ଆରପାରିରେ ବରିଷ୍ଠ ସାମ୍ବାଦିକ କୁଳଦୀପ ନାୟାର

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ତଥା ଲେଖକ କୁଳଦୀପ ନାୟାର ୯୫ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି । ସେ ଏକାଧାରାରେ ଥିଲେ ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ, ଉଚ୍ଚକୋଟିର ସ୍ତମ୍ଭକାର ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ମଧ୍ୟ । ନୂୂଆଦିଲ୍ଲୀର ଏକ...

ଓଡ଼ିଶାର ଜାତୀୟ ରାଜପଥର ଲମ୍ବ ଗତ ୪ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି: ନୀତିନ ଗଡ଼କରୀ

ଜଗତସିଂହପୁର/କାମାକ୍ଷାନଗର: କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର ଦିନ ତାଙ୍କର ଓଡ଼ିଶା ଗସ୍ତ ଅବସରରେ ଜଗତସିଂହପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ବିଗତ...

ଆପୋଷ ଆଲୋଚନା ହିଁ ମହାନଦୀ ଜଳ ବିବାଦକୁ ସମାଧାନ କରିପାରିବ : ଛତିଶଗଡ଼ ମନ୍ତ୍ରୀ

ଭୁବନେଶ୍ୱର : ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗିରହିଥିବା ବିବାଦ ଖୁବଶୀଘ୍ର ସମାଧାନ ହେବ ବୋଲି ବୁଧବାର ଦିନ ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଛତିଶଗଡ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଟି ଏସ୍ ସିଂହଦେଓ ଆଶା...

ଏବେ ‘ବିଜୁ ବାବୁ’ ଚର୍ଚ୍ଚାରେ !

ଭୁବନେଶ୍ୱର: ସାଂସଦ ତଥା ଓଲିଉଡ଼ର ଷ୍ଟଣ୍ଟ ହିରୋ ଅନୁଭବ ମହାନ୍ତି ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ସଂସଦରେ ହେଉ କି ସୁଟିଂ ସେଟରେ ସୋସିଆଲ୍ ମିଡ଼ିଆରେ ଏବେ ଅନୁଭବଙ୍କୁ ନେଇ ହିଁ ଚର୍ଚ୍ଚା । କଥାହେଲା ନିକଟରେ ଅନୁଭବ ତାଙ୍କ ଟିଟ୍ଟର୍...

ସିନେମା ଇଣ୍ଡଷ୍ଟ୍ରୀରେ ଏବେ ଚାଲିଛି ‘ବାୟୋପିକ୍’ର ଋତୁ…

ଭୁବନେଶ୍ୱର: ନିକଟ ଅତୀତରେ ଏବେ ସିନେମା ଇଣ୍ଡଷ୍ଟ୍ରୀରେ କିଛି ପ୍ରେରଣାଦାୟକ ତଥା ପ୍ରକୃତ ଜୀବନର କାହାଣୀକୁ ନେଇ ନିର୍ମିତ ହୋଇଛି ଅନେକ ଗୁଡ଼ିଏ ଫିଲ୍ମ । ବଡ଼ ପରଦାରେ ଜୀବିତ ହୁଅନ୍ତୁ ଅବା ଇହଜଗତରେ ନଥିବା କିଛି ବ୍ୟକ୍ତିତ୍ୱଙ୍କ ଜୀବନୀକୁ ନେଇ ପ୍ରଦର୍ଶିତ...

ଓଡିଶାର ୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଓଡିଶାର ଦୈତାରୀ ନାୟକ, ଡି. ପ୍ରକାଶ ରାଓ ଓ କମଳା ପୂଜାରୀଙ୍କୁ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଶ୍ରୀଯୁକ୍ତ ରାଓ ବସ୍ତି ପିଲାଙ୍କୁ ଶସ୍ତାରେ ଶିକ୍ଷା ପ୍ରଦାନ କରି...

ଏୟାର୍ ଷ୍ଟ୍ରାଇକ୍ ହୋଇଥିବାର ପ୍ରମାଣ ସହ ରିପୋର୍ଟ ଦାଖଲ କଲା ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟଠାରେ ହୋଇଥିବା ଏୟାର୍ ଷ୍ଟ୍ରାଇକ ନେଇ ପ୍ରଶ୍ନ ଉଠିଥିଲା । ଏପରିକି ବ୍ରିିଟେନର ରଏଟର ସଂସ୍ଥା ଏହି ଏୟାର୍ ଷ୍ଟ୍ରାଇକ୍ ପରର ସାଟେଲାଇଟ ଚିତ୍ରରେ କୌଣସି କ୍ଷତି ହୋଇନଥିବା ଦର୍ଶାଇଥିଲେ । ମାତ୍ର ବାଲାକୋଟରେ ଏୟାର୍ ଷ୍ଟ୍ରାଇକ...

ଆସନ୍ତା ୩-୪ ଦିନ ମଧ୍ୟରେ ପୁଣି ମରଣାନ୍ତକ ଆକ୍ରମଣ କରିବାକୁ ଜୈଶ-ଇ-ମହମ୍ମଦର ମସୁଧା: ଇଣ୍ଟେଲିଜେନ୍ସ ରିପୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରରୋଚିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଜମ୍ମୁର ପୁଲୱାମା ଆତ୍ମଘାତୀ ବିସ୍ଫୋରଣ ପରି ଭାରତ ଉପରେ ଏକ ମରଣାନ୍ତକ ଆକ୍ରମଣର ଯୋଜନା ପ୍ରସ୍ତୁତ କରୁଛି ବୋଲି ଇଣ୍ଟେଲିଜେନ୍ସ ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି...

ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଲେ ଜଷ୍ଟିସ୍ ପିନାକି ଘୋଷ

ନୂଆଦିଲ୍ଲୀ : ଦେଶର ପ୍ରଥମ ଲୋକପାଳ ଭାବେ ଶନିବାର ଦିନ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ପିନାକି ଚନ୍ଦ୍ର ଘୋଷ । ରାଷ୍ଟ୍ରପତିଙ୍କ ଭବନରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ...

ପ୍ରିୟଙ୍କାଙ୍କ ପୂର୍ବରୁ ନିକ୍ ଜୋନ୍ସ ଖୋଲିଲେ ସବୁ ଗୁମର, ଅଧିକ ବୟସର ମହିଳାଙ୍କ ସହ ଡ଼େଟିଂ କରୁଥିବାର ଖବର…

ମୁମ୍ବାଇ : ବଲିଉଡ୍ ନାୟିକା ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍ ନାୟକ ନିକ୍ ଜୋନ୍ସଙ୍କ ପ୍ରେମ କାହାଣୀ ଏବେ ବେଶ୍ ଚର୍ଚ୍ଚାରେ । ଦୁହେଁ ଭାରତରେ ହେଉ କି ବିଦେଶରେ ଯେଉଁଠି ବି ଡ଼େଟିଂରେ ଥାଆନ୍ତି ତାହାର ଖବର ପ୍ରିୟଙ୍କା ସୋସିଆଲ ମିଡ଼ିଆରେ...

ସାହିତ୍ୟ