Home ଦେଶ ବିଦେଶ

ଦେଶ ବିଦେଶ

ଜାମିଆରେ ପୁଣି ହିଂସା; ପୁଲିସ-ଛାତ୍ର ମୁହାଁମୁହିଁ

ନୂଆଦିଲ୍ଲୀ: ଜାମିଆ ମିଲିୟା ଇସଲାମିଆର ଛାତ୍ରମାନେ ଆଜି ନାଗରିକତା ଆଇନ ବିରୁଦ୍ଧରେ ମୋର୍ଚ୍ଚା ବାହାର କରିଥିଲେ । ଏହି ସମୟରେ ପୁଲିସ-ଛାତ୍ର ମୁହାଁମୁହିଁ ହୋଇଛନ୍ତି । ଏହି ହିଂସାରେ କିଛି ଛାତ୍ର ଆହତ ମଧ୍ୟ ହୋଇଛନ୍ତି । ଛାତ୍ରମାନେ ସଂସଦ ଅଭିମୁଖେ ଶାନ୍ତିପୂର୍ଣ୍ଣ...

୧୩୫ ପ୍ରକାରର ପଗଡି ବାନ୍ଧି ରେକର୍ଡ ସୃଷ୍ଟି କରିଛନ୍ତି ବିକାନେର କଳାକାର

ବିକାନେର: ରାଜସ୍ଥାନରେ ରଙ୍ଗ ବେରଙ୍ଗର ପଗଡି ଦେଖିବାକୁ ମିଳେ । ଯାହାକି ସାରା ଦୁନିଆ ଲୋକଙ୍କୁ ଆକର୍ଷିତ କରିଥାଏ । ବିକାନେରରେ ଜଣେ ଏମିତି କଳାକାର ଅଛନ୍ତି, ଯିଏକି ପଗଡି ବାନ୍ଧିବା କଳାରେ ନିପୁଣ । ସେ ବ୍ୟକ୍ତି ‘ପଗଡି କିଙ୍ଗ’ ନାମରେ...

ଅଯୋଧ୍ୟା ରାମ ମନ୍ଦିର ଗର୍ଭ ଗୃହ ସୁନାରେ ତିଆରି କରିବାକୁ ମହାବୀର ଟ୍ରଷ୍ଟର ପ୍ରସ୍ତାବ

ଲକ୍ଷ୍ନୌ: କେନ୍ଦ୍ର ସରକାରଙ୍କ ଦ୍ୱାରା ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ହେବା ପରେ ସମସ୍ତଙ୍କ ମନରେ ରାମ ମନ୍ଦିରକୁ ନେଇ ଅନେକ ଆଶା ରହିଛି । ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ଭବ୍ୟ ଓ ଦିବ୍ୟ ହେଉ ବୋଲି ଆଶା...

କରୋନା ଭାଇରସ: ସମସ୍ତ ଦେଶକୁ ସତର୍କ ରହିବାକୁ ଡବ୍ଲୁଏଚଓର ଚେତାବନୀ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚଓ) କରୋନା ଭାଇରସର ସଂକ୍ରମଣ ଚୀନରୁ ଅନ୍ୟ ଦେଶଗୁଡିକୁ ବ୍ୟାପୁଥିବାରୁ ସମସ୍ତ ଦେଶକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି । ଏହି ଘାତକ ଭାଇରସ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ସମସ୍ତ ଦେଶକୁ ଅପିଲ କରିଛି...

ଶାହିନ ବାଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି; ରାସ୍ତା ଅବରୋଧ କରିପାରିବେନି ଆନ୍ଦୋଳନକାରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକତା ପଂଜିକରଣ(ଏନସିଆର) ବିରୁଦ୍ଧରେ ଗତ ୨ମାସ ହେଲାଣି ଶାହିନ ବାଗରେ ପ୍ରଦର୍ଶନ ଜାରି ରହିଛି । ଏହା ଉପରେ ସୁପ୍ରିମକୋର୍ଟ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଆନ୍ଦୋଳନକାରୀଙ୍କୁ ହଟାଇବା ଆଦେଶ ଦେବାକୁ ମନା କରିଛନ୍ତି...

