Latest Odisha News
Browsing Category

କ୍ରିକେଟ

ଏଥର ଅଫିିସିଆଲ, ଭାରତୀୟ ବିଶ୍ୱକପ ଦଳରେ ସାମିଲ ହେଲେ ସାମି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ମହମ୍ମଦ ସାମିଙ୍କୁ ସାମିଲ କରାଯାଇଛି । ଆଘାତପ୍ରାପ୍ତ ଯଶପ୍ରୀତ ବୁମରାହଙ୍କ ସ୍ଥାନରେ ସେ ଏହି ସୁଯୋଗ ପାଇଛନ୍ତି । ପୂର୍ବରୁ ଏ ନେଇ ଖବର ପ୍ରକାଶ ପାଇଥିଲେ ମଧ୍ୟ ଶୁକ୍ରବାର ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ…

ଏସିଆ କପ ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ ଯାଇପାରେ ପାକିସ୍ତାନ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ କ୍ରିକେଟ ଖେଳିବା ନେଇ ପାକିସ୍ତାନ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଯିବା ସମ୍ଭାବନା ସୃଷ୍ଟି ହୋଇଛି । ଏଥିପାଇଁ ବିସିସିଆଇ ପ୍ରସ୍ତୁତ ଥିଲେ ମଧ୍ୟ ଶେଷ ନିଷ୍ପତି ଭାରତ ସରକାରଙ୍କ ରହିବ । ସରକାରଙ୍କ ମଂଜୁରୀ ମିଳିଲେ ୧୫ ବର୍ଷ ପରେ ପାକିସ୍ତାନ…

ଏଥର ବିଶ୍ୱକପରେ କମାଲ କରିବେ ଏହି ୧୦ ଖେଳାଳି

ପୁରୀ: ଟି୨୦ ବିଶ୍ୱକପ ୧୬ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବ । ଏଥର ବିଶ୍ୱକପରେ ୧୦ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏହି ଖେଳାଳି ଏକାକୀ ମ୍ୟାଚ ପରିବର୍ତନ କରିବା କ୍ଷମତା ରଖିଛନ୍ତି । ଆସନ୍ତୁ ସେହି ଖେଳାଳିଙ୍କ ଉପରେ ନଜର ପକାଇବା । ୧.ହାର୍ଦ୍ଦିକ…

ମହିଳା ଏସିଆ କପ: ପାକିସ୍ତାନ ଆଉଟ, ଭାରତ-ଶ୍ରୀଲଙ୍କା ଫାଇନାଲ

ସିଲହଟ: ମହିଳା ଏସିଆ କପ କ୍ରିକେଟ ଫାଇନାଲ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ୧ ରନରେ ହରାଇ ଶ୍ରୀଲଙ୍କା ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୧୨୨ ରନ…

ଆସନ୍ତା ବର୍ଷ ଆରମ୍ଭ ହେବ ମହିଳା ଆଇପିଏଲ

ମୁମ୍ବାଇ: ମହିଳା ଇଣ୍ଡିଆନ ପ୍ରିମିୟର ଲିଗ ଆସନ୍ତା ବର୍ଷ ଆରମ୍ଭ ହେବ । ମହିଳା ଟି୨୦ ବିଶ୍ୱକପ ପରେ ଫେବୃୟାରୀ ୨୬ରୁ ଏହା ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି । ପ୍ରଥମ ସିଜନରେ ଏହା ୨ଟି ଭେନ୍ୟୁରେ ଓଭରାଲ ୨୨ ମ୍ୟାଚ ଖେଳାଯିବ । ଗୋଟିଏ ଟିମ ପାଖରେ ୬ ବିଦେଶୀଙ୍କ ସମେତ ୧୮ ଖେଳାଳି ରହିବେ ।…

ମହିଳା ଏସିଆ କପ କ୍ରିକେଟ: ଫାଇନାଲରେ ଭାରତ

ସିଆଲହେଟ: ଚଳିତ ମହିଳା ଏସିଆ କପ କ୍ରିକେଟରେ ଭାରତ ଗୁରୁବାର ଥାଇଲାଣ୍ଡକୁ ୭୪ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିଥିଲା । ଶେଫାଳୀ ବର୍ମା ୪୨ ଏବଂ ଅଧିନାୟିକା ହରମନପ୍ରୀତ କୌର ୩୬ ରନର ଇନିଂସ ଖେଳିଥିଲେ…

