Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

ପାଠକୀୟ ସ୍ୱୀକୃତି ହିଁ ଲେଖକ ପାଇଁ ପ୍ରକୃତ ସମ୍ମାନ : ବନ୍ଦିତା ଦାଶ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ବନ୍ଦିତା ଦାଶ । ଗଳ୍ପ, ଉପନ୍ୟାସ, କବିତା, ଶିଶୁ ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ…

ସାହିତ୍ୟର ସୂକ୍ଷ୍ମ ସୁଖ ଆହରଣଠୁ ବଳି ବଡ଼ ଅନୁଭବ ନାହିଁ : ବାଦଲ ମହାନ୍ତି

ଲେଖକ ହୁଅନ୍ତୁ ବା କବି ଅବା ଆଲୋଚକ, ଯେକୌଣସି ପୁସ୍ତକ ପ୍ରକାଶନ ପଛରେ ପ୍ରକାଶକଙ୍କର ସବୁଠାରୁ ବଡ଼ ଦାୟିତ୍ୱ ରହିଥାଏ। ପ୍ରକାଶକ ହିଁ ପୁସ୍ତକ ଆଉ ଲେଖକର ମଧ୍ୟରେ ଯୋଗସୂତ୍ରର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ପ୍ରକାଶକ ଯଦି ଜଣେ ଲେଖକ ହୋଇଥାନ୍ତି ତେବେ ତାହା ମଣିକାଞ୍ଚନର ସଂଯୋଗ ବୋଲି…

ଆତ୍ମସନ୍ତୋଷ ହିଁ ମୋର ସାହିତ୍ୟ ସର୍ଜନାର ପ୍ରେରଣା : ଦୀପିକା ଦାଶ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଦୀପିକା ଦାଶଙ୍କ ସହ ‘ସ୍ୱଳ୍ପ ଆଳାପ’…

ପଣସ ମଞ୍ଜିରୁ କଫି ଓ ପାୟସମ କରି ସ୍ୱାବଲମ୍ବୀ ହେଲେ ଜୈମି

କେରଳ: ପଣସ ମଞ୍ଜି ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ସାଧାରଣତଃ ଏହାକୁ ଭାଜି, ପୋଡି କିମ୍ବା ତରକାରୀରେ ରାନ୍ଧି ଖିଆଯାଇଥାଏ । ହେଲେ ପଣସ ମଞ୍ଜିରୁ କଫି କିମ୍ବା ଖିରି ପ୍ରସ୍ତୁତ ହେବା କଥା କେହି କଳ୍ପନା କରି ନଥିବେ । ତେବେ କେରଳର ଜୈମି ସାଜି ପଣସ ମଞ୍ଜିକୁ ଦେଇଛନ୍ତି ଏକ ନୂଆ…

ଗଛ ମାନବ ଶ୍ରୀନାଥ, ଜୀବନ କାଳ ମଧ୍ୟରେ ଲଗାଇଛନ୍ତି ୨୦୦୦ରୁ ଉର୍ଦ୍ଧ୍ୱ ଗଛ

ବାରିପଦା: ନିଜର ଉଦ୍ୟମ ଓ ଚେଷ୍ଟା ବଳ ରେ ଆଜି ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ସେ ଉଦାହରଣ। ହଜାର ହଜାର ଗଛ ଲଗାଇ ସେ ଆଜି ଗଛ ମାନବ ଭାବେ ବେଶ ପରିଚିତ। ଖାଲି ସେତିକି ନୁହେଁ ନିଜେ ଗଛ ଲଗାଇବା ସହିତ ଅନ୍ୟ ମାନେ କିଭଳି ଗଛ ଲଗାଇବେ ସେନେଇ ନିଜର ଉଦ୍ୟମ ଜାରି ରଖିଛନ୍ତି ସେ। ଏ ହେଉଛି…

ଅର୍ଥ ଅଭାବରୁ ହରାଇଥିଲେ ପୁଅ; ଏବେ ୨୨ହଜାର ମହିଳାଙ୍କୁ ଦେଉଛନ୍ତି ରୋଜଗାର

ରାଜସ୍ଥାନ: ରାଜସ୍ଥାନ ବାଡ଼ମେର ଜିଲ୍ଲାର ଏକ ଛୋଟ ଗାଁ ରାବତସର । ସେହି ଗାଁର ବୋହୁ ୩୩ ବର୍ଷିୟ ଫେସନ ଡିଜାଇନର ରୁମାଦେବୀଙ୍କ ଜୀବନ ଅନେକ ରୋମାଞ୍ଚରେ ଭରା । ୫ବର୍ଷ ବୟସରେ ମାଙ୍କୁ ହରାଇଥିବା ରୁମା ନିଜ ପିତାଙ୍କ ଦ୍ୱିତୀୟ ବିବାହ ପରେ ଆଇଙ୍କ ପାଖରେ ରହି ବଡ଼ ହୋଇଥିଲେ । ଆଇଙ୍କ ନିକଟରେ ରହି…

