ଡାଟସନ୍ ରେଡି-ଗୋ: ଦେଶର ସବୁଠାରୁ ଶସ୍ତା କାର, ଆରମ୍ଭ ମୂଲ୍ୟ ମାତ୍ର ୨.୮୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ହ୍ୟାଚବ୍ୟାକ୍ କାରଗୁଡିକର ଚାହିଦା ଅଧିକ | କମ୍ ମୂଲ୍ୟ, କମ୍ ରକ୍ଷଣାବେକ୍ଷଣ ଏବଂ ଉନ୍ନତ ମାଇଲେଜ୍ ହେତୁ ଏହି କାରଗୁଡିକ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି | ସମ୍ପ୍ରତି ଜାପାନର କାର ନିର୍ମାତା ଡାଟସନ ଏହାର ରେଡି-ଗୋ କୁ...

ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆକୁ ଝଟକା: ହାଇ ସ୍ପିଡ଼ ଇଣ୍ଟରନେଟ ସେବା ଦାବି କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ଗ୍ରାହକଙ୍କୁ ମନଲୋଭା ହାଇସ୍ପୀଡ଼ ଇଣ୍ଟରନେଟ ସହ ମନଲୋଭା ପ୍ଲାନ ପାଇଁ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ଆଦି କମ୍ପାନୀ ଉପରେ ଭାରି ପଡିଛି। ଟେଲିକମ୍ ରେଗୁଲେଟର ଅଥରିଟି ଅଫ ଇଣ୍ଡିଆ ବା ଟ୍ରାଇ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆକୁ ସ୍ୱତନ୍ତ୍ର ଟେଲିକମ୍...

ଅଛୁଆଁ ହୋଇ ପଡି ରହିଲେ କରୋନା ମୃତକ: ଟ୍ରାକ୍ଟରରେ ମଶାଣିକୁ ବୋହି ନେଲେ ଡାକ୍ତର

ହାଇଦ୍ରାବାଦ: ହଜି ଯାଉଛି ମାନବିକତା । କରୋନା କଷ୍ଟ ଠାରୁ ବଳିଯାଉଛି ଅମାନବିକତାର ଦାରୁଣ ଦୃଶ୍ୟ । ଘଣ୍ଟା ଘଣ୍ଟା ପଡି ରହିଲା କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ ଦେହ । ସଂକ୍ରମଣ ଭୟରେ ମିଳିଲାନି ଚାରି କାନ୍ଧ । ଶେଷରେ ମୃତକଙ୍କୁ ଶ୍ମଶାନ...

ଆଜି ଭାରତ-ଚୀନ ମିଲିଟାରୀ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଏଲଏସିର ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିଛି ଚୀନ୍ । ସ୍ୱାଭାବିକ ସ୍ଥିତି ଫେରୁଛି । ଆଜି ଚତୁର୍ଥ ଥର ପାଇଁ ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ହେବ । ଇଷ୍ଟର୍ଣ୍ଣ ଲଦାଖଲ ଚୁସୁଲ ବସିବ କର୍ପସ କମାଣ୍ଡରସ୍ତରୀୟ ବୈଠକ...

ଦିଲ୍ଲୀ ରେଳ ଭବନ ଦୁଇ ଦିନ ପାଇଁ ବନ୍ଦ

ନୂଆଦିଲ୍ଲୀ: ଆଜିଠାରୁ ବନ୍ଦ ରହିବ ଦିଲ୍ଲୀ ସ୍ଥିତ ଭାରତୀୟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ରେଳ ଭବନ । କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଦୁଇ ଦିନ ପାଇଁ ବନ୍ଦ ଘୋଷଣା କରିଛି ରେଲଓ୍ୱେ ବୋର୍ଡ । ଏହି ସମୟରେ ରେଳ ଭବନ...

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶହେ ପ୍ରତିଶତ ମାର୍କ

ଲକ୍ଷ୍ନୌ: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅବିଶ୍ୱସନୀୟ ସଫଳତା । ଶହେ ପ୍ରତିଶତ ମାର୍କ ରଖିଲେ ଲକ୍ଷ୍ନୌର ଛାତ୍ରୀ ଦିବ୍ୟାଶୀଂ ଜୈନ୍ । ୬ଶହରୁ ୬ଶହ ମାର୍କ ରଖିଛନ୍ତି । ଦିବ୍ୟାଶୀଂ ଭୂଗୋଳକୁ ଛାଡ଼ିଦେଲେ ଅନ୍ୟ ସବୁ ପେପର ପରୀକ୍ଷା ଦେଇଥିଲେ ।...

୨୪ ଘଣ୍ଟାରେ ୨୮,୪୯୮ ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ୯ ଲକ୍ଷ ଟପିଲା କରୋନା ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୮,୪୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୩ ଜଣ ପ୍ରାଣ ହରାଇଛନ୍ତି...

ଜୁଲାଇ ୧୬ରେ ଭାରତରେ ଲଞ୍ଚ ହେବ ଭିଭୋ ଏକ୍ସ୫୦ ସିରିଜ୍: ଜାଣନ୍ତୁ, ସବିଶେଷ ତଥ୍ୟ

ନୂଆଦିଲ୍ଲୀ:ମୋବାଇଲ ହ୍ୟାଣ୍ଡସେଟ୍ ନିର୍ମାତା କମ୍ପାନୀ ଭିଭୋ ଭାରତରେ ଏହାର ନୂତନ ଭିଭୋ ଏକ୍ସ୫୦ ସିରିଜ୍ ଲଞ୍ଚ କରିବାକୁ ଯାଉଛି । ଭିଭୋ ଟ୍ୱିଟ୍ କରି ଏହାର ଭିଭୋ ଏକ୍ସ୫୦ ସିରିଜର ଲଞ୍ଚ ତାରିଖ ବିଷୟରେ ସୂଚନା ଦେଇଛି । ୧୬ ଜୁଲାଇରେ ଭାରତରେ...

ଶକ୍ତିଶାଳୀ ବ୍ୟାଟେରୀ ସହ ଭାରତରେ ଲଞ୍ଚ ହେଲା ସ୍ମାର୍ଟଫୋନ ଟେକ୍ନୋ ସ୍ପାର୍କ ୫ ପ୍ରୋ; ଜାଣନ୍ତୁ କଣ ରହିଛି...

ନୂଆଦିଲ୍ଲୀ: ଟେକ୍ନୋ ବ୍ରାଣ୍ଡ ଭାରତରେ ଏଣ୍ଟ୍ରି ଲେଭଲ୍ ମିଡ୍ ରେଞ୍ଜ୍ ସ୍ମାର୍ଟଫୋନ୍ ଟେକ୍ନୋ ସ୍ପାର୍କ ପ୍ରୋ ଲଞ୍ଚ କରିଛି। ଏହି ଫୋନଟି ସିଙ୍ଗଲ୍ ଭାରିଆଣ୍ଟ ୪ ଜିବି ରାମ୍ ଏବଂ ୬୪ ଜିବି ଆଭ୍ୟନ୍ତରୀଣ ଷ୍ଟୋରେଜ୍ ରେ ପରିଚିତ ହୋଇଛି | ଏହି...

ବିଶାଖାପାଟଣାର ଫାର୍ମାସିଟ୍ୟୁକାଲ୍ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅନ୍ତର୍ଗତ ଜେଏନ୍ ଫାର୍ମା ସିଟିର ଫାର୍ମା କମ୍ପାନୀରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଏସମ୍ପର୍କରେ ବିଶାଖାପାଟଣା ଡିସିପି ସୁରେଶ ବାବୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି...

ସାହିତ୍ୟ