Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସଲମାନଙ୍କୁ ଏହା ପ୍ରଥମ ଓ ଶେଷଥର ପାଇଁ ୱାର୍ଣ୍ଣିଂ, ଏହାପରେ ଘର ବାହାରେ ଫୁଟିବନି ଗୁଳି: ଗ୍ୟାଙ୍ଗଷ୍ଟାରର ଫେସବୁକ୍…

ମୁମ୍ବାଇ: ବଲିଉଡ଼ ଭାଇଜାନ ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ସକ୍ରିୟ ହୋଇଥିବା ଫେସବୁକ ଆକାଉଣ୍ଟରେ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ ନିଜକୁ ସଲମାନଙ୍କ ଘର ବାହାରେ ଗୁଳି ଚଳାଇବା ପାଇଁ ଦାୟୀ କରିଛନ୍ତି। ରବିବାର ସକାଳେ ଦୁଇଜଣ ଦୁର୍ବୃତ୍ତ…

ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି, ପୋଲିସ ବଢାଇଲା ସୁରକ୍ଷା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟିଥିବା ସୂଚନା ରହିଛି । ଆଜି ଭୋର ୫ଟା ସମୟରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡିଛି । ମୋଟରସାଇକେଲରେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ଘର ବାହାରେ ତିନି ରାଉଣ୍ଡ ଗୁଳି ଚଲାଇ ଥିଲେ । ଏହି ସମୟରେ ସଲମାନ ଖାନ୍ ଖରେ ଥିବା…

ସଲମାନ ତାଙ୍କୁ ମାରିବା ପାଇଁ ଦେଇଛନ୍ତି ସୁପାରୀ: କମାଲ ରଶିଦ ଖାଁ

ମୁମ୍ବାଇ: ଫିଲ୍ମମେକର ଓ ସ୍ୱୟଂଘୋଷିତ କ୍ରିଟିକ୍ସ କମାଲ ରଶିଦ ଖାଁ (କେଆରକେ)ଙ୍କ ଏକ ପୋଷ୍ଟ ଏବେ ବଲିଉଡରେ ହଇଚଇ ସୃଷ୍ଟି କରିଛି । ସୁପରଷ୍ଟାର ସଲମାନ ଖାଁ ତାଙ୍କୁ ମାରିବା ପାଇଁ ସୂୁପାରୀ ଦେଇଥିବା ସେ କହିଛନ୍ତି । କଂଗ୍ରେସର ପୂର୍ବତନ ନେତା ସଞ୍ଜୟ ନିରୂପମା ତାଙ୍କୁ ଏହି କଥା କହିଥିବା…

ଖୁବ ଶୀଘ୍ର ଆରମ୍ଭ ହେବ ରଜନୀକାନ୍ତ ଅଭିନୀତ ଜେଲର ସୀକ୍ୱେଲର ଶୁଟିଂ

ଚେନ୍ନାଇ: ଗତ ବର୍ଷ ରଜନୀକାନ୍ତ ଅଭିନୀତ ଜେଲର ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ମେକର୍ସ ଏହାର ସୀକ୍ୱେଲ କରିବା ପାଇଁ ଚିନ୍ତା କରୁଥିଲେ । ରଜନୀକାନ୍ତ କାହାଣୀ ଶୁଣିବା ପରେ ସବୁଜ ସଙ୍କେତ ଦେଇଛନ୍ତି । ତାମିଲ ସିନେମାରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଏହି ଫିଲ୍ମକୁ ନେଲ୍ସନ…

ପୁଣି ଥରେ ଏକାଠି ଫିଲ୍ମ କରିବେ କି ମଲ୍ଲିକା ଓ ଇମ୍ରାନ, ଦୀର୍ଘ ୨୦ ବର୍ଷ ପରେ ଏକାଠି ଆସିଲେ ନଜର

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ଏକାଠି ନଜର ଆସିଛନ୍ତି ଅଭିନେତ୍ରୀ ମଲ୍ଲିକା ଶେରାୱତ ଓ ଅଭିନେତା ଇମ୍ରାନ ହାଶମି । ଡବଲ୍ ଧମାଲ, ୱେଲକମ୍, ହିସ୍ ଏବଂ ଡର୍ଟୀ ପଲିଟିକ୍ସ ଭଳି ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ମଲ୍ଲିକା ଶେରାୱତ ବହୁ ବର୍ଷ ଧରି ଚଳଚ୍ଚିତ୍ର ଜଗତରୁ ନିଜକୁ ଦୁରେଇ…

ଏହି ଫିଲ୍ମ ଦେଖିବା ଅଭିଶାପ ସଦୃଶ, ଯିଏ ଦେଖିଛି ସେ….

