ରସ୍ ଟେଲରଙ୍କ ବିସ୍ଫୋରକ ଶତକ; ଭାରତକୁ ୪ ୱିକେଟରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

ହାମିଲଟନ: ଷ୍ଟାର୍ ବ୍ୟାଟ୍ସମ୍ୟାନ ରସ୍ ଟେଲରଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଆଜି ଅନୁଷ୍ଠିତ ହୋଇଥିବା ୧ମ ଦିନିକିଆ ମ୍ୟାଚରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି କିୱିଦଳ । Tough day at the office but we hope to come back...

ନ୍ୟୁଜିଲାଣ୍ଡ ସାମ୍ନାରେ ଟିମ୍ ଇଣ୍ଡିଆର ବିଶାଳ ସ୍କୋର୍‌; ଭାରତ – ୩୪୭/୪

ହାମିଲଟନ: ହାମିଲଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଆଜି କପ୍ତାନ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ କିୱି ଦଳ ସମ୍ମୁଖରେ ଏକ ବିଶାଳ ସ୍କୋର ଛିଡ଼ା କରିଛି । ଭାରତ ନିର୍ଦ୍ଦାରିତ ୫୦ ଓଭରରେ ୪ଟି...

ଶ୍ରେୟସଙ୍କ ଆକର୍ଷଣୀୟ ଶତକ; ରାହୁଲଙ୍କ ଦମଦାର୍ ବ୍ୟାଟିଂ ଜାରି

ହାମିଲଟନ: ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜି ଭାରତ ଖେଳୁଥିବା ପ୍ରଥମ ଦିନିକିଆ ମ୍ୟାଚରେ ଶ୍ରେୟସ ଆୟାର୍ ଏକ ଆକର୍ଷଣୀୟ ଶତକ ହାସଲ କରିପାରିଛନ୍ତି । ୧୦୫ଟି ବଲରୁ ସେ ୧୦୩ ରନ କରି ବ୍ୟାଟିଂ କରୁଥିବା ବେଳେ ଦଳର ଅନ୍ୟତମ ବ୍ୟାଟ୍ସମ୍ୟାନ କେ ଏଲ୍...

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଟିମ୍ ଇଣ୍ଡିଆର ପ୍ରଥମେ ବ୍ୟାଟିଂ

ହାମିଲଟନ: ଆଜି ହାମିଲଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଉଛି । ନ୍ୟୁଜିଲାଣ୍ଡ ଟସରେ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଛି । 50-run partnership comes up between @imVkohli &...

୭ମ ଥର ପାଇଁ ଟାଇଟଲ ମୁକାବିଲାରେ ଭାରତ

ପୋଚେଫ୍ରୁଷ୍ଟ୍ରୁମ: ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ୭ମ ଥର ପାଇଁ ଫାଇନାଲରେ ପ୍ରବେଶ କରଛି । ମଙ୍ଗଳବାର ଭାରତ ୧୦ ଉଇକେଟରେ ପାକିସ୍ତାନକୁ ସେମି ଫାଇନାଲରେ ପରାସ୍ତ କରିଥିଲା । ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ...

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ, ଯଶସ୍ୱୀ ଜୟସୱାଲଙ୍କ ବିସ୍ଫୋରକ ଶତକ : ଫାଇନାଲରେ ଭାରତ

ପୋଚେଫ୍ରୁଷ୍ଟ୍ରୁମ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମୁକାବିଲାରେ ଭାରତ ଯଶସ୍ୱୀ ଜୟସୱାଲ(୧୦୫) ଓ ଦିବ୍ୟାଂଶ ସକ୍ସେନା(୫୯)ଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ୧୦ ଉଇକେଟରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି । ୧୭୩ ରନର ପାକିସ୍ତାନ...

ଭାରତ ସମ୍ମୁଖରେ ୧୭୩ ରନର ବିଜୟ ଲକ୍ଷ୍ୟ

ପୋଚେଫ୍ରୁଷ୍ଟ୍ରୁମ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ୧୭୩ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୩ ଓଭରରେ ୧୭୨ ରନ କରି ଅଲଆଉଟ ହୋଇ...

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ : ଭାରତ-ପାକ୍ ହାଇ ଭୋଲଟେଜ ସେମିଫାଇନାଲ ଆଜି

ପୋଚେଫ୍ରୁଷ୍ଟ୍ରୁମ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମୁକାବିଲା ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି । ଏହି ହାଇ ଭୋଲଟେଜ ମୁକାବିଲାରେ ଭାରତର ପଲା ଭାରି ରହିବ ବୋଲି ଆଶା...

ଟିମ୍ ଇଣ୍ଡିଆକୁ ଝଟକା : ଦିନିକିଆ, ଟେଷ୍ଟ ସିରିଜରୁ ଓହରିଲେ ରୋହିତ

ହାମିଲଟନ : ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଉପଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ସମସ୍ୟା ଟିମ୍ ଇଣ୍ଡିଆ ପାଇଁ ଝଟକା ସଦୃଶ ହୋଇଛି । ଟି୨୦ ସିରିଜର ଅନ୍ତିମ ମ୍ୟାଚରେ ରୋହିତ ଆଘାତପ୍ରାପ୍ତ ହୋଇଥିଲେ । ମେଡିକାଲ ଟିମ୍ ଅନୁଧ୍ୟାନ କରିବା ପରେ ରୋହିତଙ୍କୁ...

ଟି୨୦: ତୃତୀୟ ଥର ପାଇଁ ବିଦେଶରେ କ୍ଳିନ ସୁଇପ୍‌

ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ କ୍ରମାଗତ ୮ଟି ମ୍ୟାଚରେ ବିଜୟ ହାସଲ କରିଲା । ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ ବିଜୟ ହାସଲ କରିବାରେ ପ୍ରଥମ ଟିମ୍ ହେଲା । ତୃତୀୟ ଥର ପାଇଁ ଟିମ୍ ଇଣ୍ଡିଆର...

ସାହିତ୍ୟ