Latest Odisha News

BREAKING NEWS

Browsing Category

ଲେଖକ

ଗାନ୍ଧୀଙ୍କୁ ‘ମହାତ୍ମା’ ଉପାଧି ଦେଇଥିବା ରବୀନ୍ଦ୍ରନାଥ ଟାଗୋରଙ୍କ ଆଜି ପୁଣ୍ୟତିଥି

ଭୁବନେଶ୍ୱର: ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କର ଆଜି ହେଉଛି ୭୯ତମ ପୁଣ୍ୟତିଥି । ୧୯୪୧ ମସିହା ଅଗଷ୍ଟ ୭ରେ ତାଙ୍କର ଦେହାନ୍ତ ଘଟିଥିଲା । କବିତା, ସାହିତ୍ୟ, ଦାର୍ଶନ, ନାଟକ, ସଙ୍ଗୀତ ଓ ଚିତ୍ରକର ଭଳି ବହୁଗୁଣ ପ୍ରତିଭାର ଅଧିକାରୀ ଥିଲେ ସେ । ତାଙ୍କୁ ‘ବଙ୍ଗଳାର ପକ୍ଷୀ’ ବୋଲି ମଧ୍ୟ…

ହଠାତ ପାଉଁଶ ପାଲଟି ଯାଇଥିବା ମନୋଜ କୁମାର ପଣ୍ଡାଙ୍କ ଗପକୁ ନେଇ କେତୋଟି ଛୋଟ ଛୋଟ କଥା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗପର କାରିଗରୀ ବଲାଙ୍ଗୀର ଭଳି ଗୋଟେ ଉତ୍ତପ୍ତ ସହରରେ ସେ ନିଜ ଘରର ନାମ ରଖିଥିଲେ “ଇଗଲୁ”। ଇଟା ପଥରର ଏ ଘର ଭିତରେ ସେ ଥିଲେ ଏକ ବିଚିତ୍ରକର୍ମା ଏସ୍କିମୋ। ଏଇ ଇଗଲୁ ଭିତରେ ତାଙ୍କର ଶବ୍ଦର ଜଗତ। ମୋର ମନେ ଅଛି, ୧୯୯୨-୯୩ରେ ଯେତେବେଳେ ତାଙ୍କର…

ବିଶିଷ୍ଟ ଓଡିଆ ଲେଖକ ମନୋଜ କୁମାର ପଣ୍ଡାଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଲେଖକ ମନୋଜ କୁମାର ପଣ୍ଡାଙ୍କର ଗୁରୁବାର ଦିନ ବଲାଙ୍ଗିର ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲେ। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱର୍ଗତଃ ପଣ୍ଡା ଗତକାଲି ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା…

ଲକଡାଉନ୍ ଡାଏରୀ : ଗାଳ୍ପିକ ଅମରେଶ ବିଶ୍ୱାଳଙ୍କ ପାଇଁ ଲକ୍ ଡାଉନ ଏକ ନିଛାଟିଆ ଓ ନୀରବ ପ୍ରେମର ନାଁ

ଭୁବନେଶ୍ୱର : ଲକ୍ ଡାଉନ । ପ୍ରାୟ ସବୁ କିଛି ବନ୍ଦ ହୋଇଥିବାବେଳେ ଲକ୍‌ଡାଉନ୍‌ର ଅନୁଭୁତି ସମସ୍ତଙ୍କ ପାଇଁ ନିଆରା । ଏସମ୍ପର୍କରେ ଆମର ସ୍ୱତନ୍ତ୍ର ସେଗ୍‌ମେଣ୍ଟ୍ ଲକ୍‌ଡାଉନ୍ ଡାଏରୀରେ ଆଜି ଜାଣିବା ଗାଳ୍ପିକ, କବି ଓ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କ ଲକ୍‌ଡାଉନ୍ ସମୟର ଅନୁଭୁତି ଓ…

ଲକ୍‌ଡାଉନ ଡାଏରୀ : ଶିଶୁ ସାହିତ୍ୟିକ ଦାଶ ବେନହୂରଙ୍କ ପାଇଁ ଏହା ଡବଲ ଲକ୍‌ଡାଉନ

ଲକ୍ ଡାଉନ କାହା ପାଇଁ କେମିତି । କାହାକୁ ପରିବାର ସାଥୀରେ ରଖିଛି ତ କାହାକୁ ପରିବାର ଲୋକଙ୍କଠାରୁ ଦୂରେଇ ରଖିଛି । କିନ୍ତୁ ଏହା ସତ କଥା ଯେ ଏହା ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ଦେଇଛି । ତେବେ ଏହି ଲକ୍ ଡାଉନ ସମୟକୁ କିଏ କେମିତି କାଟୁଛନ୍ତି ତାହାକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ…