ମୁମ୍ବାଇ: ହଲିଉଡରେ ସମସ୍ତ ପ୍ରକାର ଦର୍ଶକଙ୍କ ଭିନ୍ନ ଭିନ୍ନ ଶୈଳୀରେ ଫିଲ୍ମ ନିର୍ମାଣ ହୋଇଛି । ହରର ଫିଲ୍ମ ଏଂଟ୍ରମ ଏହାର ଜ୍ୱଳନ୍ତ ଉଦାହରଣ । ତେବେ ଏହି ଫିଲ୍ମକୁ କେହି ହଲରେ ଦେଖିପାରି ନାହାନ୍ତି । ଏଂଟ୍ରମ ଏକ ଶାପିତ ଫିଲ୍ମ ବୋଲି କୁହାଯାଏ । ଯିଏ ଏହି ଫିଲ୍ମ ଦେଖିଛି ତାର ପ୍ରାଣ ଯାଇଛି…

ଇଦ ଅବସରରେ ସଲମାନ ଘୋଷଣା କଲେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦର

ମୁମ୍ବାଇ: ଏଥର ଇଦ ଅବସରରେ ସଲମାନ ଖାଁଙ୍କ କୌଣସି ଫିଲ୍ମ ରିଲିଜ ହୋଇ ନାହିଁ । ତେବେ ପ୍ରଶଂସକଙ୍କୁ ନିରାଶ ନ କରି ସେ ଏହି ଅବସରରେ ତାଙ୍କର ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଏଆର ମୁରୁଗାଡୋସ ସିକନ୍ଦର ନାମକ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ।…

ଏପ୍ରିଲ ୧୨ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ଫିଲ୍ମ ‘ଅମର ସିଂ ଚମକିଲା’

ମୁମ୍ବାଇ: ଦିଲଜିତ ଦୋସାଞ୍ଜ ଏବଂ ପରିଣୀତି ଚୋପ୍ରାଙ୍କ ଅଭିନୀତ 'ଅମର ସିଂ ଚମକିଲା' ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ଚଳଚ୍ଚିତ୍ର ଟି ଅମର ସିଂ ଚମକିଲାଙ୍କ ଜୀବନ କାହାଣି ଉପରେ ଆଧାରିତ । 'ଅମର ସିଂ ଚାମକିଲା' ଏପ୍ରିଲ ୧୨ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି।…

ରିଲିଜ ହେଲା ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ର ଟ୍ରେଲର, ୧୪ ବର୍ଷ ପରେ ବଡ ପରଦାକୁ ଫେରିଲେ ଫରଦିନ

ନୂଆଦିଲ୍ଲୀ: ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର' ଡେବ୍ୟୁ ୱେବ ସିରିଜ ସହ ଫେରୁଛନ୍ତି ନିର୍ଦ୍ଦେଶକ ସଂଜୟ ଲୀଲା ବଂଶାଲୀ । ଏହି ସିରିଜ ଘୋଷଣା ହେବା ଦିନ ଠାରୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ନିର୍ମାତା ଫିଲ୍ମରୁ ଅଭିନେତାଙ୍କ ପ୍ରଥମ ଲୁକ ସେୟାର କରିଥିବା ବେଳେ ବର୍ତ୍ତମାନ…

ଷ୍ଟେଜକୁ ଯାଉ ଯାଉ ଅର୍ଜିତଙ୍କ ପାଦ ଛୁଇଁଲେ ବାଦଶାହ

ମୁମ୍ବାଇ: ବ୍ୟାଙ୍କକରେ ଏକ ମ୍ୟୁଜିକ ଶୋରେ ଭାରତର ଦୁଇ ଲୋକପ୍ରିୟ କଳାକାରଙ୍କ ପରସ୍ପର ପ୍ରତି ସମ୍ମାନ ଓ ସ୍ନେହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାର୍ଯ୍ୟକ୍ରମ ବେଳେ ର‌୍ୟାପର ବାଦଶାହ ଷ୍ଟେଜକୁ ଯାଉ ଯାଉ ପ୍ରଥମେ ଅର୍ଜିତଙ୍କ ପାଦ ଛୁଇଁଥିଲେ । ବାଦଶାହଙ୍କ ବୟସ ଅର୍ଜିତଙ୍କଠାରୁ…