ମୋଦୀଙ୍କୁ ରୋକିବା ଲାଗି କୋଲକାତାରେ ବିରୋଧୀଙ୍କ ମହାମେଳି; ଜାଣନ୍ତୁ, କିଏ କ’ଣ କହିଲେ

କୋଲକାତା: ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ସରକାରକୁ କ୍ଷମତାଠୁ ଦୂରେଇ ରଖିବାକୁ ବିରୋଧୀ ଦଳମାନେ ଏକଜୁଟ ହୋଇ ବର୍ତ୍ତମାନର ମୋଦୀ ସରକାର ବିରୋଧରେ ଏକ ବିଶାଳ ର‌୍ୟାଲିରେ ଗର୍ଜନ କରିଛନ୍ତି । କୋଲକାତାର ବ୍ରିଗେଡ଼ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଏହି ବିଶାଳ ର‌୍ୟାଲିଟିକୁ...

ଭାଇରାଲ୍ ହେଉଛି କୁମ୍ଭମେଳାର ସାଟେଲାଇଟ୍ ଫଟୋଚିତ୍ର

ଆଲହ୍ଲାବାଦ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆୟୋଜିତ ହୋଇଥିବା ଐତିହାସିକ ମହାକୁମ୍ଭ ମେଳାର ସାଟେଲାଇଟ ଫଟୋ ଶେୟାର କରାଯାଇଛି । ଇସ୍ରୋ ଅନୁଯାୟୀ, ଏହି ଫଟୋ ଜାନୁଆରୀ ୧୬ ତାରିଖରେ ଭାରତୀୟ ରିମୋଟ ସେସିଂଙ୍ଗ...

ମାର୍ଚ୍ଚରେ ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ ଘୋଷଣା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସହିତ ଲୋକସଭା ନିର୍ବାଚନ ତାରିଖ ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ନିର୍ବାଚନ କମିଶନ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ୧ – ଭାରତର କେତୋଟି ରାଜ୍ୟ ଯଥା - ଆନ୍ଧ୍ର ପ୍ରଦେଶ,...

ଚହଲଙ୍କ ଘାତକ ବୋଲିଂରେ କଙ୍ଗାରୁ ଧରାଶାୟୀ, ଭାରତର ବିଜୟ ଲକ୍ଷ୍ୟ ୨୩୧ ରନ

ମେଲବୋର୍ଣ୍ଣ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଉଥିବା ୩ୟ ତଥା ଚୂଡ଼ାନ୍ତ ଦିନିକିଆରେ ଘରୋଇ କଙ୍ଗାରୁ ଦଳକୁ ମାତ୍ର ୨୩୦ ରନ ସ୍କୋରରେ ଅଟକାଇ ବିରାଟ ବାହିନୀ ଏକ ସହଜ ବିଜୟ ଲକ୍ଷ୍ୟ ପଛରେ ବ୍ୟାଟିଂ ଆରମ୍ଭ କରିଛି ।...

ମେଲବୋର୍ଣ୍ଣ ଦିନିକିଆ ଟକ୍କର: ସିରିଜ ହାତେଇବା ଲକ୍ଷ୍ୟରେ ଭାରତ

ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଣ୍ଣରେ ଖେଳାଯାଉଥିବା ସିରିଜର ଆଜି ଅନ୍ତିମ ତଥା ଶେଷ ଦିନିକିଆ ମ୍ୟାଚ ଆରମ୍ଭ ହୋଇଛି । ଏହି ଅନ୍ତିମ ମ୍ୟାଚ ଜିତି ଇତିହାସ ରଚିବା ଲକ୍ଷ୍ୟରେ ବିରାଟ ବାହିନୀ ମଇଦାନକୁ ଓହ୍ଲାଇଛି । ଏହି ଦିନିକିଆ...

ନୟାଗଡ଼ ଆକ୍ରମଣ ଘଟଣା: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର : ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ମାନସିକ ବିକୃତ ଯୁବକର ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହିତ ଏହି ଆକ୍ରମଣ ଘଟଣାରେ ଆହତ ଲୋକଙ୍କୁ ମାଗଣାରେ...

ମେଘାଳୟ ଖଣି ଧସିବା ଘଟଣା: ମାସକ ପରେ ନୌସେନା ଦ୍ୱାରା ପ୍ରଥମ ମୃତଦେହ ଉଦ୍ଧାର

ମେଘାଳୟ : ମେଘାଳୟ ଇଷ୍ଟ ଜୟନ୍ତିଆ ହିଲସ କୋଇଲା ଖଣିରେ ଫସି ରହିଥିବା ୧୫ ଜଣ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୧ ମାସ ପରେ ନୌସେନା ପକ୍ଷରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଏବେବି ଅପରେସନ୍ ଜାରି ରହିଥିବା ବେଳେ...

ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉଦ୍ୟମ, ଫେରାଇ ଦେଲେ ବିକ୍ଷୋଭକାରୀ

ଥିରୁବନ୍ତପୁରମ୍ : କେରଳର ବହୁ ଚର୍ଚ୍ଚିତ ତଥା ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ବୁଧବାର ଦିନ ପ୍ରତ୍ୟୁଷରେ ୨ଜଣ ମହିଳା ପ୍ରବେଶ ଉଦ୍ୟମ କରିବା ଯୋଗୁଁ ସେଠାରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି । ଏହି ୨ ମହିଳା ଭକ୍ତ ବେସକ୍ୟାମ୍ପ ଅତିକ୍ରମ କରିବା...

‘ଭର୍ଜିନ ବ୍ରାଇଡ’-ହ୍ୱାଏ ନଟ୍: ପ୍ରଫେସରଙ୍କ ଫେସବୁକରେ ପୁଣି ବିବାଦୀୟ ପୋଷ୍ଟ

କୋଲକାତା : ମହିଳାଙ୍କ କୁମାରିତ୍ୱକୁ ନେଇ ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର୍ କନକ ସରକାର ତାଙ୍କ ଫେସବୁକ୍ ପୋଷ୍ଟକୁ ନେଇ ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି । ଆଦ୍ରିଜା ଚାଟାର୍ଜି ନାମ୍ନୀ ଜନୈକ ସାମ୍ବାଦିକା...

ବିରାଟଙ୍କ ଶତକ ଓ ଧୋନୀଙ୍କ ଧୁଆଁଧାର ବ୍ୟାଟିଂରେ ଭାରତର ଚମତ୍କାର ବିଜୟ

ଆଡ଼ିଲେଡ଼: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡ଼ିଲେଡ଼ଠାରେ ଅନୁଷ୍ଠିତ ହୋଇଥିବା ୨ୟ ଏକଦିବସୀୟ ଆନ୍ତର୍ଜାତୀକ ଦିବାରାତ୍ର ମ୍ୟାଚରେ ଭାରତ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୯୮/୯ ସ୍କୋର କରିଥିବା...

ସାହିତ୍ୟ