Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଜାଣନ୍ତୁ ବାସଙ୍ଗ ପତ୍ରର ଚମତ୍କାରିତା

ଭୁବନେଶ୍ବର: ଅନେକ ଔଷଧିୟ ଗଛ ଅଛି  ଯାହାକୁ ଆମେ ନିତିଦିନ ବ୍ୟବହାର କରୁ କିନ୍ତୁ ଆମେ ଆପଣଙ୍କୁ ଆଜି ଏଭଳି ଏକ ଔଷଧିୟ ଗଛ ବିଷୟରେ କହିବୁ ଯାହାର ଫୁଲ ,ପତ୍ର,ଛାଲ ଆଦି ଏଜ ରାମବାଣ ପରି କାମ କରେ । ତେବେ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ । ବାସଙ୍ଗ ଗଛ ଯାହା ଆମ ଶରୀର ପାଇଁ ଖୁବ ଲାଭଦାୟକ ।…

ଉପାସ ରହିଲେ ହେବ ଏହିସବୁ ଭୟଙ୍କର ସମସ୍ୟା

ଭୁବନେଶ୍ବର: ଆଜି କାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ କର୍ମ ବ୍ୟସ୍ତତା ପାଇଁ ବ୍ୟକ୍ତି ନିଜ ପ୍ରତି ଧ୍ୟାନ ଦେଇପାରୁ ନାହିଁ। ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଏପରି କି ଅନେକ ବ୍ୟକ୍ତି ନିଜର କାମବ୍ୟସ୍ତ ପାଇଁ ସଠିକ ସମୟରେ ଖାଦ୍ୟ…

ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପିଅନ୍ତୁ ଏହି ଜୁସ୍

ଭୁବନେଶ୍ବର: କଲ ବଲ କରୁଛି ତାତି । ସବୁଆଡେ଼ ଏବେ ଗ୍ରୀଷ୍ମ ପ୍ରକୋପ । ତେବେ ଏହି ଡହଡହ ତାତି ପାଇଁ ଅଂଶୁଘାତ ହେବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ଅଂଶୁଘାତ ରୁ ରକ୍ଷା ପାଇବେ କିପରି । ଖରାରେ ବାହାରକୁ ବାହାରନ୍ତୁ ନାହିଁ । ଆବଶ୍ୟକ ପଡିଲେ ସତର୍କତା ସହ ଯାଆନ୍ତୁ। ଖରାକୁ ବାହାରିଲେ…

ଏହି ଉପାୟ ଆପଣାନ୍ତୁ, ଅତି ସହଜରେ ମୂଷା ଠାରୁ ପାଆନ୍ତୁ ମୁକ୍ତି

ଭୁବନେଶ୍ବର: ମୂଷା ପାଇଁ ଚିନ୍ତାରେ ଅଛନ୍ତି କି। ମୂଷା ଘରେ ଥିବା ସବୁ ଜିନିଷକୁ ନଷ୍ଟ କରିଦେଉଛି କି। ତେବେ ଆଉ ଚିନ୍ତା କରନ୍ତୁନି ।ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଦ୍ୱାରା ଅତି ସହଜରେ ଆପଣ ମୂଷା ଠାରୁ ପାଇବେ ମୁକ୍ତି। ପ୍ରଥମେ ପାଣି ସହ ଫିଟିକିରି ପାଉଡରକୁ ମିଶାଇ ମୂଷା…

ତୁଳସୀ ମଞ୍ଜି ଖାଇଲେ ଆଉ ହେବନି ଏହିସବୁ ରୋଗ

ଭୁବନେଶ୍ବର: ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଶରୀର ପାଇଁ ତୁଳସୀ ବେସ ଉପଯୋଗୀ। ଅନେକ ରୋଗର ଚିକିତ୍ସା ପାଇଁ ତୁଳସୀକୁ ବ୍ୟବହାର କରାଯାଏ। କେବଳ ତୁଳସୀ ନୁହଁ ଏହାର ମଞ୍ଜି ମଧ୍ୟ ଶରୀର ପାଇଁ ଲାଭ ଦାୟକ ହୋଇଥାଏ। ତୁଳସୀରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ । ଯାହା ଆପଣଙ୍କ ରକ୍ତ ଚାପ ଏବଂ…

