Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚକୋଲେଟ ସାଜିଲା କାଳ, ହସ୍ପିଟାଲରେ ଭର୍ତ୍ତି ହେଲା ଦେଢ ବର୍ଷର ଶିଶୁ

ପଟିଆଲା: ଚକୋଲେଟ, କାହାକୁ ବା ଭଲଲାଗେନି । ପିଲା ଠୁ ବୟଷ୍କ ସମସ୍ତଙ୍କ ପ୍ରିୟ ଚକୋଲେଟ । ସ୍ଵାଦରେ ଯେମିତି ଦେଖିବାକୁ ମଧ୍ୟ ସେମିତି । କିନ୍ତୁ ଯେତେବେଳେ ସେହି ଚକୋଲେଟ ପିଲା ମାନଙ୍କ ପାଇଁ କାଳ ହୋଇଯାଏ ତେବେ କହିବା ବା କାହାକୁ । ପଞ୍ଜାବ ପଟିଆଲାରୁ ଆସିଛି ଏକ ଦୁଃଖଦ ଖବର । ଚକୋଲେଟ ଖାଇ…

ଯେଉଁମାନେ ନିର୍ବାଚନରେ ​​ଜିତିପାରନ୍ତି ନାହିଁ ସେମାନଙ୍କୁ ରାଜ୍ୟସଭା ମାଧ୍ୟମରେ ଜିତାଇ ଦିଆଯାଉଛି: ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ସମାପ୍ତ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। ବିଜେପିର ଷ୍ଟାର ପ୍ରଚାରକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାଜସ୍ଥାନର ଜାଲୋରରେ ପହଞ୍ଚିଛନ୍ତି। ଏଠାରେ ସମ୍ବୋଧିତ କରିବା ବେଳେ…

କଂଗ୍ରେସକୁ ବଡ଼ ଝଟକା: ଦଳୀୟ ପ୍ରାର୍ଥୀଙ୍କୁ ମିଳିଲାନି ଗୋଟିଏ ବି ପ୍ରସ୍ତାବକ, ନିର୍ବାଚନ ଅଧିକାରୀ ଖାରଜ କଲେ…

ସୁରାଟ: ଗୁଜୁରାଟରେ କଂଗ୍ରେସକୁ ବଡ଼ ଝଟକା। ସୁରାଟରୁ ଦଳର ଲୋକସଭା ପ୍ରାର୍ଥୀ ନିଲେଶ କୁମ୍ଭାନୀଙ୍କ ନାମାଙ୍କନପତ୍ ଖାରଜ କରିଦିଆଯାଇଛି। କାରଣ ତାଙ୍କର ତିନିଜଣ ପ୍ରସ୍ତାବକ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ଲିଖିତ ସତ୍ୟପାଠରେ ଦାବି କରିଛନ୍ତି ଯେ ସେ ତାଙ୍କ ନାମାଙ୍କନ ପତ୍ରରେ ଦସ୍ତଖତ…

ବିଜେପି ପାଇଁ ଖୁସି ଖବର, ଏନଡିଏକୁ ସମର୍ଥନ ଘୋଷଣା କଲେ ଚିରଞ୍ଜୀବୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ବିଜେପିକୁ ବଡ ଖୁସି ଖବର । ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପାଇଁ ମେଗାଷ୍ଟାର ଚିରଞ୍ଜୀବୀ ଟିଡିପି-ଜନସେନା-ବିଜେପି ସହଯୋଗୀ ଦଳକୁ ସମର୍ଥନ କରିଛନ୍ତି । ୨୦୧୪ରେ ଆନ୍ଧ୍ରପ୍ରଦେଶ ବିଭାଜନ ପରେ କଂଗ୍ରେସର ପୂର୍ବତନ ଏମ୍‌ପି ତଥା କେନ୍ଦ୍ର ମନ୍ତ୍ରୀ…

‘ଟେକ୍ ସିଟି’କୁ ‘ଟ୍ୟାଙ୍କେର ସିଟି’ରେ ପରିଣତ କରିଛି କଂଗ୍ରେସ: ମୋଦୀ

ବେଙ୍ଗାଲୁରୁ: ଗତ କିଛି ସପ୍ତାହ ଧରି ବେଙ୍ଗାଲୁରୁରେ ଜଳ ସଙ୍କଟ ଦେଖାଦେଇଛି। ନିର୍ବାଚନ ସମୟରେ ଏହି ଜଳ ସଙ୍କଟକୁ ମୁଦ୍ଦା କରି ଶାସକ ଦଳକୁ ଟାର୍ଟେଗ କରିଛି ବଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି। କର୍ଣ୍ଣାଟକରେ ଶାସକ କଂଗ୍ରେସ ଉପରେ…

