କରୋନା ଭାଇରସ: ଆମେରିକାରେ ମୃତ୍ୟୁ ସଂଖ୍ୟା ୯ ଛୁଇଁଲା ,ବିଶ୍ୱରେ ଟପିଲା ୩ ହଜାର

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭୟ । ଚୀନ ପରେ ଏହି ମାରାତ୍ମକ ଭୂତାଣୁ ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାର ୱାସିଙ୍ଗଟନ ସହରରେ କରୋନା ପ୍ରଭାବରେ...

ଅନଲକ୍‌-୨ ପାଇଁ ଆସିଲା ନୂଆ ଗାଇଡଲାଇନ

ଭୁବନେଶ୍ୱର: ପ୍ରକାଶ ପାଇଲା ଅନଲକ୍ -୨ ପାଇଁ ନୂଆ ଗାଇଡଲାଇନ । ଏହି ଗାଇଡ ଲାଇନ ଅନୁସାରେ ଜୁଲାଇ ୩୧ ଯାଏଁ ଲକଡାଉନ ଅବଧି ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଟ୍ରେନ ଓ ଅନ୍ତର୍ଜାତୀୟ...

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ଟ୍ରାଲ୍ ସେକ୍ଟରରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ପୁଲୱାମା ଜିଲ୍ଲାର...

୩୦ ସେକେଣ୍ଡରେ ଜଣା ପଡ଼ିବ କୋଭିଡ୍ ଟେଷ୍ଟ ରିପୋର୍ଟ !

ନୂଆଦିଲ୍ଲୀ: କରୋନା ଟେଷ୍ଟ କଲେ ୩୦ ସେକେଣ୍ଡରେ ମିଳିଯିବ ଟେଷ୍ଟ ରିପୋର୍ଟ । ଏଭଳି ରାପିଡ୍ ଟେଷ୍ଟିଂ କିଟ୍ ବିକଶିତ କରିବା ଦିଗରେ କାମ କରୁଛନ୍ତି ଭାରତ ଓ ଇସ୍ରାଏଲ । ଡିଆରଡିଓ ସହ ମିଳିତ ଭାବରେ କାମ ଚଳାଇଛନ୍ତି ଇସ୍ରାଏଲ ବିଶେଷଜ୍ଞ...

ସେନା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ରନବିରଗଡ ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଧିକାରିକ ସୂଚନାନୁଯାୟୀ, ଏହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା। ପରବର୍ତ୍ତୀ ସମୟରେ...

ବିଧାନସଭା ନିର୍ବାଚନ: ୩ରାଜ୍ୟରେ ସରକାର ଗଢିବ କଂଗ୍ରେସ, ମଧ୍ୟପ୍ରଦେଶରେ ବିଏସପିର ସମର୍ଥନ

ଭୋପାଳ : ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କିଏ ସରକାର ଗଢିବ କିଏ ବାଜିମାତ କରିବ, ସେନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । କଂଗ୍ରେସ ଦଳ ୨ଟି ରାଜ୍ୟ ଯଥାକ୍ରମେ ଛତିଶଗଡ ଓ ରାଜସ୍ଥାନରେ ବାଜିମାତ କରିଥିବା ବେଳେ ତେଲେଙ୍ଗାନାରେ...

କ୍ୱାରେଂଟାଇନ ଅବଧି ସରିଲା, ପୁଣି ଲୁଚିଲେ ମୌଲାନ ସାଦ

ନୂଆଦିଲ୍ଲୀ:କ୍ୱାରେଂଟାଇନ ଅବଧି ସରିବା ସତ୍ୱେ ମୌଲାନ ସାଦ ସମ୍ମୁଖକୁ ନ ଆସିବା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି । ତବଲିଗ ଜମାତଙ୍କ ଦାୟିତ୍ୱହୀନତା ଓ ମୂର୍ଖାମୀ ଯୋଗୁ ଭାରତରେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିଥିଲା । ପୋଲିସ ଏବଂ ଯାଂଚ ଏଜେନ୍ସି...

ଆତଙ୍କବାଦୀଙ୍କ ମଧ୍ୟରେ ଭାଳେଣୀ: ‘କିଏ ଜଣେ ଅଛି ଯିଏ କି ସମସ୍ତଙ୍କ ମୃତ୍ୟୁର କାରଣ ସାଜୁଛି’

କଶ୍ମୀର:ଆତଙ୍କବାଦୀ ବିରୋଧରେ ଭାରତୀୟ ସେନାର ରଣନୀତି ସଫଳ ହେବାରେ ଲାଗିଛି । ଗୋଟିଏ ପରେ ଗୋଟେ ପ୍ରମୁଖ ଆତଙ୍କବାଦୀ ମରୁଥିବା ବେଳେ ଯୁବ ପିଢ଼ୀଙ୍କ ମନରେ ଭୟ ସଂଚାର ହୋଇଛି । ଏହି ଅବସରରେ ଆତଙ୍କବାଦୀଙ୍କ ଏକ ଅଡିଓ ଭାଇରାଲ ହେଉଛି ।...

ପୋଲିସକୁ ବଡ ସଫଳତା, ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ସହଯୋଗୀ ଗିରଫ

କାନପୁର: ସାରା ଦେଶରେ ଚହଳ ସୃଷ୍ଟି କରିଥିବା ପୋଲିସ କର୍ମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ସହଯୋଗୀ ଦୟାଶଙ୍କର ଅଗ୍ନିହୋତ୍ରୀଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ତାଙ୍କ ଉପରେ ୨୫୦୦୦ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ଦୟାଶଙ୍କର ଫେରାର...

ଆସନ୍ତୁ ଜାଣିବା ପଦ୍ମନାଭସ୍ୱାମୀ ମନ୍ଦିରର ୭ମ ଦୁଆର ରହସ୍ୟ ସମ୍ପର୍କରେ

ତ୍ରିଭେନ୍ଦ୍ରମ: କେରଳର ପଦ୍ମନାଭସ୍ୱାମୀ ମନ୍ଦିରକୁ ନେଇ ଚାଲିଥିବା ପ୍ରଶାସନ ଓ ପ୍ରବନ୍ଧନ ମଧ୍ୟରେ ବିବାଦ ଇତି ମଧ୍ୟରେ ସମାଧାନ ହୋଇଯାଇଛି । ମାନ୍ୟବର ସୁପ୍ରିମକୋର୍ଟ ତ୍ରାବଣକୋର ପୂର୍ବତନ ରାଜ ପରିବାରକୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ପଦ୍ମନାଭସ୍ୱାମୀ ମନ୍ଦିରକୁ ଦେଶର ସବୁଠାରୁ...

ସାହିତ୍ୟ