ଗୋପୀନାଥ ମହାନ୍ତିଙ୍କ ସାହିତ୍ୟକୃତିର ଡିଜିଟାଲ ସଂକଳନ ଉନ୍ମୋଚିତ

ଭୁବନେଶ୍ୱର: ରାଜ୍ୟର ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ହେଉ କି ପ୍ରଥମ ଜ୍ଞାନପୀଠ ପୁରସ୍କାର ହେଉ ଏନେଇ ପ୍ରସଙ୍ଗ ଉଠିଲେ ସାମ୍ନାକୁ ଆସିଥାଏ ବିଶିଷ୍ଟ ସାରସ୍ୱତ ସାଧକ ଗୋପୀନାଥ ମହାନ୍ତିଙ୍କ ଚିତ୍ର। ଅମୃତ ସନ୍ତାନ, ମାଟିମଟାଳ, ହରିଜନ ଆଦି ପୁସ୍ତକକୁ ନେଇ ସବୁ ବେଳେ ଚର୍ଚ୍ଚା…

ଓଡିଶାରେ ବୁଦ୍ଧିଜୀବୀ ସଂସ୍କୃତିରେ ଅବନତି ଘଟିଛିି, ଯାହା ଆମ ସିନେମାରେ ପ୍ରତିଫଳିତ ହୋଇଛି : ନାଟ୍ୟକାର ବିଜୟ ମିଶ୍ର

ଭୁବନେଶ୍ୱର: ବିଶିଷ୍ଟ ନାଟ୍ୟକାର, ଲେଖକ ଓ ସଂଳାପକାର ବିଜୟ ମିଶ୍ର ରବିବାର ଭୁବନେଶ୍ୱରରେ ଇହଲୀଳା ସମ୍ବରଣ କରିଛନ୍ତି । ଓଡିଆ ସାହିତ୍ୟ ଓ ମନୋରଞ୍ଜନ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ଓଡିଶା ସମ୍ବାଦକୁ ସେ ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ କଣ କହିଥିଲେ ଆସନ୍ତୁ ଜାଣିବା ।…

୯୦ରେ ପାଦ ଥାପିଲେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ

ଭୁବନେଶ୍ୱର: ଭାରତବର୍ଷର ପ୍ରଖ୍ୟାତ ଭାଷାତତ୍ତ୍ୱବିତ୍ ତଥା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବାର ମୁଖ୍ୟନାୟକ, ପଦ୍ମଶ୍ରୀ ପ୍ରଫେସର ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଆଜି ୯୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ଏକ ଉଚ୍ଚକୋଟିର ସ୍ମାରକ ପୁସ୍ତକ ଲୋକାର୍ପଣ ହୋଇଛି । ଆଜି…

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଆଜି ଶ୍ରାଦ୍ଧବାର୍ଷିକୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଆଧୁନିକ ଓଡିଆ ସାହିତ୍ୟର ଜଣେ ବରେଣ୍ୟ ସାଧକ ଭାବେ ଖୁବ୍ ପରିଚିତ ଥିଲେ ଲକ୍ଷ୍ମୀକାନ୍ତ ମହାପାତ୍ର । ପ୍ରାକ୍‌-ସ୍ୱାଧୀନତା କାଳରେ ସେ ଅନେକ ଜାତୀୟତାବୋଧ ସଙ୍ଗୀତ ରଚନା କରିଥିଲେ, ଯାହା ସେସମୟରେ ଯୁବସମାଜ ମଧ୍ୟରେ ବିଦ୍ରୋହର ବହ୍ନି ପ୍ରଜ୍ୱଳିତ କରିପାରୁଥିଲା । ୧୯୫୩…

ମାଟିର ମହାକବି ସଚ୍ଚି ରାଉତରାୟ

ମାଟିର ମହାକବି ସଚ୍ଚି ରାଉତରାୟ (୧୯୧୬-୨୦୦୪) କ୍ଷେତ୍ର: ଭାଷା-ସାହିତ୍ୟ (କବିତା) ବହୁଚର୍ଚ୍ଚିତ ‘ଛୋଟ ମୋର ଗାଁଟି’ ଓ ‘ବାଜି ରାଉତ’ର ସ୍ରଷ୍ଟା ଭାବେ ସୁପରିଚିତ ସଚ୍ଚି ରାଉତରାୟ ଓଡ଼ିଆ ପ୍ରଗତିବାଦୀ କବିତାର ଜଣେ ବରେଣ୍ୟ ସ୍ରଷ୍ଟା। ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସେ ଅପାରଂପରିକ ଶୈଳୀରେ…