Latest Odisha News
Browsing Category

ଛତିଶଗଡ଼

Chhatishgarh

ଛତିଶଗଡ଼ ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ନିହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋମବାର ସକାଳେ ଛତିଶଗଡ଼ର କାଙ୍କେର୍‌ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସହ ମାଓବାଦୀର ଏନକାଉଣ୍ଟର। ଏହି ଏନକାଉଣ୍ଟରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ପୋଲିସ ସୂଚନା ଦେଇଛି। ତେବେ ଉକ୍ତ ମହିଳା ମାଓବାଦୀଙ୍କୁ ଚିହ୍ନଟ କରାଯାଇ ନାହିଁ। କିନ୍ତୁ…

ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ

ରାୟପୁର: ପୁଣି ଦୁର୍ଷ୍କମର ଶିକାର ହେଲେ ଜଣେ ନାବାଳିକା। ୧୫ ବର୍ଷିୟ ନାବାଳିକାଙ୍କୁ ତିନି ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଛତିଶଗଡ଼ର ରାଜନନ୍ଦଗାଁରେ। ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ…

ରାହୁଲ ନିକଟରେ ଉଦ୍ଧାରକାରୀ ଦଳ: ଆଉ ମାତ୍ର କିଛି ସମୟର ଅପେକ୍ଷା

ଛତିଶଗଡ଼ : ଆଉ ମାତ୍ର କିଛି ସମୟର ଅପେକ୍ଷା  । ୮୦ ଫୁଟ ଗାତ ପାଖରେ ପହଁଚିଛି ଉଦ୍ଧାରକାଳୀ ଦଳ । ଆଉ ମାତ୍ର କିଛି ସମୟର ଅପେକ୍ଷା । କୋଟି କୋଟି ଲୋକଙ୍କ ପ୍ରାର୍ଥନା  ।  ଦୀର୍ଘ ୪ ଦିନର ଅହରହ କସରତ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଁଚିବାକୁ ଯାଉଛନ୍ତି  । ସୂଚନା ଦେଇଛନ୍ତି ଚମ୍ପା…

ଛତିଶଗଡରେ ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ପାଇଲଟଙ୍କ ମୃତ୍ୟୁ

ରାୟପୁର: ଛତିଶଗଡ଼ର ରାୟପୁରରେ ଏକ ବିମାନ ବନ୍ଦରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସନ୍ଧ୍ୟାରେ ହୋଇଥିବା ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ କ୍ୟାପଟେନ୍ ଗୋପାଳକୃଷ୍ଣ ପଣ୍ଡା ଓ କ୍ୟାପଟେନ୍ ଏପି ଶ୍ରୀବାସ୍ତବଙ୍କ ମୃତ୍ୟୁ ହୋଇଥିବା ପୁଲିସ…

ଲାଲଗଡ଼ରେ ପୁଣି ହେଲା ଏୟାର ଷ୍ଟ୍ରାଇକ୍

ଭୁବନେଶ୍ୱର : ଲାଲଗଡ଼ରେ ପୁଣି ହେଲା ଏୟାର ଷ୍ଟ୍ରାଇକ୍ । ଛତିଶଗଡ଼ ସୁକୁମା ଜଙ୍ଗଲରେ ମାଓବାଦୀ ଶିବିରରେ ଡ୍ରୋନ ଯୋଗେ ବୋମାମାଡ଼ ଅଭିଯୋଗ । ଛତିଶଗଡ଼ ସୁକମା ଜଙ୍ଗଲରେ ମାଓବାଦୀଙ୍କ ଶିବିର ଉପରେ ଡ୍ରୋନ ଯୋଗେ ବୋମାମାଡ କରାଯାଇଥିବା ମାଓ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ୧୪ ଓ ୧୫ ତାରିଖରେ…

ଡାକିନେଇ ଯବାନକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ଡାକିନେଇ ଯବାନକୁ ହତ୍ୟା କଲେ ନକ୍ସଲ  ।  ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ଯବାନକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ ।  କୁକନାର ଥାନା ଅନ୍ତର୍ଗତ ବୋଦାରାସ ଗ୍ରାମର ଜଣେ ଯବାନ ନିଜ ଗ୍ରାମରେ ଯାତ୍ରା ଚାଲିଥିବାରୁ ଗ୍ରାମକୁ ଆସିଥିଲା।  ଯାତ୍ରା…

ଏନକାଉଣ୍ଟରରେ ଟଳିଲେ ୨ ମହିଳା ମାଓବାଦୀ

ମାଲକାନଗିରି: ଛତିଶଗଡ଼ ଦାନ୍ତେଓ୍ୱାଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଟଳିଲେ ୨ ହାର୍ଡକୋର ମହିଳା ମାଓବାଦୀ । ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ । କଟେକଲ୍ୟାଣ ଜଙ୍ଗଲରେ ୫୦ରୁ ଅଧିକ ମାଓବାଦୀ କ୍ୟାମ୍ପ କରି ପୋଲିସକୁ ଟାର୍ଗେଟ କରିବାକୁ ଯୋଜନା…

ସର୍ଚ୍ଚ ଅପରେସନ୍‌ ବେଳେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଏଏସ୍‌ଆଇ ସହିଦ

ମାଲକାନଗିରି : ସର୍ଚ୍ଚ ଅପରେସନ୍‌ ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌ ।  ଏହି ଲାଣ୍ଡ ମାଇନ୍ ବିସ୍ଫୋରଣ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଛି । ସେଠାରେ ଥିବା ଏଏସଆଇ ଜଣକ ସହିଦ ହୋଇଯାଇଛନ୍ତି । ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ସୁବର୍ଣ୍ଣରେଖା: ନଦୀ ଗର୍ଭରୁ ବାହାରୁଛି ସୁନା

ଛତିଶଗଡ଼: ସୁବର୍ଣ୍ଣରେଖାରୁ ବାହାରୁଛି ସୁନା । ଏହି ଘଟଣା ବିଶ୍ୱାସ ନହେଲେ ବି ସତ। ଝାଡଖଣ୍ଡରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ବର୍ଷ ବର୍ଷ ଧରି ଏହି ନଦୀରୁ ସୁନା ବାହରୁଥିବା ବେଳେ କିଛି ନା କିଛି ସୁନା ବାଲିରୁ ସଂଗ୍ରହ କରି ପାଖ କିଛି ଗାଁର ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି । ଏହି…

ପୁଲିସ -ନକ୍ସଲ ଏନକାଉଣ୍ଟର: ୨ ନକ୍ସଲ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାର ଦୁରଦା ଏବଂ ଜାପେଲି ଜଙ୍ଗଲରେ…