Latest Odisha News

BREAKING NEWS

Browsing Category

ସମାଜସେବୀ

ଲକ୍ ଡାଉନ ଡାଏରୀ: ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ତତ୍ପର ଅଛନ୍ତି ସୋଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଧ୍ୟକ୍ଷ…

ଭୁବନେଶ୍ୱର: ଦେଶର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଭାବେ ସୋଆ ବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବେଶ୍ ନାଁ ରହିଛି । ତେବେ ଦିନ ରାତି ଏକ କରି ଏତେ ବଡ ବିଶ୍ୱବିଦ୍ୟାଳୟ ସହ ସମ୍ ହସ୍ପିଟାଲ ଠିଆ କରି ସଫଳଭାବରେ ପରିଚାଳନା କରିବାରେ ପ୍ରମୁଖ ଭୁମିକା ରହିଛି ଏହାର ପ୍ରତିଷ୍ଠାତା ତଥା…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥଙ୍କ ଦେହାନ୍ତ

କଟକ: ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥଙ୍କର ଶନିବାର ଦିନ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ମୃତ୍ୟୁବରଣ କରିଥିବା ନେଇ ତାଙ୍କ…

ଭାରତର ବୁଲବୁଲ୍ ସରୋଜିନୀ ନାଇଡ଼ୁଙ୍କ ଆଜି ପୁଣ୍ୟତିଥି, ଜାଣନ୍ତୁ ତାଙ୍କ ଅକୁହା ଜୀବନୀ କଥା

ଭୁବନେଶ୍ୱର: ‘ଦ ନାଇଟିଙ୍ଗେଲ୍ ଅଫ୍ ଇଣ୍ଡିଆ’ ଅବା ଭାରତର ବୁଲବୁଲ୍ ସରୋଜିନୀ ନାଇଡୁଙ୍କ ଆଜି ଶ୍ରାଦ୍ଧବାର୍ଷିକୀ । ସେ ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ଓ ନେତ୍ରୀ । ଏପରିକି ସରୋଜିନୀ ସ୍ୱାଧୀନ ଭାରତବର୍ଷର ପ୍ରଥମ ମହିଳା ରାଜ୍ୟପାଳ ହୋଇପାରିଥିଲେ । ସେ ୧୮୭୯ ମସିହାରେ…

ସମାଜସେବୀ ମାଳତୀ ଚୌଧୁରୀ

ମାଳତୀ ଚୌଧୁରୀ (୧୯୦୪-୧୯୯୮) କ୍ଷେତ୍ର: ସମାଜସେବା ଜଣେ ଗାନ୍ଧିବାଦୀ ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ମାଳତୀ ଚୌଧୁରୀ ଏକ ସୁପରିଚିତ ନାମ । ୧୯୦୪ରେ ବାରିଷ୍ଟର କୁମୁଦନାଥ ସେନ୍‍ଙ୍କ ଔରସରୁ ତାଙ୍କର ଜନ୍ମ । ସେ ଥିଲେ ଢାକାର ମୂଳ ବାସିନ୍ଦା । ୧୬ ବର୍ଷ ବୟସରେ…

‘କୋରାପୁଟିଆ ଗାନ୍ଧୀ’ ବିଶ୍ୱନାଥ ପଟ୍ଟନାୟକ

ବିଶ୍ୱନାଥ ପଟ୍ଟନାୟକ (୧୯୧୬-୨୦୧୦) କ୍ଷେତ୍ର: ସମାଜସେବା ଅନୁନ୍ନତ କୋରାପୁଟ ଜିଲ୍ଲାର ଆଦିବାସୀମାନଙ୍କ ଶିକ୍ଷା ଓ ସାମାଜିକ ସଚେତନତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶ୍ୱନାଥ ପଟ୍ଟନାୟକ ‘କୋରାପୁଟିଆ ଗାନ୍ଧୀ’ ଭାବେ ସର୍ବତ୍ର ଜଣାଶୁଣା । ୧୧ ନଭେମ୍ବର ୧୯୧୬ରେ ଜନ୍ମ ହୋଇଥିଲେ ସେ…

ରମା ଦେବୀ

ରମା ଦେବୀ (୧୮୯୯-୧୯୮୫) କ୍ଷେତ୍ର: ସମାଜସେବା (ସ୍ୱାଧୀନତା ସଂଗ୍ରାମ) ଭାରତୀୟ ମୁକ୍ତି ସଂଗ୍ରାମରେ ଝାସ ଦେଇ ସେବା ଓ ପରୋପକାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜଣେ ଯୁଗନାରୀ ଥିଲେ ରମା ଦେବୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ସହରର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ…

ତୁଳସୀ ମୁଣ୍ଡା

ତୁଳସୀ ମୁଣ୍ଡା (୧୯୪୭) କ୍ଷେତ୍ର: ସମାଜସେବା (ଆଦିବାସୀ ଶିକ୍ଷା ଓ ନିଶାମୁକ୍ତି) ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ଆଦିବାସୀବହୁଳ ଅଂଚଳରେ ଶିକ୍ଷାର ପ୍ରସାର ଓ ମଦମୁକ୍ତି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓଡ଼ିଶାର ଜଣେ ଆଗଧାଡ଼ିର ସମାଜସେବୀ । ୧୯୪୭…

ଗୋପବନ୍ଧୁ ଦାସ

ଗୋପବନ୍ଧୁ ଦାସ (୧୮୭୭-୧୯୨୮) କ୍ଷେତ୍ର: ସମାଜସେବା ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ଜାତିର ଯୁଗପୁରୁଷ । ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍ ଏବଂ ଆଇନଜ୍ଞ । ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସେ…

ଲକ୍ଷ୍ମୀନାରାୟଣ ସାହୁ

ଲକ୍ଷ୍ମୀନାରାୟଣ ସାହୁ (୧୮୯୦-୧୯୬୩) କ୍ଷେତ୍ର: ସମାଜସେବା ସେ କେଉଁ ଧର୍ମର ବୋଲି ପଚାରିଲେ ‘ସେବା ହିଁ ମୋର ଧର୍ମ’ ବୋଲି ଉତ୍ତର ଦେଉଥିବା ଜଣେ ମହାନ ମାନବବାଦୀ ବ୍ୟକ୍ତିତ୍ୱ ହେଲେ ଲକ୍ଷ୍ମୀନାରାୟଣ ସାହୁ । ୧୮୯୦ ଅକ୍ଟୋବର ୩ରେ ବାଲେଶ୍ୱର ସହରରେ ତାଙ୍କର ଜନ୍ମ । ମା’ଙ୍କ ଶାସନ ବାପାଙ୍କ…

ଅନ୍ନପୂର୍ଣ୍ଣା ମହାରଣା

ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) କ୍ଷେତ୍ର: ସମାଜସେବା ଭାରତୀୟ ମୁକ୍ତି ଆନ୍ଦୋଳନ କାଳର ଅନ୍ୟତମ ନିଷ୍ଠାପର ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ଅନ୍ନପୂର୍ଣ୍ଣା ମହାରଣା । ୩ ନଭେମ୍ବର ୧୯୧୭ରେ ରମା ଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱିତୀୟ ସନ୍ତାନ ଭାବେ ଜନ୍ମ ହୋଇଥିଲେ…