କରଜ କରି ସାକ୍ଷାତକାରରେ ଯାଇଥିଲେ ଦିନମଜୁରିଆଙ୍କ ଝିଅ ;ତୃତୀୟ ପ୍ରୟାସରେ ପାଇଥିଲେ ଆଇଏଏସ

ଥିରୁଅନନ୍ତପୁରମ: ୟୁପିଏସସି ପରୀକ୍ଷା ଫଳ ପ୍ରକାଶନ ପରେ ପରେ ଅନେକ ରୋଚକ କାହାଣୀ ସାମ୍ନାକୁ ଆସିଥାଏ । ସେଥିରୁ କେତେକ ଘଟଣା ପ୍ରେରଣାଦାୟୀ ହୋଇଥିବା ବେଳେ ମିଳିଥାଏ ଅନେକ ଶିକ୍ଷା । ଏଭଳି ଏକ ପ୍ରେରଣାଦାୟକ କାହାଣୀ ହେଉଛି କୁରିଚିୟା ଆଦିବାସୀ ଝିଅ ଶ୍ରୀଧନ୍ୟା ସୁରେଶଙ୍କର । ବାପା ଦିନ…

ଆବର୍ଜନା ଦେଲା ରୋଜଗାର; ମାସିକ ଆୟ ୫ଲକ୍ଷ

ବାରାଣସୀ : ବାରାଣସୀର ଶିଖା ଶାହା । ବି ଟେକ ପରେ ଭଲ ଦରମାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କରୁଥିଲେ କାମ । ହେଲେ ଚାକିରୀ ତାଙ୍କୁ ଦେଇ ପାରିନଥିଲା ଆତ୍ମତୃପ୍ତି । ଦିଲ୍ଲୀରୁ ପରିବେଶ ବିଜ୍ଞାନରେ ସ୍ନାତକ ହାସଲ କରିବା ପରେ ଶିଖା ଅନୁଭବ କଲେ ଯେ ଅନେକ ଲୋକ ପରିବେଶ ପ୍ରତି ଧ୍ୟାନ…

ସାବତ ମା’ର ଏସିଡ ମାଡ ଶରୀରକୁ କୁରୂପ କରିଦେଲା, ତଥାପି ଜୀବନ ଯୁଦ୍ଧରେ ଚମକୁଛନ୍ତି ରୂପା

ଉତ୍ତରପ୍ରଦେଶ: ମା, କେତେ ମିଠା ଶବ୍ଦଟିଏ । ସନ୍ତାନ ପାଇଁ ମା’ ର ମନ ସବୁବେଳେ ବ୍ୟାକୁଳ । ସନ୍ତାନର ଶୁଭ ମନାସି ମା କରେ କେତେ ପୁଜା ପାଠ । ଆଉ ଯେତେବେଳେ ସେଇ ମା ସ୍ନେହ ମମତା ଭୁଲି ରାକ୍ଷାସି ପାଲଟି ଯାଏ ସେତେବେଳେ ଗୋଟେ ସନ୍ତାନ ପାଇଁ ତାର ପୁରା ପୃଥିବୀ ନିଷ୍ତବ୍ଦ ହୋଇଯାଏ । କ୍ରୋଧର…

ବମ୍ ବିସ୍ଫୋରଣରେ ହରେଇଲେ ହାତ, ହେଲେ ଭାଗ୍ୟ ଦେଲା ସାଥ୍, ଆଉ ଏବେ …..

ଜୟପୁର: କୁହନ୍ତି ଇଛା ଶକ୍ତି ଆଗରେ ହାର୍ ମାନେ ସବୁ କଠିନ ପରିସ୍ଥିତି । ଯଦି ଇଛା ଶକ୍ତି ଦୃଢ଼ ଥାଏ ତେବେ ସବୁକିଛି ସମ୍ଭବ । ଆଜି ଆମେ ଆପଣଙ୍କୁ ଜଣେ ସେହିପରି ମହିଳାଙ୍କ ବିଷୟରେ କହିବୁ ଯିଏ ନିଜର ଇଛା ଶକ୍ତି ଦ୍ୱାର ଜଣେ ପ୍ରସିଦ୍ଧ ମୋଟିଭେସନଲ ସ୍ପିକର ହୋଇପାରିଛନ୍ତି । ନାଁ ତାଙ୍କର…