ ଶୁଣିଲେ ମଣିଷ ନିଜେ ନିଜକୁ ବି ବିଶ୍ୱାସ କରିପାରେନି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ କଥା କହିବୁ ଯାହାକୁ ଶୁଣିଲେ ଆପଣ ବି କହିବାକୁ ଲାଗିବେ ସତରେ କ’ଣ ଏମିତି ହୋଇ ପାରେ…