ନିର୍ବାଚନ ଡ୍ୟୁଟିରେ ସିଆରଏଫ ଯବାନଙ୍କୁ ନେଇ ଯାଉଥିବା ବସ୍ ଓଲଟି ପଡ଼ିଲା

ରାୟପୁର: ଛତିଶଗଡ଼ର ବସ୍ତର ଜିଲ୍ଲାରେ ଏକ ବସ୍ ଓଲଟି ପଡ଼ିବାରୁ ୧୦ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ପୁଲିସ କହିଛି ଯେ ରବିବାର ବସଟି ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ନେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗିଦାମ ଥାନା ଅନ୍ତର୍ଗତ…

ରୋଷେଇ ଏବଂ ଘରୋଇ ବ୍ୟବହୃତ ସାମଗ୍ରୀରେ ରହିଛି କ୍ୟାନସର କାରକ!

ନୂଆଦିଲ୍ଲୀ: କର୍କଟ ଏକ ସାଧାରଣ ରୋଗ ହୋଇଗଲାଣି। ବିଶ୍ୱସ୍ତରରେ ଏହି ମାରାତ୍ମକ ରୋଗର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜୀବନଶୈଳୀର କାରଣ ଯେପରିକି ଖାଦ୍ୟ, ନିଷ୍କ୍ରିୟତା ଏବଂ ପ୍ରଦୂଷିତ ପରିବେଶର ସଂସ୍ପର୍ଶରେ ଆସିବା କର୍କଟ ରୋଗର ପ୍ରାଥମିକ କାରଣ ଅଟେ। ଜାତୀୟ ଗଣମାଧ୍ୟମ…

ଏପରି ଗାଁ, ଯେଉଁଠି ସ୍ଵାଧିନତାର ୭୬ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଲୋକେ ଦେଇନାହାଁନ୍ତି ଭୋଟ

ରାୟପୁର: ଆମ ଦେଶ ସ୍ୱାଧୀନ ହେବାର ଇତି ମଧ୍ୟରେ ୭୬ ବର୍ଷ ବିତିଗଲାଣି । ଏଥିସହ ଆମେ ୧୮ତମ ଲୋକସଭା ନିର୍ବାଚନ ପାଳନ କରୁଛୁ । ତେବେ କ’ଣ ଆପଣ ଜାଣନ୍ତି କି ଆମ ଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ ସ୍ଵାଧିନତାର ଗତ ୭୬ ବର୍ଷ ମଧ୍ୟରେ ଥରେ ହେଲେବି ଭୋଟ ଦେଇନାହାଁନ୍ତି । ତେବେ ୨୦୨୪ ଲୋକସଭା…

ସମୁଦ୍ରରେ ଖସିପଡ଼ିଲା ଦୁଇଟି ନୗେସେନା ବିମାନ

ନୂଆଦିଲ୍ଲୀ: ଜାପାନର ଦୁଇଟି ନୗେସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟୋକିଓର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ବଡ଼ ଦୁର୍ଘଟଣା । ରବିବାର ରାତିରେ ଜାପାନର ଦୁଇଟି ନୌସେନା ବିମାନ ସମୁଦ୍ରରେ ଖସିପଡ଼ିବା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ନିଖୋଜ ରହିଛନ୍ତି । ପ୍ରଶାନ୍ତ ମହାସାଗରରେ…

ଛୋଟା ରାଜନ ଜୀବୀତ !

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡଦ ଦାଉଦ ଇବ୍ରାହିମର ମୂଖ୍ୟ ଶତ୍ରୁ ବିବେଚନା କରାଯାଉଥିବା ଛୋଟା ରାଜନ ଜୀବୀତ ଥିବା ଖବର ହଇଚଇ ସୃଷ୍ଟି କରିଛି । ୮ ବର୍ଷ ପରେ ତିହାର ଜେଲରେ ଥିବା ଛୋଟା ରାଜନଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ସମ୍ପୂର୍ଣ୍ଣ ଫିଟ ଥିବା ଫଟୋରେ…