ଏମିତି ଉପାୟ ଆପଣାନ୍ତୁ , କେବେ ହେବନି ପିମ୍ପଲ୍

ଭୁବନେଶ୍ବର: ରାତିରେ ଶୋଇବା ପୂର୍ବରୁ ଏମିତି କିଛି କରନ୍ତୁ, ଆପଣଙ୍କ ଚେହେରା ଚମକିବ କୋରିଆନ୍ ସ୍କିନ ପରି  । ଚେହେରାକୁ ସୁନ୍ଦର ରଖିବା ପାଇଁ ଲୋକମାନେ ଅନେକ ପଦକ୍ଷେପ ଆପଣାନ୍ତି । କିଏ କଳା ଦାଗ ପାଇଁ ତ କିଏ ପିମ୍ପଲ୍ ପାଇଁ ।  କିନ୍ତୁ ଅନେକ ଚେଷ୍ଟା କରିବା ପରେ ମଧ୍ୟ ଲୋକମାନେ ବିଫଳ…

ଦୀର୍ଘ ସମୟ ଧରି ବସି ରହିଲେ କ୍ୟାନସର ହେବାର ସମ୍ଭାବନା

ଭୁବନେଶ୍ବର: ସରକାରୀ ଚାକିରି ହଉ ବା ବେସରକାରୀ ସବୁଠି ଏକ ସ୍ଥାନରେ ବସି ରହି କାମ କରିବାକୁ ପଡୁଛି। କେବଳ ଯେ ଅଫିସରେ ତାହା ନୁହଁ  ସେ  ଘରେ ବସି ଟିଭି ଦେଖିବା ହେଉ କି ଫୋନେ ଦେଖିବା ହେଉ। ବହୁ ସମୟ ଧରି ବସି ରହି ଆମେ ଯେକୌଣସି କାମକୁ କରୁଛନ୍ତି। ଏହା ଦ୍ୱାରା ଆମକୁ ଅନେକ ପ୍ରକାର ରୋଗ …

ହୃଦରୋଗ ଜନିତ ମୃତ୍ୟୁର କାରଣ ସାଜିପାରେ ମଧ୍ୟବର୍ତ୍ତୀକାଳୀନ ଉପବାସ

ନୂଆଦିଲ୍ଲୀ: ଓଜନ କମାଇ  ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଉପବାସ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ବଢ଼ିପାରେ ହୃଦରୋଗ ଜନିତ ମୃତ୍ୟୁ ଆଶଙ୍କା । ନିକଟରେ ଏକ ଅଧ୍ୟୟନରୁ ଏମିତି ଚିନ୍ତା ଜନକ ତଥ୍ୟ ମିଳିଛି। ବର୍ତ୍ତମାନ ସମୟରେ ମଧ୍ୟବର୍ତ୍ତୀକାଳୀନ ଉପବାସ…

ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଖାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ସାଧାରଣତଃ ଲୋକେ ବାହାର ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରିଥାଆନ୍ତି । ଚାଇନିଜ୍ ହେଉ କିମ୍ବା ସାଉଥ୍-ଇଣ୍ଡିଆନ ଲୋକମାନଙ୍କୁ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ବେଶି ଭଲ ଲାଗେ । ଆଜିକାଲିର ଜୀବନଶୈଳୀରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମସଲାଯୁକ୍ତ ଖାଦ୍ୟ…

ଖୁବ ଶୀଘ୍ର ମୋଟା ହୋଇଯାଉଛନ୍ତି ଭାରତୀୟ ଲୋକେ, ଏହା ପଛର କାରଣ କହିଲା ‘ହୁ’

ନୂଆଦିଲ୍ଲୀ: ଆଜିକାଲି ଜୀବନଶୈଳୀ ଏତେ ବ୍ୟସ୍ତ ହୋଇପଡୁଛି ଯେ ଲୋକମାନେ ଶାରୀରିକ କାର୍ଯ୍ୟକଳାପ ପାଇଁ ସମୟ ପାଇପାରୁ ନାହାଁନ୍ତି, ଯେଉଁଥିପାଇଁ ସେମାନଙ୍କ ଶରୀରକୁ ସେସବୁର ସମସ୍ୟା ଉଠାଇବାକୁ ପଟେ । ଏହି କାରଣରୁ, ମେଦବହୁଳତା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯେଉଁଥିପାଇଁ ଅନେକ ଗମ୍ଭୀର…