Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ୍ ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ହେବ ମୁକାବିଲା

ଚଣ୍ଡିଗଡ଼: ଆଇପିଏଲ୍ ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ହେବ ମୁକାବିଲା । ଦୁଇ ଦଳ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ । ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବାଇ ଇଣ୍ଡିଆନ୍‌ସ ୬ଟି ମ୍ୟାଚ ଖେଳି ୨ଟି ବିଜୟ ହୋଇଥିବା ବେଳେ ୪ଟି ପରାଜିତ ହୋଇଛି। ଆଜି…

୬୭ ବଲ ବାକି ଥାଇ ଗୁଜରାଟକୁ ହରାଇଲା ଦିଲ୍ଲୀ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ସମ୍ପୂର୍ଣ୍ଣ ଏକତରଫା ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ହାତରେ ୬ଟି ୱିକେଟ ଏବଂ ୬୭ ବଲ ବାକି ଥାଇ ଶୋଚନୀୟ ଭାବେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୮୯ ରନରେ ଅଲଆଉଟ ହୋଇଥିଲା । ୯୦ ରନର ବିଜୟ ଲକ୍ଷ୍ୟକୁ…

ଆଇପିଏଲରେ ଗୁଜରାଟର ସବୁଠାରୁ କମ ସ୍କୋର

ଅହମ୍ମଦାବାଦ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୮୯ ରନରେ ଗୁଜରାଟ ଟାଇଟାନ୍ସକୁ ଅଲଆଉଟ କରି ଦେଇଛି । ଆଇପିଏଲରେ ଗୁଜରାଟର ଏହା ସବୁଠାରୁ କମ ଦଳଗତ ସ୍କୋର । ପୂର୍ବରୁ ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦଳ ୧୨୫ରେ ଅଲଆଉଟ ହୋଇଥିଲା । ଟସ ଜିତି…

ଅବସର ପରେ ବି ଆଇପିଏଲରେ କମାଲ କରୁଛନ୍ତି ଏହି କ୍ରିକେଟର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ରୋମାଂଚ ବଢ଼ିବାରେ ଲାଗିଛି । ଯୁବ ଖେଳାଳିଙ୍କ ପସନ୍ଦ ଏହି ଟି୨୦ ଲିଗରେ ଶିବମ ଦୁବେ, ଅଭିଷେକ ଶର୍ମା ଓ ଯଶସ୍ୱୀ ଜୈସୱାଲଙ୍କ ପରି ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ତେବେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା କେତେକ ଖେଳାଳିଙ୍କ ପ୍ରଦର୍ଶନ ଏବେ…

ଟି୨୦ ବିଶ୍ୱକପରେ ରୋହିତ-କୋହଲି ଓପନିଂ କରିବେ : ରିପୋର୍ଟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । କିଛି ଦିନ ମଧ୍ୟରେ ଏ ନେଇ ଭାରତୀୟ ଟିମର ଘୋଷଣା କରାଯିବ । ଚଳିତ ଆଇପିଏଲରେ ପ୍ରଦର୍ଶନକୁ ଭିତି କରି ଭାରତୀୟ ଦଳ ବଛାଯିବ ବୋଲି ଚୟନ କମିଟି ସୂଚନା ଦେଇ ସାରିଛନ୍ତି । ରିପୋର୍ଟ ମୁତାବକ ଚୟନ କମିଟି ଅଧିନାୟକ ରୋହିତ…

ଆଇପିଏଲ କ୍ୟାରିୟରରେ ପ୍ରଥମ ଶତକ ମାରିଲେ ସୁନୀଲ ନାରିନ

କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଲରାଉଣ୍ଡର ସୁନୀଲ ନାରିନ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରିଛନ୍ତି । ଏହା ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ । ଓପନିଂ ବ୍ୟାଟିଂ କରିବାକୁ ଆସି ସେ ମାତ୍ର ୪୯ ବଲରେ ତାଙ୍କ ଶତକ ପୂରଣ କରିଥିଲେ ।…

ଟି୨୦ ବିଶ୍ୱକପ ଟିମରେ ସ୍ଥାନ ପାଇବେ କି ଦୀନେଶ

ମୁମ୍ବାଇ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ନିରାଶ କରୁଥିଲେ ମଧ୍ୟ ଦୀନେଶ କାର୍ତିକ ପ୍ରଶଂସକଙ୍କ ବିଶ୍ୱାସ ଭାଙ୍ଗି ନାହାନ୍ତି । ରିୟଲ ଥାଲା ଡିକେ ଜବରଦସ୍ତ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କ ବିଶ୍ୱାସ ଜିଣି ପାରିଛନ୍ତି । କିଛି ଦିନ ତଳେ ମୁମ୍ବାଇ ବିପକ୍ଷ ମ୍ୟାଚରେ…

ମହେଶ ଭୂପତି କହିଲେ ଆରସିବିକୁ ବିକ୍ରି କରିଦିଅ

ନୂଆଦିଲ୍ଲୀ: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର କେବେ ହେଲେ ଟାଇଟଲ ହାସଲ କରିନି । ଏଥର ଦଳର ପ୍ରଦର୍ଶନ ପ୍ରଶଂସକଙ୍କୁ ବ୍ୟଥିତ କରିଛି । ଟେନିସ ଷ୍ଟାର ମହେଶ ଭୂପତି ଆରସିବିର ପ୍ରଂଶସକ ଅଟନ୍ତି । ସେ ମଧ୍ୟ ଭାଙ୍ଗିପଡିଛନ୍ତି । ଭୂପତି ସୋସିଆଲ ମିଡିଆରେ ଲେଖିଛନ୍ତି ବିସିସିଆଇ…

ଟି -୨୦ ବିଶ୍ୱକପ ପୂର୍ବରୁ ଆସିଲା ବଡ ଖବର, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫ୍ୟାନସ୍ କୁ ଲାଗି ପାରେ ଝଟକା

ନୂଆଦିଲ୍ଲୀ: ଆଇପିଏଲ୍ ସମୟରେ ଏକ ବଡ ଖବର ସାମନା କୁ ଆସୁଛି । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ କୋଚ୍ ରାହୁଲ ଦ୍ରାବିଡଙ୍କୁ ଭେଟିଥିଲେ। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ଟି -୨୦ ବିଶ୍ୱକପ ପାଇଁ ଆଲୋଚନା…

୨୦୨୪ ଆଇପିଏଲ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଲାଗିଛି ବଡ ଝଟକା

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଲାଗିଛି  ବଡ ଝଟକା । ଗ୍ଲେନ ମ୍ୟାକ୍ସୱେଲ ଆରସିବିର ହାତ ଛାଡିଛନ୍ତି । ଆଇପିଏଲ୍ ୨୦୨୪ ସିଜିନରେ ଆରସିବି ୭ଟି ମ୍ୟାଚରୁ ୬ଟି ମ୍ୟାଚରେ ପରାସ୍ତ ହୋଇଛି । ଚଳିତ ଆଇପିଏଲ୍ ରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ମ୍ୟାକ୍ସୱେଲଙ୍କ…