Latest Odisha News

BREAKING NEWS

Browsing Category

କ୍ରିକେଟ

ଭାରତୀୟ ବୋଲିଂ ଆଗରେ ତାସ ପତା ପରି ଭୁଷୁଡିଗଲା କିୱି ଟିମ

ରାୟପୁର: ଏଠାରେ ଶନିବାର ଅନୁଷ୍ଠିତ ଦ୍ୱୀତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତୀୟ ବୋଲରଙ୍କ ସାମ୍ନା କରି ନ ପାରି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ୧୦୮ ରନରେ ଅଲଆଉଟ ହୋଇଯାଇଛି । ବିଜୟ ପାଇଁ ଭାରତ ସମ୍ମୁଖରେ ୧୦୯ ରନର ଟାର୍ଗେଟ ରହିଛି । ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ୫୦ ଓଭର ମଧ୍ୟ ଖେଳି ପାରି ନ…

ରଣଜୀ ଟ୍ରଫି: ଶୁଭ୍ରାଂଶୁଙ୍କ ଶତକ, ଓଡିଶା-ୟୁପି ମ୍ୟାଚ ଡ୍ର

ମୀରଟ: ବ୍ୟାଟିଂରେ ଭଲ ପ୍ରଦର୍ଶନ ସତ୍ୱେ ଏଠାରେ ଅନୁଷ୍ଠିତ ଓଡିଶା-ଉତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ ଡ୍ରରେ ଶେଷ ହୋଇଛି । ପ୍ରଥମ ଇନିଂସରେ ପଛୁଆ ଥିବା ଓଡିଶା କିନ୍ତୁ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଗତକାଲିର ଅସମାପ୍ତ ଇନିଂସ ୧୫୨/୧ରୁ ବ୍ୟାଟିଂ ଆରମ୍ଭ କରି…

ରଣଜୀ ଟ୍ରଫି: ଶୁଭ୍ରାଂଶୁ, ଅନୁରାଗଙ୍କ ଦୃଢ଼ ବ୍ୟାଟିଂ

ମୀରଟ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ କ୍ରିକେଟରେ ଉତରପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ପଛୁଆ ଥିବା ଓଡିଶା କିନ୍ତୁ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ କରିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ଗୋଟିଏ ୱିକେଟ ହରାଇ ୧୫୨ ରନ କରିଛି । ଶୁଭ୍ରାଂଶୁ ସେନାପତି ୯୧ ଓ ଅନୁରାଗ ଷଡଙ୍ଗୀ ୫୨…

ଆମେରିକାରେ ହେବ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ !

ନୂଆଦିଲ୍ଲୀ: ଆଇସିସି ତାର ପ୍ରତ୍ୟେକ ବଡ ଟୁର୍ଣ୍ଣାମେଂଟରେ ଭାରତ-ପାକିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ କରିବା ନେଇ ସର୍ବଦା ବ୍ୟଗ୍ର ରହିଥାଏ । ୨୦୨୪ ଟି୨୦ ବିଶ୍ୱକପରେ ଭାରତ-ପାକ ମଧ୍ୟରେ ପୁନର୍ବାର ମୁକାବିଲା ହେବ । ଏହି ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ମିଳିତ ଭାବେ ଖେଳାଯିବ । ତେବେ…

ଠାକୁର ଜିତିଲେ ଗିଲଙ୍କ ଦିଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଦ୍ୱିଶତକ ହାସଲ କରି ଭାରତର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଯେତିକି ଚର୍ଚ୍ଚିତ ହୋଇଛନ୍ତି ତାହାଠାରୁ ଅଧିକ ଶାର୍ଦ୍ଦୁଳ ଠାକୁର ପ୍ରଶଂସା ସାଉଁଟୁଛନ୍ତି । ଶାର୍ଦ୍ଦୁଳ ତ୍ୟାଗ କରି ନ ଥିଲେ ଗିଲ ଦ୍ୱିଶତକ ହାସଲ କରିପାରି ନ…

ଗିଲଙ୍କ ଦ୍ୱିଶତକ ବଳରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ, ବ୍ୟର୍ଥ ହେଲା ବ୍ରେସୱେଲଙ୍କ ଶତକ

ହାଇଦ୍ରାବାଦ: ଶୁଭମନ ଗିଲଙ୍କ ଆକର୍ଷଣୀୟ ଦ୍ୱିଶତକ ସହାୟତାରେ ଭାରତ ୧୨ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଦତ ୩୫୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୪୯.୧ ଓଭରରେ ୩୩୭ ରନ କରି ଅଲଆଉଟ…

ରଣଜୀ ଟ୍ରଫି: ଶାନ୍ତନୁଙ୍କ ଶତକ ସତ୍ୱେ ପୁନର୍ବାର ବ୍ୟାକଫୁଟରେ ଓଡିଶା

ମୀରଟ:ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଶାନ୍ତନୁ ମିଶ୍ରଙ୍କ ଆକର୍ଷଣୀୟ ଶତକ ସତ୍ୱେ ଉତରପ୍ରଦେଶ ବିପକ୍ଷରେ ଓଡିଶା ପୁନର୍ବାର ବ୍ୟାକଫୁଟରେ ରହିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୨୬ ରନରେ ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ୧୦୯ ରନ କରିଥିବା ବେଳେ ରାଜେ ଧୂପର ୬୨ ଓ ଅଭିଷେକ ରାଉତ…

ସବୁଠାରୁ ଯୁବ ଖେଳାଳି ଭାବେ ଦ୍ୱିଶତକ ହାସଲ କଲେ ଶୁଭମନ

ହାଇଦ୍ରାବାଦ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟରେ ଭାରତ ଶୁଭମନ ଗିଲଙ୍କ ଦ୍ୱିଶତକ ବଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୫୦ ରନର ବିଜୟ ଲକ୍ଷ୍ୟ ରଖିଛି । ଶୁଭମନ( ୨୩ ବର୍ଷ ୧୩୨ ଦିନ) ସବୁଠାରୁ ଯୁବ କ୍ରିକେଟର ଭାବେ ସୀମିତ ଓଭର କ୍ରିକେଟରେ ଦ୍ୱିଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଓହରିଲେ ଶ୍ରେୟାସ

ନୂଆଦିଲ୍ଲୀ: ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଗତ ବର୍ଷ ଭାରତ ପାଇଁ ଦିନିକିଆରେ ସର୍ବାଧିକ ରନ ସଂଗ୍ରହ କରିଥିବା ଶ୍ରେୟାସ ଆୟାର ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ପିଠି ସମସ୍ୟା…

ପନ୍ତ କହିଲେ, ଏଥର ରିକଭରୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ

ମୁମ୍ବାଇ:ଭାରତର ଷ୍ଟାର ଖେଳାଳି ରିଷଭ ପନ୍ତଙ୍କ ଦୁର୍ଘଟଣା ସମସ୍ତଙ୍କ କ୍ରିକେଟପ୍ରେମୀଙ୍କୁ ବ୍ୟଥିତ କରିଥିଲା । ତାଙ୍କ ଅସ୍ତ୍ରୋପଚାର ସଫଳ ହେବା ପରେ ପ୍ରଥମ ଥର ପାଇଁ ପନ୍ତ ଟୁଇଟ କରିଛନ୍ତି । ସେ ତାଙ୍କ ଟୁଇଟରେ ରିକଭରୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ଖୁବ ଶୀଘ୍ର ସୁସ୍ଥ…