ଆକର୍ଷଣର କେନ୍ଦ୍ର ସାଜିଛି ଛେନାର ହୋଟେଲ !

ଲଣ୍ଡନ: ପ୍ରତ୍ୟେକ ବଡ ହୋଟେଲ ଚେନ୍ ଗ୍ରୁପ୍ ନିଜସ୍ୱ ଏକ ସ୍ୱତନ୍ତ୍ର ଥିମ୍ ରଖିଥାନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଥାଏ । ଲଣ୍ଡନରେ ଏବେ ଖୋଲିଥିବା ନୂତନ ହୋଟେଲ ଦି ଚିଜ୍ ସୁଟ୍ ଏବେ ଚର୍ଚ୍ଚାରେ ।...

ଏନସେଫାଲିଟିସ୍ ସହ ଲିଚୁର ସମ୍ପର୍କ ନାହିଁ: ବିଶେଷଜ୍ଞ

ବିହାର: ବିହାରରେ ଦିନକୁ ଦିନ ଶିଶୁ ମୃତ୍ୟୁ ବଢୁଥିବା ବେଳେ ଏହି ଘଟଣା ଏବେ ନୂଆ ମୋଡ ନେଇଛି । ପିଲାଙ୍କର ଏହି ଅକାଳ ମୃତ୍ୟୁକୁ ନେଇ ଲିଚୁକୁ ଦାୟୀ କରାଯାଉଥିଲା ବେଳେ ଏହା ସହ ଲିଚୁର କୌଣସି ସମ୍ପର୍କ ନଥିବା ନ୍ୟାସନାଲ...

ଝାଡ଼ଖଣ୍ଡ ଯୁବକଙ୍କ ମୃତ୍ୟୁ ଘଟଣାରେ ୫ ଗିରଫ, ସହ ୨ପୋଲିସ୍ କର୍ମଚାରୀ ନିଲମ୍ବିତ

ଝାଡ଼ଖଣ୍ଡ: ସଂଘବଦ୍ଧ ହୋଇ ଏକ ମୁସଲିମ ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ ଝାରଖଣ୍ଡ ପୋଲିସ ଆଜି ୫ ଜଣଙ୍କୁ ଗିରଫ କରିବା ସହ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ଦୁଇ କର୍ମଚାରୀ ହେଲେ ଚନ୍ଦ୍ରମୋହନ ଓ ବିପିନ ବିହାରୀ...

ଜନ୍ମଦିନରେ ମୁଗାମ୍ବୋଙ୍କୁ ସମ୍ମାନ ଜଣାଇଲା ଗୁଗୁଲ୍

ମୁମ୍ବାଇ: ପ୍ରଖାତ୍ୟ ବଲିଉଡ ଅଭିନେତା ସ୍ୱର୍ଗତ ଅମରେଶ ପୁରୀଙ୍କ ଆଜି ହେଉଛି ୮୭ତମ ଜନ୍ମଦିବସ । ଏହି ବଲିଉଡ ଆକ୍ଟରଙ୍କ ସମ୍ମାନ ଉଦ୍ଦେଶରେ ସର୍ଚ୍ଚ ଇଞ୍ଜିନ ଗୁଗୁଲ୍ ନିଜ ହୋମ୍ ପେଜରେ ତାଙ୍କ ଫଟୋକୁ ରଖିଛି । ମାହାନ କଳାକାର ଅମରେଶ ପୁରୀ ଥିଲେ...

ପ୍ରେରଣା ସାଜିଲେ ଯବାନ, -୨୦ ଡିଗ୍ରୀରେ କରିଲେ ଯୋଗ

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱ ପାଳନ କରୁଛି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସେଲିବ୍ରେଟି ଯୋଗ କରୁଥିବା ବେଳର ଫଟୋ ନଜରକୁ ଆସିଛି । ତାସହ ନଜରକୁ ଆସିଛି ଅରୁଣାଚଳ ପ୍ରଦେଶରେ ଆଇଟିବିପି ଯବାନଙ୍କ ଭିନ୍ନ...

ସାହିତ୍ୟ