ଭିଜା ମିଳିଲାନି, ଅଷ୍ଟ୍ରେଲିଆ ଯାଇପାରିବେନି କୂଲଦୀପ ଓ ଉମରାନ

ନୂଆଦିଲ୍ଲୀ: ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଦୃଷ୍ଟି ଆକର୍ଷଣ କରିଥିବା ଉମରାନ ମଲିକ ଓ କୁଲଦୀପ ସେନଙ୍କୁ ଅଷ୍ଟ୍ରେଲିଆ ଯିବା ପାଇଁ ଭିଜା ମିଳିପାରିନି । ଟି୨୦ ବିଶ୍ୱକପ ପାଇଁ ଏହି ୨ ଖେଳାଳିଙ୍କୁ ନେଟ ବୋଲର ଭାବେ ଚୟନ କରାଯାଇଥିଲା । ଟିମ ଇଣ୍ଡିଆର ୧୫ ଖେଳାଳିଙ୍କ ଅଭ୍ୟାସ ପାଇଁ ୪ଜଣ ପେସ…

୩ ଘଂଟାର ଖେଳ ପାଇଁ ପାଗଳ ହେଉଛନ୍ତି ୨୫୦ କୋଟି ପ୍ରଶଂସକ

ପୁରୀ ଟି୨୦ କ୍ରିକେଟ ବିଶ୍ୱକପ ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରରେ ଆରମ୍ଭ ହେବ । ୩ ଘଂଟାର ଏହି ଖେଳ ପାଇଁ ସାରା ବିଶ୍ୱର ୨୫୦ କୋଟି ପ୍ରଶଂସକ ପାଗଳ ପ୍ରାୟ ହୋଇ ଉଠିଛନ୍ତି । ଫୁଟବଲ ପଛକୁ କ୍ରିକେଟ ଏବେ ଦ୍ୱିତୀୟ ଲୋକପ୍ରିୟ ଖେଳ ଉଠିଛି । ଫୁଟବଲର ୩୫୦ କୋଟି ପ୍ରଶଂସକ ଥିବା ବେଳେ କ୍ରିକେଟରେ ୨୫୦,…

ୱିଜଡନ ସର୍ବକାଳୀନ ଶ୍ରେଷ୍ଠ ଟି୨୦ ଏକାଦଶ: ଭାରତୀୟ ଦଳରେ ଧୋନୀଙ୍କ ନାମ ନାହିଁ

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ ଭାବେ ପରିଚିତ ୱିଜଡନ ପତ୍ରିକା ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଏକାଦଶଙ୍କ ନାମ ଘୋଷଣା କରିଛି । ତେବେ ଏଥିରେ ଆଶ୍ଚର୍ଯ୍ୟଜନକ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ଥାନ ମିଳିନି । ଏ ନେଇ ୱିଜଡନ ପକ୍ଷରୁ କୁହାଯାଇଛି ବର୍ତମାନର ଷ୍ଟାର ଖେଳାଳିଙ୍କୁ ଅନ୍ୟମାନଙ୍କ ସହ…

ଓସିଏ ପଦ ପାଇଁ ଅକ୍ଟୋବର ୨୮ରେ ହେବ ନିର୍ବାଚନ

କଟକ: ଓଡିଶା କ୍ରିକେଟ ଆସୋସିଏଶନ ଖାଲି ପଡିଥିବା ୬ଟି ପଦ ପାଇଁ ଅକ୍ଟୋବର ୨୮ରେ ନିର୍ବାଚନ ହେବ । ଏହି ପଦବୀଗୁଡିକ ହେଲା ସଭାପତି, ଉପ ସଭାପତି, ସେକ୍ରେଟାରୀ, ଜଂଏଟ ସେକ୍ରେଟାରୀ, କୋଷାଧ୍ୟକ୍ଷ ଓ ଓସିଏ ଆପେକ୍ସ କାଉନ୍ସିଲ ସଦସ୍ୟ । ଓସିଏ ଇଲେକ୍ଟୋରାଲ ଅଫିସର ପକ୍ଷରୁ ଜାରୀ କରାଯାଇଥିବା…