Latest Odisha News
Browsing Category

ଅନ୍ତର୍ଜାତୀୟ ଯୋଗ ଦିବସ

International Yoga Day

ଯୋଗମୁଦ୍ରାରେ ଯବାନ

ନୂଆଦିଲ୍ଲୀ : ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଯୋଗ କରିଛନ୍ତି ଭାରତୀୟ ଯବାନ । ସୀମାକୁ ସୁରକ୍ଷା ଦାୟିତ୍ବରେ ମୁତୟନ ଯବାନମାନେ ଯୋଗମୁଦ୍ରାରେ ନଜର ଆସିଛନ୍ତି । ଲଦଖ ଓ ଜମ୍ମୁ କାଶ୍ମୀର ସୀମାରେ ଇଣ୍ଡୋ-ତିବେତାନ୍ ବୋର୍ଡର ପୋଲିସ ବା ଆଇଟିବିପି ଯବାନମାନେ ଯୋଗ କରିଛନ୍ତି । ସାମଜିକ ଦୂରତା ରକ୍ଷା…

ଅନ୍ତର୍ଜାତୀୟ ଯୋଗ ଦିବସ, ମୋଦିଙ୍କ ବାର୍ତ୍ତା ‘ଯୋଗ ଆଣେ ଏକତା’

ଭୁବନେଶ୍ୱର : ଆଜି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତବର୍ଷର ଥିମ୍ ରହିଛି ‘ଘରେ ରହି ପରିବାର ସହ ଯୋଗ କରନ୍ତୁ’ । ସକାଳୁ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ପାଳନ ଆରମ୍ଭ ହୋଇଛି ଯୋଗ ଦିବସ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଅନ୍ତର୍ଜାତୀୟ ଯୋଗ ଦିବସ: ସୂର୍ଯ୍ୟ ନମସ୍କାରରେ ଯୋଗ ଦେବାପାଇଁ ସମସ୍ତଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ: ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ। କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ପୂର୍ବବର୍ଷ ପରି ବାହାରେ ପାଳିତ ହେଉନଥିଲେ ମଧ୍ୟ ଅନେକ ରାଷ୍ଟ୍ରରେ ଘରେ ରହି ସମସ୍ତେ ଯୋଗ ଦିବସ ପାଳନ କରିବେ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ଵାଧୀନ)  ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି…

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୦ର ଥିମ୍ ‘ଘରେ ପରିବାର ସହ ଯୋଗ କରନ୍ତୁ’

ଭୁବନେଶ୍ୱର : ଚଳିତ ବର୍ଷ କରୋନା ସଂକ୍ରମଣର ଭୟ ଥିବାରୁ ଅନ୍ତର୍ଜାତୀୟ ଯୋଗ ଦିବସରେ ସମସ୍ତେ ଏକାଠି ହୋଇ ଯୋଗ କରିବେ ନାହିଁ । ତେଣୁ ପରିବାର ସହ ଘରେ ରହି ଯୋଗ କରିବା ଉପରେ ଫୋକସ ରଖାଯାଇଛି । ଯୋଗ ଦିବସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ୍ କୀ ବାତ୍‌’ରେ ‘ମୋ ଜୀବନ ମୋ ଯୋଗ’…

କେବେଠୁ ପାଳିତ ହେଉଛି ‘ଅନ୍ତର୍ଜାତୀୟ ଯୋଗ ଦିବସ’, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶବ୍ୟାପୀ ଜୁନ୍ ୨୧ ତାରିଖରେ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳନ କରାଯାଇଥାଏ । ଯୋଗାଭ୍ୟାସ୍ ଶରୀରକୁ ରୋଗମୁକ୍ତ କରିବା ସହ ମନକୁ ପ୍ରଫୁଲ୍ଲିତ କରିଥାଏ । ଭାରତରେ ଯୋଗ ଇତିହାସ ପ୍ରାୟ ୨ରୁ ୫ ହଜାର ବର୍ଷ ପୁରୁଣା ବୋଲି ବିବେଚନା କରାଯାଏ । ଯାହାର ପ୍ରଣେତା ମହର୍ଷି ପତଞ୍ଜଳୀ ବୋଲି…

ଆମେରିକାରେ ଅନ୍ତର୍ଜାତୀୟ ଯୋଗ ଦିବସ: ପ୍ରବାସୀ ପାଳିବେ ‘ଯୋଗ ଫ୍ରମ୍ ହୋମ୍‌’ !

ୱାଶିଂଟନ୍ ଡିସି: ଜୁନ୍ ୨୧ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ତେବେ ଚଳିତ ବର୍ଷ ଏହି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ କରୋନା ମହାମାରୀ ଯୋଗୁଁ ବିଭିନ୍ନ ଷ୍ଟାଡ଼ିୟମରେ ଯେପରି ପାଳିତ ହେଉଥିଲା ସେଥିରେ କଟକଣା ରହିଛି । ଏହି ପରିପ୍ରେକ୍ଷୀରେ ଆମେରିକାରେ ରହୁଥିବା…

ଦୈନନ୍ଦିନ ଜୀବନରେ ଯୋଗର ଉପକାରିତା

(ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗଗୁରୁ ଦୀପକ ରଞ୍ଜନ ବେହେରାଙ୍କ ଆଲେଖ) ମନୁଷ୍ୟ ଶରୀର ରୋଗର ମନ୍ଦିର, ମନୁଷ୍ୟର ଦେହ ଅଛି ଅର୍ଥାତ୍ କିଛି ନା କିଛି ରୋଗ ରହିଛି । ମନୁଷ୍ୟ ଶରୀରରେ ଅନେକ ପ୍ରକାରର ଛୋଟ ବଡ ରୋଗର ଲକ୍ଷଣ ଦେଖିବାକୁ ମିଳିଥାଏ । କିନ୍ତୁ ଯଦି ଆମ ଜୀବନଧାରାରେ ପ୍ରତ୍ୟେକ ଦିନ…